Browsing Category
ଦେଶ ବିଦେଶ
ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୫୬ତମ ସଂସ୍କରଣ ପାଇଁ ଗଣମାଧ୍ୟମ ଅନୁମୋଦନ ଆରମ୍ଭ
ଗୋଆର ପାଣାଜୀରେ ୧୮ ନଭେମ୍ବରରେ ଏଫଟିଆଇଆଇ ପକ୍ଷରୁ ଚଳଚ୍ଚିତ୍ର ସମୀକ୍ଷା ସାର୍ଟିଫିକେଟ କୋର୍ସ
ମୁମ୍ବାଇ, (ପିଆଇବି) : ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଆସନ୍ତା ୨୦ ରୁ ୨୮ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଗୋଆର ପାଣାଜୀରେ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ବ!-->!-->!-->…
Read More...
Read More...
ଚନ୍ଦନ କାଠ ବିକାଶ ସମିତିର ରିପୋର୍ଟ ଉନ୍ମୋଚିତ
ନୂଆଦିଲ୍ଲୀ, (ପିଆଇବି) : ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଚନ୍ଦନ କାଠ ବିକାଶ କମିଟିର ରିପୋର୍ଟ ଉନ୍ମୋଚିତ ହୋଇଛି । ଏହି ରିପୋର୍ଟ ଉନ୍ମୋଚନ କାର୍ଯ୍ୟକ୍ରମ ଭାରତୀୟ ପ୍ଲାଏଉଡ୍ ଏବଂ ପ୍ୟାନେଲ୍ ଶିଳ୍ପ ମହାସଂଘ (ଏଫଆଇପିପିଆଇ) ଦ୍ୱାରା ପ୍ରାୟୋଜିତ ହୋଇଥିଲା । ଭାରତ!-->…
Read More...
Read More...
କୋଣାର୍କରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଆୟୋଜିତ
ଗଣମାଧ୍ୟମ ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର : ପିଆଇବି ଏଡିଜି ଅଖିଳ କୁମାର ମିଶ୍ର
କୋଣାର୍କ, (ପିଆଇବି) : ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ତୃଣମୂଳସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ଏବଂ ଗଣମାଧ୍ୟମ ମଧ୍ୟରେ ସମ୍ପର୍କ ସ୍ଥାପନ ଲାଗି ଆଜି!-->!-->!-->…
Read More...
Read More...
ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
ମହାମହିମ ରାଷ୍ଟ୍ରପତି ହୁରେଲସୁଖ,ଉଭୟ ଦେଶର ପ୍ରତିନିଧିଗଣ,ଗଣମାଧ୍ୟମର ବନ୍ଧୁମାନେ,ନମସ୍କାରସେନ-ବେନ-ଉରାଷ୍ଟ୍ରପତି ହୁରେଲସୁଖ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ସ୍ୱାଗତ କରି ମୁଁ ଆନନ୍ଦିତ । ଛଅ ବର୍ଷ ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର!-->…
Read More...
Read More...
ଭାରତରେ ଜାହାଜ ନିର୍ମାଣର ପୁନରୁଦ୍ଧାର
ମୁଖ୍ୟାଂଶସେପ୍ଟେମ୍ବର ୨୦୨୫ରେ ୬୯,୭୨୫ କୋଟି ଟଙ୍କାର ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ ସଂସ୍କାର ଯୋଜନା ଶୁଭାରମ୍ଭ ହୋଇଛି ।୨୪,୭୩୬ କୋଟି ଟଙ୍କାର ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନା ଜାତୀୟ ଜାହାଜ ନିର୍ମାଣ ମିଶନ ମାଧ୍ୟମରେ ଆର୍ଥିକ ସହାୟତା, ଜାହାଜ ଭାଙ୍ଗିବା କ୍ରେଡିଟ୍ ନୋଟ୍ ଏବଂ!-->…
Read More...
Read More...
ଗୁଗୁଲ୍ ଏଆଇ ହବ୍ ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
● ଏଆଇ-ପ୍ରଥମ ଭିତ୍ତିଭୂମି, ସ୍ୱଚ୍ଛ ଶକ୍ତି ଏବଂ ଉଚ୍ଚ-ମୂଲ୍ୟର ନିଯୁକ୍ତି ସୃଷ୍ଟିକୁ ମିଳିବ ପ୍ରୋତ୍ସାହନ : କେନ୍ଦ୍ର ମନ୍ତ୍ରୀ● ବିଶାଖାପାଟଣାରେ ୧୫ ବିଲିୟନ ଡଲାରର ଏଆଇ ହବ୍ ଘୋଷଣା କଲା ଗୁଗୁଲ୍; ବିକଶିତ ଭାରତ ଦୃଷ୍ଟିକୋଣ ସହିତ ମିଳିତ ଭାବରେ ଏଆଇ-ଚାଳିତ ସେବାକୁ ଆଗକୁ ବଢ଼ାଇବା ପାଇଁ!-->…
Read More...
Read More...
ରାଜସ୍ଥାନରେ ୪ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହକୁ ଉଦଘାଟନ କଲେ କେନ୍ଦ୍ର…
ତିନୋଟି ନୂତନ ଅପରାଧିକ ଆଇନ ଉପରେ ଏକ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଉଦଘାଟିତଭାରତର ତିନୋଟି ନୂଆ ଅପରାଧିକ ଆଇନର ପ୍ରଚଳନ ହେଉଛି ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ସଂସ୍କାରତିନୋଟି ନୂଆ ଆଇନ ଲାଗୁ ହେବା ପରେ ରାଜସ୍ଥାନରେ ଦୋଷୀ ସାବ୍ୟସ୍ତ ହାର ୪୨ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ କାନାଡାର ବୈଦେଶିକ ମନ୍ତ୍ରୀ
ତାଙ୍କ ଗସ୍ତ ଦ୍ୱିପାକ୍ଷିକ ସହଭାଗୀତାକୁ ନୂତନ ଗତି ପ୍ରଦାନ କରିବ : ପ୍ରଧାନମନ୍ତ୍ରୀଜି-୭ ଶିଖର ସମ୍ମିଳନୀ ପାଇଁ କାନାଡା ଗସ୍ତ ଏବଂ ପ୍ରଧାନମନ୍ତ୍ରୀ କାର୍ନିଙ୍କ ସହ ସାକ୍ଷାତକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀବାଣିଜ୍ୟ, ଶକ୍ତି, ପ୍ରଯୁକ୍ତି, କୃଷି ଓ ଲୋକ-ଲୋକ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ!-->…
Read More...
Read More...
କୃଷି କ୍ଷେତ୍ରର ଉନ୍ନତି ଓ ନୂତନ ପଦକ୍ଷେପ ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ
ଖରିଫ ବୁଣା କ୍ଷେତ୍ରରେ ୬.୫୧ ଲକ୍ଷ ହେକ୍ଟର ବୃଦ୍ଧି; ମୋଟ କଭରେଜ ୧୧୨୧.୪୬ ଲକ୍ଷ ହେକ୍ଟରଧାନ ଏବଂ ଗହମ ଷ୍ଟକ୍ ସ୍ତର ବଫର ମାନଦଣ୍ଡଠାରୁ ଅଧିକ ରହିଛିସମଗ୍ର ଦେଶରେ ଜଳଭଣ୍ଡାର ସଂରକ୍ଷଣ ସ୍ତର ସନ୍ତୋଷଜନକ, ଉତ୍ତମ ଅମଳର ଆଶା ରହିଛି
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୃଷି ଓ କୃଷକ!-->!-->!-->…
Read More...
Read More...
ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଭାରତର ବହୁମୁଖୀ ସଂସ୍ଥାଗତ ଢାଞ୍ଚା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀଙ୍କ…
ସାଧାରଣ ଚେତାବନୀ ପ୍ରୋଟୋକଲ-ଅନୁପାଳନର ସମନ୍ୱିତ ସତର୍କତା ପ୍ରଣାଳୀ ମାଧ୍ୟମରେ ପାଣିପାଗ, ଜଳବିଜ୍ଞାନ, ଭୂକମ୍ପ ଏବଂ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକୁ ଏକୀକୃତ କରିବା ଉପରେ ଗୁରୁତ୍ୱ ଦେଲେ ଡକ୍ଟର ପି. କେ. ମିଶ୍ରନବସୃଜନ, ଅନ୍ତର୍ଭୁକ୍ତିମୂଳକ ଆର୍ଥିକ ସହାୟତା ଏବଂ ଅନ୍ତର୍ଜାତୀୟ!-->…
Read More...
Read More...