Browsing Category
ଦେଶ ବିଦେଶ
ଅକ୍ଟୋବର ୧୧ରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ନୂଆଦିଲ୍ଲୀଠାରେ, ସ୍ୱତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗଦେବେ…
କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ୪୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଓ ଯୋଜନା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ୨୪,୦୦୦ କୋଟି ଟଙ୍କା ବ୍ୟୟବରାଦରେ ‘ପ୍ରଧାନମନ୍ତ୍ରୀ ଧନ ଧନ୍ୟ କୃଷି ଯୋଜନା’ର ଶୁଭାରମ୍ଭ କରିବେଏହି ଯୋଜନା ୧୦୦ଟି ଜିଲ୍ଲାରେ କୃଷି କ୍ଷେତ୍ରକୁ ବ୍ୟାପକ ପରିବର୍ତ୍ତନ!-->…
Read More...
Read More...
ସର୍ବନିମ୍ନ ସହାୟକ ମୂଲ୍ୟ : ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ
• ମଜବୁତ କ୍ରୟ, ବ୍ୟାପକ କୃଷକ ସାମିଲ, ଡିଜିଟାଲ୍ ସଂସ୍କାର ଏବଂ ରାଷ୍ଟ୍ରୀୟ ଆତ୍ମନିର୍ଭରଶୀଳତାର ଉନ୍ନତି• ରବି ବିପଣନ ଋତୁ (ଆରଏମଏସ) ୨୦୨୬-୨୭ ପାଇଁ ଏମଏସପି ମଞ୍ଜୁର; କ୍ରୟ ଆକଳନ ୨୯୭ ଲକ୍ଷ ମେଟ୍ରିକ ଟନ୍, ଏବଂ ଚାଷୀମାନେ ଏମଏସପି ହାରରେ ପ୍ରାୟ ୮୪,୨୬୩ କୋଟି ଟଙ୍କା ପାଇବେ• ଆରଏମଏସ!-->…
Read More...
Read More...
‘ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ୨୦୨୫’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭାରତ ଗଣତାନ୍ତ୍ରିକ ଭାବନାକୁ ଏହାର ଶାସନର ଏକ ଦୃଢ଼ ସ୍ତମ୍ଭ କରିଛି : ପ୍ରଧାନମନ୍ତ୍ରୀଗତ ଦଶନ୍ଧିରେ, ଭାରତ ପ୍ରଯୁକ୍ତି କ୍ଷେତ୍ରରେ ଗଣତାନ୍ତ୍ରିକୀକରଣ ହାସଲ କରିଛି, ଆଜିର ଭାରତ ବିଶ୍ୱର ସବୁଠାରୁ ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ ସମାଜ ମଧ୍ୟରେ ଅନ୍ୟତମ : ପ୍ରଧାନମନ୍ତ୍ରୀଆମେ ଡିଜିଟାଲ!-->…
Read More...
Read More...
ଭାରତ-ବ୍ରିଟେନ ସି.ଇ.ଓ. ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ମହାମାନ୍ୟ, ପ୍ରଧାନମନ୍ତ୍ରୀ ଷ୍ଟାରମର,ଭାରତ ଏବଂ ବ୍ରିଟେନର ବ୍ୟବସାୟୀ ନେତୃବୃନ୍ଦ,ନମସ୍କାରଆଜି ଭାରତ-ବ୍ରିଟେନ ସି.ଇ.ଓ ଫୋରମର ଏହି ବୈଠକରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ । ସର୍ବପ୍ରଥମେ, ମୁଁ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ତାଙ୍କର ମୂଲ୍ୟବାନ ବିଚାର ପାଇଁ କୃତଜ୍ଞତା ଜଣାଉଛି ।ବର୍ଷ!-->…
Read More...
Read More...
ଭାରତର ଭବିଷ୍ୟତ ଗଢ଼ୁଛି ବାୟୋମେଡିକାଲ୍ ଗବେଷଣା : ବାୟୋମେଡିକାଲ୍ ଗବେଷଣା କ୍ୟାରିଅର୍ କାର୍ଯ୍ୟକ୍ରମ ପର୍ଯ୍ୟାୟ-୩ ପାଇଁ…
● ଏହି ପଦକ୍ଷେପ ୨୦୦୦ରୁ ଅଧିକ ଗବେଷକଙ୍କୁ ତାଲିମ, ଉଚ୍ଚ-ପ୍ରଭାବ ପ୍ରକାଶନ, ପେଟେଣ୍ଟଯୋଗ୍ୟ ଆବିଷ୍କାର ଏବଂ ସ୍ବୀକୃତି ପାଇଁ ଲକ୍ଷ୍ୟ ରଖିଛି● ମହିଳା ବୈଜ୍ଞାନିକମାନଙ୍କ ପାଇଁ ୧୦-୧୫ ପ୍ରତିଶତ ଅଧିକ ସମର୍ଥନ, ୨୫-୩୦ ପ୍ରତିଶତ ପ୍ରକଳ୍ପକୁ ଟେକ୍ନୋଲୋଜି ରେଡିନେସ୍ ଲେଭଲ୍ (ଟିଆରଏଲ୍-୪) ଏବଂ!-->…
Read More...
Read More...
୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସେବା ୨୦୨୫ ଅଭିଯାନକୁ ସଫଳତାର ସହିତ ସଂପୂର୍ଣ୍ଣ କଲା ସୂଚନା…
ସାରା ଦେଶରେ ୨,୭୦୦ରୁ ଅଧିକ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକଳାପ ମାଧ୍ୟମରେ ୫୯,୦୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଏକାଠି କଲା ମନ୍ତ୍ରଣାଳୟ'ଏକ ଦିନ ଏକ ଘଣ୍ଟା ଏକାଠି' ଏବଂ ସ୍ୱଚ୍ଛ ଭାରତ ଦିବସ : ସ୍ୱଚ୍ଛତା ଅଭିଯାନର ଅଂଶ ସ୍ୱରୂପ ଅଧିକାରୀ ଏବଂ କର୍ମଚାରୀମାନେ ଝାଡୁ ଧରି ରାସ୍ତାକୁ!-->…
Read More...
Read More...
ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଅମିତ ଶାହ
ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ମୋଦୀ ସରକାରଙ୍କ ପ୍ରାଥମିକତା : ଗୃହମନ୍ତ୍ରୀସୁରକ୍ଷା ସଂସ୍ଥାଗୁଡ଼ିକର ଦୃଢ଼ ପ୍ରୟାସ ଯୋଗୁଁ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରର ଶତ୍ରୁମାନଙ୍କ ଦ୍ୱାରା ପୋଷିତ ଆତଙ୍କବାଦୀ ନେଟୱାର୍କ ପ୍ରାୟ ସମାପ୍ତ ହୋଇଛିକେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଏହି!-->…
Read More...
Read More...
ଭାରତ-ବ୍ରିଟେନ ମିଳିତ ବିବୃତ୍ତି
ନୂଆଦିଲ୍ଲୀ, (ପିଆଇବି) : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ କୀର ଷ୍ଟାରମର ୮ ଓ ୯ ଅକ୍ଟୋବର, ୨୦୨୫ରେ ଭାରତ ଆସିଥିଲେ । ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ, ଯେଉଁଥିରେ ବ୍ୟବସାୟ ଓ ବାଣିଜ୍ୟ ରାଷ୍ଟ୍ର ସଚିବ!-->…
Read More...
Read More...
ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି
ମହାମହିମ ପ୍ରଧାନମନ୍ତ୍ରୀ ଷ୍ଟାରମର,ଉଭୟ ଦେଶର ପ୍ରତିନିଧି,ଗଣମାଧ୍ୟମର ବନ୍ଧୁ,ନମସ୍କାର
ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଆଜି ମୁମ୍ବାଇରେ ତାଙ୍କର ପ୍ରଥମ ଭାରତ ଗସ୍ତରେ ସ୍ୱାଗତ କରି ମୁଁ ଆନନ୍ଦିତ ।ବନ୍ଧୁଗଣ,ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ନେତୃତ୍ୱରେ, ଭାରତ-ୟୁକେ ସମ୍ପର୍କରେ!-->!-->!-->…
Read More...
Read More...
ପୂର୍ବତଟ ରେଳ ପଥ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ମାଲ ପରିବହନରେ ୧୧.୩୩% ଅଭିବୃଦ୍ଧି ହାସଲ କରିଛି
ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳ ପଥ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମାର୍ଦ୍ଧ (ଏପ୍ରିଲ-ସେପ୍ଟେମ୍ବର)ରେ ମାଲ ପରିବହନ ଏବଂ ଯାତ୍ରୀ ପରିବହନରେ ଏକ ପ୍ରଭାବଶାଳୀ ପ୍ରଦର୍ଶନ ପଞ୍ଜିକୃତ କରିଛି, ଯାହା ପୂର୍ବ ବର୍ଷର ସମାନ ସମୟ ତୁଳନାରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି ।!-->…
Read More...
Read More...