Browsing Category

ଦେଶ ବିଦେଶ

ନଭେମ୍ବର ୧୮ରେ ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ମନ୍ତ୍ରିସ୍ତରୀୟ ସମ୍ମିଳନୀ ‘ନୋ ମନି ଫର ଟେରର’ରେ ଉଦ୍‌ଘାଟନୀ ଅଭିଭାଷଣ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୮ ତାରିଖ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ ନୂଆଦିଲ୍ଲୀ ସ୍ଥିତ ହୋଟେଲ ତାଜ ପାଲେସ ଠାରେ ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀ ‘ନୋ ମନି ଫର ଟେରର’ ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବେ
Read More...

ଭାରତୀୟ ପ୍ରେସ ପରିଷଦ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ସ୍କୋପ ସମ୍ମିଳନୀ କେନ୍ଦ୍ର ଠାରେ ବୁଧବାର ଦିନ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ‘‘ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା’’ ବିଷୟବସ୍ତୁକୁ ନେଇ ପ୍ରେସ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସମାରୋହରେ କେନ୍ଦ୍ର
Read More...

ପ୍ରଥମ ବିଶ୍ୱ ଗଣମାଧ୍ୟମ କଂଗ୍ରେସରେ ଉଦ୍‌ବୋଧନ ଦେଲେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅୂପୂର୍ବ ଚନ୍ଦ୍ର ବୁଧବାର ଦିନ କହିଛନ୍ତି ଯେ, ଭାରତରେ ୧୨୦ କୋଟି ମୋବାଇଲ ଫୋନ ବ୍ୟବହାରକାରୀ ଏବଂ ୬୦କୋଟି ସ୍ମାର୍ଟଫୋନ୍ ବ୍ୟବହାରକାରୀ ରହିଛନ୍ତି । ଇଣ୍ଟରନେଟ ଡାଟା ଦର କମ ଥିବା କାରଣରୁ ଉପଭୋକ୍ତା ବା
Read More...

ବାଲିଠାରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) :ମହାମହିମଗଣ,ବନ୍ଧୁଗଣ, ମୁଁ ପୁଣି ଥରେ ନିଜର ବନ୍ଧୁ ରାଷ୍ଟ୍ରପତି ଜୋକୋଭିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ସେ ଏହି କଠିନ ସମୟରେ ଜି-୨୦ ରାଷ୍ଟ୍ର ସମୂହକୁ କୁଶଳୀ ନେତୃତ୍ବ ପ୍ରଦାନ କରିଛନ୍ତି । ଆହୁରି ଆଜି ମୁଁ ଜି-୨୦ ସମୂହକୁ ବାଲି ଘୋଷଣାନାମାର ଅନୁମୋଦନ
Read More...

ଡିସେମ୍ବର ୧ରେ ଆନୁଷ୍ଠାନିକ ଭାବରେ ଭାରତ ଜି -୨୦ର ଅଧ୍ୟକ୍ଷତା ଗ୍ରହଣ କରିବ : ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଜି -୨୦…

ଇଣ୍ଡୋନେସିଆ : ଡିସେମ୍ବର ୧ରୁ ଭାରତ ଆନୁଷ୍ଠାନିକ ଭାବରେ ଜି -୨୦ର ଅଧ୍ୟକ୍ଷତା ଗ୍ରହଣ କରିବ । ବାଲି ଶିଖର ସମ୍ମିଳନୀ ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଜି -୨୦ ଅଧ୍ୟକ୍ଷତାକୁ ଭାରତକୁ ହସ୍ତାନ୍ତର କରିଥିଲେ । ଜି -୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ,
Read More...

ନାସାର ‘ନ୍ୟୁ ମୁନ୍‌ ରକେଟ୍’ ଚନ୍ଦ୍ରପୃଷ୍ଠ ପାଇଁ ଉଡ଼ାଣ ଭରିଲା, ଅର୍ଦ୍ଧ ଶତାବ୍ଦୀ ପରେ ଚନ୍ଦ୍ରରେ ଅବତରଣ…

ନ୍ୟୁୟର୍କ : ଆମେରିକାର ସ୍ପେସ୍ ଏଜେନ୍ସି ନାସା ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଚନ୍ଦ୍ରକୁ ପ୍ରଥମ ମିଶନ ସଫଳତାର ସହ ଆରମ୍ଭ କରିଛି । ମିଶନ ଆରମ୍ଭ ହେବା ପୂର୍ବରୁ ଯଦିଓ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା, କିନ୍ତୁ ଶେଷରେ ସବୁକିଛି ଠିକ୍ଠାକ୍‌ରେ ସଂପନ୍ନ ହୋଇଛି ବୋଲି କୁହାଯାଇଛି ।
Read More...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଆଜି ଅରୁଣାଚଳ ପ୍ରଦେଶର ଲେପା ରାଡା ଜିଲ୍ଲାରେ ଅବସ୍ଥିତ ବସର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । କୁହାଯାଉଛି ଯେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ଥିଲା ଓ ଏହି
Read More...

ମାଗଣା ସୁବିଧା ଯୋଗାଇବାର ଯାଦୁ କେବଳ ମୋ’ ପାଖରେ ଅଛି : ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଗୁଜୁରାଟରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆସିଥିବା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରାଜ୍ୟରେ ସରକାର ଗଠନ ପାଇଁ ଦାବୀ କରିଛନ୍ତି । ଅହମ୍ମଦାବାଦରେ ଏକ ସାକ୍ଷାତକାରରେ କେଜ୍ରିୱାଲ କହିଛନ୍ତି ଯେ, ନିର୍ବାଚନରେ ​​କଂଗ୍ରେସର ସିଟ୍‌
Read More...

ଜନଜାତୀୟ ଗୌରବ ଦିବସ ଜରିଆରେ ଦେଶ ନିଜ ଆଦିବାସୀ ପରମ୍ପରାକୁ ନେଇ ଗର୍ବ କରୁଛି ଏବଂ ‘ପଞ୍ଚ ପ୍ରାଣ’ ଊର୍ଜାର ଅଂଶବିଶେଷ…

• ‘‘ଭଗବାନ ବିର୍ସା ମୁଣ୍ଡା କେବଳ ଆମ ସ୍ବାଧୀନତା ସଂଗ୍ରାମର ନାୟକ ନଥିଲେ ବରଂ ଆମ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତିର ବାହକ ଥିଲେ’’• ‘‘ମହାନ ଆଦିବାସୀ ପରମ୍ପରାରୁ ଶିକ୍ଷା ଲାଭ କରି ଭାରତ ନିଜ ଭବିଷ୍ୟତକୁ ରୂପ ଦେବା ଉଚିତ୍‌ । ଜନଜାତୀୟ ଗୌରବ ଦିବସ ଏଥିପାଇଁ ଏକ ସୁଯୋଗ ଏବଂ ମାଧ୍ୟମ
Read More...

ବାଲିର ଜି-୨୦ ଶିଖର ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ, (ପିଆଇବି) : ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ ଆର ବାଇଡେନଙ୍କୁ ସାକ୍ଷାତ କରିଛନ୍ତି । ସେମାନେ ଭାରତ-ଯୁକ୍ତରାଷ୍ଟ୍ର ରଣନୈତିକ ଭାଗିଦାରୀ ତଥା ନୂତନ ପ୍ରଯୁକ୍ତିବିଦ୍ୟା,
Read More...