Browsing Category

ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନବ ପରିକଳ୍ପନାରେ ଆୟୋଜନ କରାଯାଉଥିବା ରୋଜଗାର ମେଳା ସରକାରୀ ନିଯୁକ୍ତି…

କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ମନ୍ତ୍ରଣାଳୟର ୯ ବର୍ଷର ଉପଲବ୍ଧିକୁ ନେଇ ଗଣମାଧ୍ୟମକୁ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ, କହିଲେ ଗତ ୯ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରାଥମିକତା ଦେଇ ଏହାକୁ ଦ୍ରୁତ, ପାରଦର୍ଶୀ ଓ ନିରପେକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ
Read More...

ଇତିହାସ ରଚିଲା କେଭିଆଇସି : ୯ ବର୍ଷରେ ୩୩୨ ପ୍ରତିଶତ ବଢ଼ିଲା ବିକ୍ରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ଆତ୍ମନିର୍ଭର ଭାରତ ଅଭିଯାନ’କୁ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ନୂଆ ଉଚ୍ଚତାକୁ ନେଇଯିବା ସହିତ ବିଶ୍ୱ ଆଗରେ ଦୃଢ଼ ଭାରତର ଦୃଢ଼ ଛବି ଉପସ୍ଥାପନ କରିଛି । ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ
Read More...

ପାକିସ୍ତାନୀ ଡ୍ରୋନ୍ ପୁଣି ଅନୁପ୍ରବେଶ କରିବାକୁ ଚେଷ୍ଟା କଲା, ଖସାଇଲା ବିଏସ୍ଏଫ୍ ଗୁଳି

ଚଣ୍ଡିଗଡ଼ : ପାକିସ୍ତାନୀ ଡ୍ରୋନ୍ ପୁଣି ଥରେ ସୀମାରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା, ଯାହା ବିଏସ୍ଏଫ୍ କର୍ମଚାରୀଙ୍କ ଦ୍ୱାରା ଖସାଇ ଦିଆଯାଇଥିଲା । ଅମୃତସରର ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଡ୍ରୋନ୍ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପରେ ବିଏସ୍ଏଫ୍ ଯବାନ ଗୁଳି ଚଳାଇଥିଲେ
Read More...

ଲିଭ୍‌-ଇନ୍‌ରେ ରହୁଥିବା ୩୨ ବର୍ଷୀୟା ମହିଳାଙ୍କୁ ୫୬ ବର୍ଷୀୟ ପୁରୁଷ ସାଥୀ ହତ୍ୟା କରି ମହିଳାଙ୍କ ଦେହକୁ ଖଣ୍ଡ ଖଣ୍ଡ…

ମୁମ୍ବାଇ : ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ମୁମ୍ବାଇରେ ମଧ୍ୟ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ମୁମ୍ବାଇର ମୀରା ରୋଡ ଅଞ୍ଚଳର ଆକାଶଗଙ୍ଗା ସୋସାଇଟିରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା
Read More...

୧୫୦ ଫୁଟ୍‌ ତଳେ ଫସି ରହିଛି କୁନି ଝିଅ ସୃଷ୍ଟି

ସେହୋର୍‌ : ମଧ୍ୟପ୍ରଦେଶର ସେହୋର୍‌ରେ ବୋରୱେଲରେ ଫସି ରହିଥିବା କୁନି ଝିଅ ସୃଷ୍ଟିଙ୍କୁ ଉଦ୍ଧାର କରିବା ପାଇଁ ତୃତୀୟ ଦିନରେ ଆଜି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନ୍‌ଡ଼ିଆର୍‌ଏଫ୍‌ ଏବଂ ଏସ୍‌ଡ଼ିଆର୍‌ଏଫ୍‌ର ଉଦ୍ୟମ ବିଫଳ ହେବା ପରେ ବୁଧବାର ଦିନ କେନ୍ଦ୍ରରୁ ସେନା କର୍ମଚାରୀଙ୍କୁ
Read More...

ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ : ଧାନର ଏମ୍‌ଏସ୍‌ପି ୭ ପ୍ରତିଶତକୁ ବୃଦ୍ଧି ନେଇ ଘୋଷଣା କଲେ କେନ୍ଦ୍ର ସରକାର । ଧାନର କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମ୍‌ଏସ୍‌ପି ୨,୧୮୮ ଟଙ୍କା । ସେହିପରି ମୁଗ ଓ ବିରିର ବି ବଢ଼ିଲା ସହାୟକ ମୂଲ୍ୟ । ମୁଗ ଏମ୍‌ଏସ୍‌ପି ୧୦.୪ ପ୍ରତିଶତ ବଢ଼ିଥିବା ବେଳେ କ୍ୱିଣ୍ଟାଲ ପିଛା ୮,୫୫୮କୁ
Read More...

କେନ୍ଦ୍ରୀୟ କ୍ଷେତ୍ର ଯୋଜନା, ‘କୋଇଲା ଓ ଲିଗ୍‌ନାଇଇଟ୍ ଅନ୍ୱେଷଣ ଯୋଜନା’କୁ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କରିଛି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ୨୯୮୦ କୋଟି ଟଙ୍କାର ଆନୁମାନିକ ବ୍ୟୟ ସହିତ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା, ‘କୋଇଲା ଏବଂ ଲିଗ୍‌ନାଇଇଟ୍ ଅନ୍ୱେଷଣ ଯୋଜନା’କୁ ୨୦୨୧-୨୨ରୁ ୨୦୨୫-୨୬
Read More...

ଲକ୍ଷ୍ନୌ କେସରବାଗ କୋର୍ଟ କମ୍ପ୍ଲେକ୍ସରେ ଗ୍ୟାଙ୍ଗଷ୍ଟର ସଞ୍ଜୀବ ମହେଶ୍ୱରୀ ଜୀଭାଙ୍କୁ ହତ୍ୟା

ଲକ୍ଷ୍ନୌ : କେସରବାଗ କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟର ସଞ୍ଜୀବ ମହେଶ୍ୱରୀ ଜୀଭାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆକ୍ରମଣକାରୀ ଜଣେ ଓକିଲଙ୍କ ପୋଷାକରେ ରହି ଗୁଳି କରିଥିବା ଜଣାପଡ଼ିଛି । ସଞ୍ଜୀବ ମହେଶ୍ୱରୀ ମୁଖାର୍ ଅନସାରୀଙ୍କ ନିକଟତମ ଥିଲେ । ବିଜେପି ନେତା ବ୍ରହ୍ମଦତ୍ତ ଦ୍ୱିବେଦୀଙ୍କ
Read More...

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)ର ଚଳିତ ବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଚେନ୍ନାଇ ସୁପର କିଙ୍ଗସ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)ର ଚଳିତ ବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଚେନ୍ନାଇ ସୁପର କିଙ୍ଗସ (ସିଏସକେ) । ପ୍ରତିପକ୍ଷ ଗୁଜୁରାଟ ଟାଇଟନ୍ସକୁ ଡକ ୱର୍ଥ ଲୁଇସ୍ (ଡିଏଲଏସ) ନିୟମ ଅନୁସାରେ ୫ ୱିକେଟ୍‌ରେ ହରାଇ ପୁଣି ଥରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ
Read More...

ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଆଜି ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୯ ମାପ କରାଯାଇଥିଲା ।
Read More...