Browsing Category
ଦେଶ ବିଦେଶ
ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି :ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ
ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମ ଏସିଆରେ ସଂଘର୍ଷ ସ୍ଥିତି କାରଣରୁ ବିଶ୍ୱରେ ଇନ୍ଧନ ମୂଲ୍ୟ ଆକାଶ ଛୁଆଁ ହୋଇଛି । ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ୍ ପିଛା ୧୨୦ ଡଲାରରେ ପହଞ୍ଚିଛି । ତେବେ ହୋର୍ମୁଜ୍ ପ୍ରଣାଳୀ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଯୁଦ୍ଧ କାରଣରୁ ଇନ୍ଧନ ପରିବହନ ଲାଗି!-->…
Read More...
Read More...
ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବୀ କଲେ ସାଂସଦ ଶ୍ରୀ ବିଶି
ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଜ୍ୟସଭାରେ ଓଡ଼ିଶାର ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ ) ପ୍ରତିଷ୍ଠା ପାଇଁ ଦୃଢ଼ ଦାବି କରିଛନ୍ତି । ସାଂସଦ ଶ୍ରୀ ବିଶି ଦାବୀ କରି କହିଛନ୍ତି ଯେ, ଓଡ଼ିଶାର ଭୌଗୋଳିକ ଅଞ୍ଚଳ ଓ ଜନସଂଖ୍ୟା!-->…
Read More...
Read More...
ଓଡିଶାରେ ଟେଲିକମ୍ ସବସିଡି ସମ୍ପର୍କରେ ରାଜ୍ୟସଭାକୁ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ
ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ କରିବା ପାଇଁ ୨,୨୨୯ କୋଟି ଟଙ୍କାର ଆବଣ୍ଟନ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଞ୍ଚାର ଓ ଉତ୍ତର-ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଆଜି ରାଜ୍ୟ ସଭାକୁ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ମୋବାଇଲ୍!-->!-->!-->…
Read More...
Read More...
ପଶ୍ଚିମ ଏସିଆ ଘଟଣା କ୍ରମ ସମ୍ପର୍କରେ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ
ଭାରତୀୟ ବିଶୋଧନାଗାର ଗୁଡ଼ିକ ସର୍ବୋଚ୍ଚ କ୍ଷମତାରେ ହେଉଛନ୍ତି ପରିଚାଳିତ ପର୍ଯ୍ୟାପ୍ତ ଷ୍ଟକ୍ ସହିତ ଖୁଚୁରା ଦୋକାନଗୁଡ଼ିକ କାର୍ଯ୍ୟକ୍ଷମପ୍ରତିଦିନ ୫୦ ଲକ୍ଷ ସିଲିଣ୍ଡର ଯୋଗାଣ କରାଯାଉଛିଘରୋଇ ଏଲପିଜି ଉତ୍ପାଦନ ୨୮% ବୃଦ୍ଧି ପାଇଛିସମଗ୍ର ଭାରତରେ ବନ୍ଦରପରିଚାଳନା କାର୍ଯ୍ୟ ସ୍ଥିର!-->…
Read More...
Read More...
ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ : ଲୋକସଭା ବାଚସ୍ପତି
• ସଦନ ନିୟମ ପରିଧି ବାହାରେ କୌଣସି ମାନ୍ୟବର ସଦସ୍ୟଙ୍କୁ ଅଭିବ୍ୟକ୍ତିର ବିଶେଷ ଅଧିକାର ପ୍ରଦାନ କରେ ନାହିଁ: ଶ୍ରୀ ଓମ୍ ବିର୍ଲା• ଏହି ଆସନରେ ମାଇକ୍ରୋଫୋନ୍ ଚାଲୁ କିମ୍ବା ବନ୍ଦ କରିବା ପାଇଁ କୌଣସି ବଟନ୍ ନାହିଁ; ସଦନରେ ଥିବା ବ୍ୟବସ୍ଥା କେବଳ କହିବା ଲାଗି ଅନୁମତିପ୍ରାପ୍ତ ସଦସ୍ୟଙ୍କ!-->…
Read More...
Read More...
ପଶ୍ଚିମ ଏସିଆରେ ଜାରି ସଂଘର୍ଷ କାରଣରୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ସୃଷ୍ଟି ହୋଇଥିବା ବାଧା ଦୂର କରିବା ଲାଗି ଗ୍ରହଣ…
ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମ ଏସିଆରେ ଜାରି ସଂଘର୍ଷ କାରଣରୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ସୃଷ୍ଟି ହୋଇଥିବା ବାଧା ଦୂର କରିବା ଲାଗି ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଆଜି ଲୋକସଭାରେ ବକ୍ତବ୍ୟ!-->…
Read More...
Read More...
ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର
କୁହୁଡ଼ିରେ ଦୃଶ୍ୟମାନତା ବଢ଼ାଇବାକୁ ଆରଡିଏସଓର ‘ଟିଆରଆଇ-ନେତ୍ର’ ସିଷ୍ଟମ୍
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇରେ ନିରନ୍ତରଭାବେ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଆସିଚାଲିଛି । ରେଳବାଇରେ ଅଥବା ପାଇଲଟ୍ ଭାବେ ଲାଗୁ ହୋଇଥିବା କିଛି ପ୍ରମୁଖ ପ୍ରଯୁକ୍ତିବିଦ୍ୟା ସଂପର୍କରେ ନିମ୍ନରେ!-->!-->!-->…
Read More...
Read More...
ତାମିଲନାଡୁର ତିରୁଚିରାପଲ୍ଲିରେ ପତାକା ଦେଖାଇ ପ୍ରାୟ ୫,୬୫୦ କୋଟି ଟଙ୍କାର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ…
ସ୍ୱଚ୍ଛ ଶକ୍ତି ପାଇଁ ଭିତ୍ତିଭୂମି, ପେଟ୍ରୋଲିୟମ ଉତ୍ପାଦନ, ରାଜପଥ, ରେଳପଥ ଓ ଗ୍ରାମୀଣ ସଡକ ସମ୍ପର୍କିତ ଏହି ପ୍ରକଳ୍ପଗୁଡ଼ିକ ତାମିଲନାଡୁର ଯୁବବର୍ଗଙ୍କ ନିମନ୍ତେ ଶକ୍ତି ଉପଲବ୍ଧତା, ସଂଯୋଗୀକରଣକୁ ବ୍ୟାପକ ଏବଂ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀଚେନ୍ନାଇରେ ଆଜି!-->…
Read More...
Read More...
ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ : ଅଶ୍ୱିନୀ ବୈଷ୍ଣବ
ଚୀନ୍-ଜାପାନ-ଫ୍ରାନ୍ସ ତୁଳନାରେ ବହୁତ କମ୍ ବନ୍ଦେ ଭାରତ ସ୍ଲିପର ଭଡ଼ା; କିଲୋମିଟର ପିଛା ₹୨.୪୦–₹୩.୮୦ରେଳ ଯାତ୍ରାରେ ହାରାହାରି ୪୩% ରିହାତି: ୬୦,୨୩୯ କୋଟି ସବସିଡି ପ୍ରଦାନବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାଙ୍କ ପାଇଁ ରେଳରେ ନିମ୍ନ ବର୍ଥ ସୁବିଧା
ନୂଆଦିଲ୍ଲୀ, (ପିଆଇବି)!-->!-->!-->…
Read More...
Read More...
ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ
• ୧.୫ଲକ୍ଷରୁ ଅଧିକ ପତ୍ରିକାର ରେକର୍ଡ ଡିଜିଟାଇଜେସନ୍ କରାଯାଇଛି• ପ୍ରେସ୍ ସେବା ପୋର୍ଟାଲରେ ୭୮୦ ଜିଲ୍ଲା ସାମିଲ• ୫ କୋଟି ଟଙ୍କାରୁ ଅଧିକ ଜରିମାନା ଏବଂ ୮୮,୩୧୫ ପ୍ରକାଶନ ବାତିଲ
ନୂଆଦିଲ୍ଲୀ, (ପିଆଇବି) : ପ୍ରେସ୍ ଏବଂ ପତ୍ରିକାପଞ୍ଜିକରଣ (ପିଆରପି) ଆଇନ, ୨୦୨୩ଅନୁଯାୟୀ, ପତ୍ରିକାର!-->!-->!-->…
Read More...
Read More...