Browsing Category
ଦେଶ ବିଦେଶ
ଦେଶବ୍ୟାପୀ ‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ
'ବିକଶିତ ଭାରତ ବିଲ୍ଡାଥନ୍’ ନୂତନ ବିଶ୍ୱ ମଡେଲ୍ ତିଆରି କରିବ – ଧର୍ମେନ୍ଦ୍ର ପ୍ରଧାନମଥୁରା ରୋଡ୍ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର – ୨ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ କଲେ ଆଲୋଚନାଛାତ୍ରଛାତ୍ରୀମାନେ ନୂଆ!-->…
Read More...
Read More...
ପୁନେର ଓଡ଼ିଆ ଝିଅ ସଞ୍ଚୟିତା ରାଜ୍ୟ ସ୍ତରୀୟ ସ୍କେଟିଂ ଚାମ୍ପିଅନସିପ୍ ପାଇଁ ମନୋନୀତ
ପୁନେ : ପୁନେ ନିକଟରେ ଅନୁଷ୍ଠିତ ହୋଇଥିବା "ରୋଲର ଏଥଲେଟିକ ପୁନେ ସିଟି ଚାମ୍ପିଅନସିପ - ୨୦୨୫"ରେ ୟୁରୋ ସ୍କୁଲ ୱାକ୍ଡର ଛାତ୍ରୀ ତଥା ପ୍ରତିଭାଶାଳୀ ଓଡ଼ିଆ ଝିଅ ସଞ୍ଚୟିତା ମିଶ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ରୋଲର ଏଥଲେଟିକସ ଏସୋସିଏସନ୍, ମହାରାଷ୍ଟ୍ର ସହ!-->…
Read More...
Read More...
ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ଭାରତର ମିଶନ ଉତ୍ପାଦନ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ପଦକ୍ଷେପ
● ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୧,୪୪୦ କୋଟି ଟଙ୍କା ବଜେଟ୍ ଆବଣ୍ଟନ ସହ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ● ଏହା ୨୦୩୦-୩୧ ସୁଦ୍ଧା ଘରୋଇ ଡାଲି ଉତ୍ପାଦନକୁ ୩୫୦ ଲକ୍ଷ ଟନ ପର୍ଯ୍ୟନ୍ତ ବୃଦ୍ଧି କରି, ଚାଷ କ୍ଷେତ୍ରକୁ ୩୧୦ ଲକ୍ଷ ହେକ୍ଟର ପର୍ଯ୍ୟନ୍ତ ବିସ୍ତାର କରିବାର ଲକ୍ଷ୍ୟ!-->…
Read More...
Read More...
ଭାରତ-ଇଏଫଟିଏ ବାଣିଜ୍ୟ ଚୁକ୍ତି: ୧୦୦ ବିଲିୟନ ଡଲାର ନିବେଶ ଏବଂ ୧୦ ଲକ୍ଷ ନିଯୁକ୍ତିର ସୁଯୋଗ
ମୁଖ୍ୟାଂଶଭାରତ ଏବଂ ଇଏଫଟିଏ ୨୦୨୪ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ ବାଣିଜ୍ୟ ଏବଂ ଆର୍ଥିକ ଭାଗିଦାରୀ ରାଜିନାମା (ଟିଇପିଏ) ସ୍ୱାକ୍ଷର କରିଥିଲେ; ଏହା ୨୦୨୫ ମସିହା ଅକ୍ଟୋବର ୧ ତାରିଖରେ କାର୍ଯ୍ୟକାରୀ ହୋଇଥିଲା, ଯାହା ଚାରୋଟି ବିକଶିତ ୟୁରୋପୀୟ ରାଷ୍ଟ୍ର ସହିତ ଭାରତର ପ୍ରଥମ ଏଫଟିଏ ଥିଲା!-->…
Read More...
Read More...
କୃଷି କ୍ଷେତ୍ର ପାଇଁ ୩୫,୪୪୦ କୋଟି ମୂଲ୍ୟର ଦୁଇଟି ପ୍ରମୁଖ ଯୋଜନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଦେଶର ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ କଲ୍ୟାଣ ପାଇଁ ଦୁଇଟି ନୂତନ ଯୋଜନା- ପିଏମ୍ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଆତ୍ମନିର୍ଭରଶୀଳତା ମିଶନ ଆରମ୍ଭ କରାଯାଇଛି : ପ୍ରଧାନମନ୍ତ୍ରୀଆମେ ଚାଷୀଙ୍କ ସ୍ୱାର୍ଥ ପାଇଁ ବିହନ ଠାରୁ ବଜାର ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସଂସ୍କାର ଆଣିଛୁ :!-->…
Read More...
Read More...
ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ
ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା “ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା (ପିଏମ- ଡିଡିକେୱାଇ)” ଏବଂ “ଡାଲିରେ ଆତ୍ମନିର୍ଭରତା ପାଇଁ ମିଶନ”ର ଜାତୀୟ ଶୁଭାରମ୍ଭ ଅବସରରେ, ଆଇସିଏଆର– ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଫର୍ ଓମେନ୍ ଇନ୍ ଏଗ୍ରିକଲ୍ଚର!-->…
Read More...
Read More...
ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି
୨୦୨୪-୨୫ ମସିହାରେ ଉତ୍ପାଦନ ୧୧.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧିଏକ ଦଶନ୍ଧି ମଧ୍ୟରେ ଛଅ ଗୁଣରୁ ଅଧିକବଢ଼ିଲା
ମୁଖ୍ୟାଂଶ
ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୨୦୧୪–୧୫ରେ ୧.୯ ଲକ୍ଷ କୋଟିଟଙ୍କାରୁ ପ୍ରାୟ ଛଅ ଗୁଣ ବୃଦ୍ଧି ପାଇ ୨୦୨୪–୨୫ରେ ୧୧.୩ ଲକ୍ଷ କୋଟିରେ ପହଞ୍ଚିଛିମୋବାଇଲ୍ ଫୋନ୍ ରପ୍ତାନି!-->!-->!-->!-->!-->…
Read More...
Read More...
ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂତନ ଅତ୍ୟାଧୁନିକ ଯାତ୍ରୀ ସୁବିଧା କେନ୍ଦ୍ର ନିରୀକ୍ଷଣ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ…
● ପ୍ରାୟ ୭,୦୦୦ ଯାତ୍ରୀଙ୍କୁ ସେବା ଦେବା ପାଇଁ ଡିଜାଇନ୍ କରାଯାଇଛି ଏହି କେନ୍ଦ୍ର● ପାର୍ବଣ ଋତୁରେ ଯାତ୍ରା ବୃଦ୍ଧି ମଧ୍ୟରେ ଯାତ୍ରୀମାନଙ୍କୁ ଅଧିକ ଆରାମ ପ୍ରଦାନ କରିବ ଯାତ୍ରୀ ସୁବିଧା କେନ୍ଦ୍ର : କେନ୍ଦ୍ର ମନ୍ତ୍ରୀ● ଦେଶର ଅନ୍ୟାନ୍ୟ ଷ୍ଟେସନରେ ଏହିପରି ଯାତ୍ରୀ ସୁବିଧା କେନ୍ଦ୍ର ବିକଶିତ!-->…
Read More...
Read More...
ମାରିଆଙ୍କୁ ନୋବେଲ ଶାନ୍ତି ପୁରସ୍କାର
ନୂଆଦିଲ୍ଲୀ : ନରୱେର ନୋବେଲ କମିଟି ଗତ ଶୁକ୍ରବାର ଦିନ ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରିଥିବା ବେଳେ ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଏକଚ୍ଛତ୍ରବାଦରୁ ଗଣତନ୍ତ୍ରକୁ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ହାସଲ କରିବା ପାଇଁ!-->…
Read More...
Read More...
ନୂତନ ଫର୍ମାଟ ସହ ଜାତୀୟ ଟେଲିଭିଜନକୁ ଫେରୁଛି ଭାରତର କାଳଜୟୀ ମହାକାବ୍ୟ ମହାଭାରତ
ମହାଭାରତର ପୁନଃ-ପରିକଳ୍ପନା କରିବା ପାଇଁ ପ୍ରସାର ଭାରତୀ ଓ କଲେକ୍ଟିଭ୍ ମିଡିଆ ନେଟୱାର୍କର ନୂଆ ପଦକ୍ଷେପ
ନୂଆଦିଲ୍ଲୀ, (ପିଆଇବି) : କଲେକ୍ଟିଭ୍ ମିଡିଆ ନେଟୱାର୍କ ଏଆଇ ମାଧ୍ୟମରେ ଭାରତର ସବୁଠାରୁ ପ୍ରସିଦ୍ଧ ମହାକାବ୍ୟ, ମହାଭାରତର ଏକ ଅଭୂତପୂର୍ବ ପୁନଃ-ପରିକଳ୍ପନା ଘୋଷଣା କରିଛି । ଏହି!-->!-->!-->…
Read More...
Read More...