Browsing Category
ଓଡିଶା
ଝରନିପାଲି ପଞ୍ଚାୟତକୁ ଆଇଏସଓ ମାନ୍ୟତା
ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରନିପାଲି ଗ୍ରାମ ପଞ୍ଚାୟତକୁ ଆନ୍ତର୍ଜାତୀୟ ମାନକ ଗୁଣବତ୍ତା ସନଦ ଆଇଏସଓ ୯୦୦୧: ୨୦୧୫ ମିଳିଛି । ବିଭିନ୍ନ ସମୟରେ ଅନେକ ଗୁଡ଼ିଏ ଅତ୍ୟାଧୁନିକ ଓ ଲୋକାଭିମୁଖୀ କାର୍ଯ୍ୟକରି ଚର୍ଚ୍ଚାରେ ରହିଥିବା ଏହି ପଞ୍ଚାୟତକୁ ଏଭଳି!-->…
Read More...
Read More...
ବଲାଙ୍ଗିର ମାଟିର ଚର୍ଚ୍ଚିତ ଝିଅ ଅତୁଲ୍ୟା ଲୁହାର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ମାଟି ସଦାରୁ ପ୍ରତିଭାର ଜନ୍ମଭୂମି ଭାବେ ପରିଚିତ । ଏହି ମାଟିରୁ ଅନେକ ଗୁଣୀ, କଳାକାର ଓ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ଦେଶ ଓ ଦୁନିଆରେ ନିଜର ନାମ କମାଇଛନ୍ତି । ସେହିପରି, ଏହି ମାଟିର ଗର୍ବ ହେଉଛନ୍ତି ଜଣେ ପ୍ରତିଭାଶାଳୀ ଝିଅ — ଅତୁଲ୍ୟା ଲୁହାର ।!-->…
Read More...
Read More...
ଭୂମିକା ପକ୍ଷରୁ ବିଶ୍ୱନାଟ୍ୟ ଦିବସ
ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ ମିଶ୍ରଙ୍କୁ ନାଟ୍ୟାଚାର୍ଯ୍ୟ ସମ୍ମାନରାଏକେଡ଼ା ଗ୍ରାମବାସୀଙ୍କ ଲୀଳା ନାଟକ ପ୍ରଦର୍ଶନ
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସଂଗଠନ "ଭୂମିକା" ପକ୍ଷରୁ ବଲାଙ୍ଗିର-ସୁବର୍ଣ୍ଣପୁର ସୀମାନ୍ତ ରାଏକେଡ଼ାଠାରେ ବିଶ୍ୱ ନାଟ୍ୟ ଦିବସ!-->!-->!-->…
Read More...
Read More...
ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ
ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ : ୩ ଅଟକ
ସଇଁତଲା, (ଖୁସିରାଣୀ ସାହୁ) : ବିବାହକୁ ବର୍ଷେ ବିତିନି ଶାଶୁ ଘରେ ନବ ବଧୂର ଜୀବନ ଚାଲିଯାଇଛି । ଅଗ୍ନିକୁ ସାକ୍ଷୀ ରଖି ଦିନେ ଯିଏ ସାତ ଜନ୍ମର ସାଥି ହୋଇ ରହିବାର ପ୍ରତିଶ୍ରୁତି ଦେଇଥିଲା । ଆଜି ସେ ପରିବାର ଲୋକଙ୍କ ସହ ମିସି ନିଜ!-->!-->!-->…
Read More...
Read More...
ଡକ୍ଟରେଟ ଉପାଧି ପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଆଞ୍ଚଳିକ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ. ବିଜୟ କୁମାର କଲେଟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଡ. କଲେଟଙ୍କୁ ଭାରତ ସରକାରଙ୍କ ଦ୍ଵାରା ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଏନେଇ ଆଜି କଲେଜ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା!-->…
Read More...
Read More...
ସାଇଟ୍ କଲେଜରେ ବିଶ୍ୱ ନାଟ୍ୟ ଦିବସ ପାଳିତ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସଦାଇପାଲି ରାମଜୀ ଯୁବକ ସଂଘ ଦ୍ୱାରା ସାଇଟ୍ କଲେଜରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ସାଇଟ୍ ନର୍ସିଂ ଅଧ୍ୟକ୍ଷା ସ୍ନିଗ୍ଧାମିନତୀ ଦାନୀ ଅଧ୍ୟକ୍ଷତା କରଥିବା ବେଳେ ବିଶିଷ୍ଟ ସାମାଜିକ କର୍ମୀ ତଥା କଳାକାର ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି!-->…
Read More...
Read More...
ଆଶ୍ରମପଡ଼ାରେ ରାମ ନବମୀ ଅବସରରେ ଭବ୍ୟ ରାଲି
ଶତାଧିକ ଭକ୍ତଙ୍କ ସହଭାଗିତା
କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ରାମ ନବମୀ ଅବସରରେ ଆଶ୍ରମପଡ଼ାର ରାମ ସେନା ସଂଗଠନ ପକ୍ଷରୁ ଏକ ଭବ୍ୟ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ ଶତାଧିକ ମହିଳା ଏବଂ ପୁରୁଷ ଯୋଗଦେଇ ନଗର ପରିକ୍ରମା କରିଥିଲେ । ଭକ୍ତମାନେ ହାତରେ ଝଣ୍ଡା ଧରି ଏବଂ ଭକ୍ତିମୟ!-->!-->!-->…
Read More...
Read More...
ବଡ଼ ଭାଇଙ୍କ ମୃତ୍ୟୁ ଖବରରେ ସାନ ଭାଇଙ୍କ ମୃତ୍ୟୁ
ବଲାଙ୍ଗିର, (କେପିଏନ୍ଏସ୍) : ମୃତ୍ୟୁ ଏମିତି ବି ଆସେ । ବଡ଼ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନଭାଇ ମଧ୍ୟ ହରାଇଲେ ଜୀବନ । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଜଲିଆଦର୍ହ ଗ୍ରାମରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇଦେଇଛି । ସୂଚନା ଅନୁସାରେ,!-->…
Read More...
Read More...
ଉଦିତ ନଗର ପଡ଼ିଆରେ ଅଗ୍ନିଶମ ବାହିନୀର ମକ୍ ଡ୍ରିଲ୍
ଆଧୁନିକ ପ୍ରଯୁକ୍ତିରେ ଅଗ୍ନିନିର୍ବାପଣ ଓ ଉଦ୍ଧାର କୌଶଳର ପ୍ରଦର୍ଶନ
ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ନିକାଣ୍ଡ ଭଳି ଜରୁରୀ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ରାଉରକେଲା ଅଗ୍ନିଶମ ବାହିନୀ ପକ୍ଷରୁ ଉଦିତ ନଗର ପଡ଼ିଆ ଠାରେ ଏକ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।!-->!-->!-->…
Read More...
Read More...
ଉତ୍ସବ ମୁଖର ଭାବେ ରିକାପଲ୍ଲୀରେ ଶ୍ରୀ ରାମନବମୀ ପାଳିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ରିକାପଲ୍ଲୀ ସାହି-ପୁରୁଣା ଡାଲ୍ଡା ମିଲ୍ ରୋଡ଼ ଠାରେ ଅବସ୍ଥିତ ମହାବୀର ହନୁମାନ ବିଗ୍ରହ ଚୌକ ପରିସରରେ ଲାଲାଜୀ ପ୍ରଭୁଶ୍ରୀ ରାମଜୀଙ୍କ ଜନ୍ମୋତ୍ସବ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ମର୍ଯ୍ୟାଦା ପୁରୁଷୋତ୍ତମ!-->…
Read More...
Read More...