Browsing Category

ଦେଶ ବିଦେଶ

ମଡେଲ ଯୁବ ଗ୍ରାମ ସଭା କାର୍ଯ୍ୟକ୍ରମରେ ଜାତୀୟ ପୁରସ୍କାର ପାଇବାକୁ ଓଡ଼ିଶାର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ମନୋନିତ

ଭୁବନେଶ୍ୱର, (ପିଆଇବି) : ସାରା ଦେଶର 800ରୁ ଅଧିକ ବିଦ୍ୟାଳୟରେ ଅନୁଷ୍ଠିତ ମଡେଲ ଯୁବ ଗ୍ରାମ ସଭା କାର୍ଯ୍ୟକ୍ରମରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଦ୍ୱିତୀୟ ପୁରସ୍କାର ହାସଲ କରିଛି । ତୃଣମୂଳ ସ୍ତରରେ ଛାୟା ଗ୍ରାମସଭା ଆୟୋଜନ କରି ଏଥିରେ
Read More...

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

• ପ୍ରତ୍ୟେକ ଶିଶୁଙ୍କୁ ସମ୍ମାନଜନକ ଭବିଷ୍ୟତ ଦେବା ସମାବେଶୀ ଶିକ୍ଷାର ମୂଳ ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ• ସମାବେଶୀ ଶିକ୍ଷା କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ଏକ ରାଷ୍ଟ୍ରୀୟ ସଂକଳ୍ପ• ସମାନ ସୁଯୋଗ, ସମ୍ମାନ ଏବଂ ସହଭାଗିତା ହିଁ ‘ବିକଶିତ ଭାରତ’ ଗଠନର ମାର୍ଗ ପ୍ରଶସ୍ତ କରିବ•
Read More...

ଜନସାଧାରଣ ଓ ଅଂଶୀଦାରଙ୍କ ପରାମର୍ଶ ପାଇଁ ଚିଠା ଜାତୀୟ ବିଦ୍ୟୁତ୍ ନୀତି-୨୦୨୬ ପ୍ରକାଶିତ

ନୂଆଦିଲ୍ଲୀ, (ପିଆଇବି) : ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂଆ ଚିଠା ଜାତୀୟ ବିଦ୍ୟୁତ୍ ନୀତି (ଏନଇପି),୨୦୨୬ ଜାରି କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ଯାହାର ମୂଳ ଲକ୍ଷ୍ୟ ‘ବିକଶିତ ଭାରତ–୨୦୪୭’ ଦୃଷ୍ଟିକୋଣ ଅନୁଯାୟୀ ଦେଶର ଶକ୍ତି କ୍ଷେତ୍ରର ସମଗ୍ର ରୂପାନ୍ତରଣ କରିବା ଅଟେ । ଏହି ନୀତି
Read More...

ଡାଭୋସରେ ଭାରତର ପ୍ରଭାବୀ ଶୁଭାରମ୍ଭ

• ଭାରତର ଏଆଇ ମଡେଲ ବିଶ୍ୱ ସମସ୍ୟା ପାଇଁ ଅଧିକ ପ୍ରାସଙ୍ଗିକ; ପଞ୍ଚମ ଶିଳ୍ପ ବିପ୍ଳବର ଯୁଗରେ ଆମେ ସର୍ବନିମ୍ନ ମୂଲ୍ୟରେ ସର୍ବାଧିକ ଲାଭ ପ୍ରଦାନ କରୁଛୁ: ଅଶ୍ୱିନୀ ବୈଷ୍ଣବ• ଏଆଇ ଭାରତରେ ଜନସାଧାରଣଙ୍କ ପାଖରେ ପ୍ରଯୁକ୍ତିବିଦ୍ୟା ପହଞ୍ଚାଉଛି; ଦକ୍ଷ ସେବା ପ୍ରଦାନ କରିବାରେ ସାହାଯ୍ୟ କରୁଛି:
Read More...

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

● ଦେଶ ଏଆଇ ପ୍ରସାର ତଥା ଆରଓଆଇ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ବୋଲି ଡାଭୋସଠାରେ ବିଶ୍ୱ ଆର୍ଥିକ ମଞ୍ଚରେ କହିଲେ କେନ୍ଦ୍ର ମନ୍ତ୍ରୀ● ମଡେଲର ଆକାରରୁ ନୁହେଁ, ଅର୍ଥନୀତି ଏବଂ ନିୟୋଜନରୁ ଏଆଇର ଶକ୍ତି ଆସିଥାଏ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ● ସରକାର 38,000 ଜିପିୟୁ ମାଧ୍ୟମରେ ସୁଲଭ
Read More...

୨୦୩୦-୩୧ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା (ଏପିୱାଇ)ର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

● ପ୍ରଚାରପ୍ରସାର ଓ ବିକାଶମୂଳକ କାର୍ୟ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ ଏବଂ ନିଅଣ୍ଟ ଭରଣା ଲାଗି ପାଣ୍ଠି ଯୋଗାଣକୁ ମିଳିଲା ଅନୁମୋଦନ ନୂଆଦିଲ୍ଲୀ, (ପିଆଇବି) : ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା (ଏପିୱାଇ)କୁ ଜାରି ରଖାଯିବ । ଏହି ଯୋଜନାର
Read More...

ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କକୁ ଇକ୍ୟୁଟି ସହାୟତାକୁ କ୍ୟାବିନେଟ୍ ମଞ୍ଜୁରି

• ସିଡବି ପ୍ରତିଯୋଗିତାମୂଳକ ଦରରେ ଅତିରିକ୍ତ ସମ୍ବଳ ଯୋଗାଡ଼ କରିବା ଫଳରେ ଏମଏସଏମଇକୁ ଋଣ ପ୍ରବାହ ବୃଦ୍ଧି ପାଇବ• ପ୍ରାୟ 25.74 ଲକ୍ଷ ନୂଆ ଏମଏସଏମଇ ହିତାଧିକାରୀଙ୍କୁ ସାମିଲ କରାଯିବ ନୂଆଦିଲ୍ଲୀ, (ପିଆଇବି) : ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ
Read More...

ବନ୍ଦେ ଭାରତ ସ୍ଲିପର୍ ଟ୍ରେନକୁ ନେଇ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ଟିକେଟ୍ ୱିଣ୍ଡୋ ଖୋଲିବାର କିଛି ଘଣ୍ଟା ମଧ୍ୟରେ ପ୍ରଥମ ଦିନ ଯାତ୍ରାର ସବୁ ଟିକେଟ୍ ବୁକିଂ ଶେଷ ନୂଆଦିଲ୍ଲୀ, (ପିଆଇବି) : କାମାକ୍ଷା (କେୱାଇକ୍ୟୁ) ଏବଂ ହାଓଡ଼ା (ଏଚଡବ୍ଲୁଏଚ୍) ମଧ୍ୟରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ପ୍ରଥମ ବାଣିଜ୍ୟିକ ଚଳାଚଳ ଆରମ୍ଭ ହୋଇଛି । ଏହାକୁ ନେଇ ଯାତ୍ରୀଙ୍କ
Read More...

ଗୋଟିଏ ଷ୍ଟେସନ, ଗୋଟିଏ ଉତ୍ପାଦ : ଭାରତୀୟ ରେଳବାଇ ଜରିଆରେ ଆଞ୍ଚଳିକ ଉତ୍ପାଦକୁ ପରିଚୟ

୨୦୦୦ରୁ ଅଧିକ ରେଳ ଷ୍ଟେସନରେ ଓଏସ୍‌ଓପି; ୧.୩୨ ଲକ୍ଷ କାରିଗର ସଶକ୍ତ, ପାରମ୍ପରିକ ଶିଳ୍ପର ସଶକ୍ତିକରଣ ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇର 'ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ୍ "(ଓଏସ୍ଓପି) ଯୋଜନା ସ୍ଥାନୀୟ କାରିଗରୀକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଶକ୍ତିଶାଳୀ ମଞ୍ଚ ଭାବେ ଉଭା
Read More...

ଯାତ୍ରୀ ଭିଡ଼କୁ ଦୂର କରିବା ପାଇଁ ଅତିରିକ୍ତ କୋଚ ସଂଯୋଗ

ଭୁବନେଶ୍ୱର, (ପିଆଇବି) : ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ପରିଚାଳନା କରିବା ଏବଂ ଅଧିକ ଯାତ୍ରା ଆରାମ ସୁନିଶ୍ଚିତ କରିବା ପାଇଁ, ପୂର୍ବତଟ ରେଳପଥ ତେଜସ ରାଜଧାନୀ ଏକ୍ସପ୍ରେସ ସମେତ କିଛି ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବରେ କୋଚ୍ ବୃଦ୍ଧି କରିଛି । ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ ରାଜଧାନୀ
Read More...