Browsing Category
ଦେଶ ବିଦେଶ
ଦେଶବ୍ୟାପୀ ଆରମ୍ଭ ହେବ ମେରୀ ମାଟି ମେରା ଦେଶ ଅଭିଯାନ
ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଗାଁରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବଗ୍ରାମ ପଞ୍ଚାୟତରେ ସ୍ମାରକୀ ଫଳକ ସ୍ଥାପନ କରାଯିବଅମୃତ ବାଟିକା ସୃଷ୍ଟି ପାଇଁ ଅମୃତ କଳଶ ଯାତ୍ରା ସକାଶେ ଦେଶର କୋଣ ଅନୁକୋଣରୁ!-->…
Read More...
Read More...
ଜିସାଟ୍-୨୪ ସଫଳତାର ସହ କାର୍ଯ୍ୟକ୍ଷମ ହେବା ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ପଦକ୍ଷେପ : ସୂଚନା ଓ ପ୍ରସାରଣ ସଚିବ…
• ଚାହିଦା ଆଧାରିତ ଅଭିଯାନ ବର୍ଗରେ ଭାରତର ସଫଳ ପ୍ରବେଶକୁ ଆରମ୍ଭ କରିଛି ଜିସାଟ୍ -୨୪: ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ• ଏନଏସଆଇଏଲ ମହାକାଶ କ୍ଷେତ୍ରରେ ସଂସ୍କାର ପରେ ପ୍ରଥମ ଚାହିଦା ପରିଚାଳିତ ଯୋଗାଯୋଗ ଉପଗ୍ରହ ଅଭିଯାନ ଜିସାଟ୍-୨୪• ଜିସାଟ୍-୨୪କୁ କାର୍ଯ୍ୟକ୍ଷମ କରିବା ଲାଗି ନ୍ୟୁସ୍ପେସ୍!-->…
Read More...
Read More...
ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ – କପଡା ଏବଂ ଶିଳ୍ପର ଏକ ଭଣ୍ଡାର ପୋର୍ଟାଲର ଶୁଭାରମ୍ଭ କରିଛନ୍ତି“ଦେଶରେ ଏକ ନୂତନ ସ୍ବଦେଶୀ ବସ୍ତ୍ର ବିପ୍ଳବ ଆରମ୍ଭ ହୋଇଛି”“ଭୋକାଲ ଫର୍ ଲୋକାଲର ଉତ୍ସାହ ସହିତ ସ୍ଥାନୀୟ ନାଗରିକମାନେ ସହୃଦୟତାର ସହ ସ୍ୱଦେଶୀ ଦ୍ରବ୍ୟ କିଣୁଛନ୍ତି ଏବଂ ଏହା ଏକ ଜନ!-->…
Read More...
Read More...
ପରିଚାଳନାରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସିପିଏସ୍ଇ ଦ୍ୱାରା ବଡ଼ ଧରଣର ବିବିଧକରଣକୁ ପ୍ରୋତ୍ସାହିତ କରୁଛି କୋଇଲା…
ଏନଏଲ୍ସିଆଇଏଲ ଦୁଇଟି ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରିବଘାଟମପୁର ତାପଜ ବିଦ୍ୟୁତ୍ କେନ୍ଦ୍ର ଉତ୍ତରପ୍ରଦେଶକୁ ୧୪୭୮.୨୮ ମେଗାୱାଟ ଏବଂ ଆସାମକୁ ୪୯୨.୭୨ ମେଗାୱାଟ ବିଜୁଳି ଯୋଗାଇବ ବୋଲି ଆଶା କରାଯାଉଛିଏନଏଲସିଆଇଏଲ୍ର ଓଡିଶା ସ୍ଥିତ ତଲାବିରା ପ୍ଲାଣ୍ଟ ତାମିଲନାଡୁକୁ ୧୪୫୦ ମେଗାୱାଟ,!-->…
Read More...
Read More...
ସମଗ୍ର ଦେଶର ୫୦୮ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ
“ନୂତନ ଶକ୍ତି, ପ୍ରେରଣା ଏବଂ ସଂକଳ୍ପକୁ ଦୃଷ୍ଟିରେ ରଖି ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି”“ଆଜି ସମଗ୍ର ବିଶ୍ୱର ନଜର ଭାରତ ଉପରେ ରହିଛି । ଭାରତ ପ୍ରତି ବିଶ୍ୱର ମନୋଭାବ ବଦଳିଛି”“ଏତେ ସଂଖ୍ୟକ ଷ୍ଟେସନର ଆଧୁନିକୀକରଣ ଦେଶରେ ବିକାଶ ପାଇଁ ଏକ ନୂତନ ବାତାବରଣ ସୃଷ୍ଟି କରିବ”“ଏହି ଅମୃତ ରେଳ!-->…
Read More...
Read More...
ଏନକାଉଣ୍ଟରେ ଆତଙ୍କବାଦୀ ନିହତ
ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀର ରଜୌରୀ ଜିଲ୍ଲାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି । ଏହି ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଗତକାଲି ଆତଙ୍କୀ ଗୁଳିରେ ୩ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।
Read More...
Read More...
କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ଏକ ବୈଠକରେ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ…
ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପ୍ରଶମନ ଦିଗରେ ରାଜ୍ୟର ପଦକ୍ଷେପକୁ ଗୃହମନ୍ତ୍ରୀ ସ୍ୱାଗତ କରିଛନ୍ତି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତକୁ ବିପର୍ଯ୍ୟୟକୁ ପ୍ରତିରୋଧୀ କରିବାର ଦୃଷ୍ଟିକୋଣ ଅନୁରୂପ ଅଟେଓଡିଶାକୁ ବିପର୍ଯ୍ୟୟ ସହନଶୀଳ କରିବା ପାଇଁ କେନ୍ଦ୍ର!-->…
Read More...
Read More...
କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ଠାରେ ଆଜି ୭୬୧ କୋଟି ଟଙ୍କା ବ୍ୟୟରେ ନିର୍ମିତ…
୪ ଲେନ୍ ବିଶିଷ୍ଟ ପ୍ରଶସ୍ତିକରଣ କାର୍ଯ୍ୟକୁ ଲୋକାର୍ପଣ କରିବା ସହିତ ୩୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମୋଟେର-ବାନେର ଭାୟା ଲଡ଼ୁଗାଁ ସଡ଼କର ଉନ୍ନତିକରଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ୨୦୧୯ ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଐତିହାସିକ ନିଷ୍ପତ୍ତି!-->…
Read More...
Read More...
ଅଗଷ୍ଟ ୬ତାରିଖରେ ଏକ ଐତିହାସିକ ପଦକ୍ଷେପ ଭାବରେ ସମଗ୍ର ଦେଶରେ ୫୦୮ ରେଳ ଷ୍ଟେସନର ପୁନଃର୍ନିମାଣ ପାଇଁ ଭିତ୍ତି ପ୍ରସ୍ତର…
୨୪,୪୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟରେ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ଏହି ପୁନଃ ର୍ନିମାଣ କରାଯିବ"ସିଟି ସେଣ୍ଟର” ଭାବରେ ଷ୍ଟେସନର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛିସହରର ସାମଗ୍ରିକ ବିକାଶ ଦୃଷ୍ଟିକୋଣ ଅନୁସାରେ ରେଳ ଷ୍ଟେସନର ପୁନଃ ର୍ନିମାଣ ହେବଷ୍ଟେସନ୍ ସୌଧର!-->…
Read More...
Read More...
ଚଳିତ ଋତୁରେ ଫସଲ ଅବଶିଷ୍ଟାଂଶ ପୋଡ଼ି ପରିମାଣକୁ ଶୂନ୍ୟ କରିବା ଦିଗରେ କାର୍ଯ୍ୟ କରିବା ନିମନ୍ତେ କେନ୍ଦ୍ର ଲକ୍ଷ୍ୟ ରଖିଛି…
ଫସଲର ଅବଶିଷ୍ଟାଂଶ ପୋଡ଼ିବା ଦ୍ୱାରା ବାୟୁ ପ୍ରଦୂଷଣ ବ୍ୟତୀତ ମୃତ୍ତିକାର ସ୍ୱାସ୍ଥ୍ୟ ଓ ଉର୍ବରତା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ସଙ୍ଗେ ସଙ୍ଗେ ଚାଷ ଜମି ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପଡ଼ିଥାଏ : ଶ୍ରୀ ତୋମାରଫସଲର ଅବଶିଷ୍ଟାଂଶ ଜାଳିବାର ପରିଚାଳନା ପ୍ରସଙ୍ଗରେ ଆନ୍ତଃମନ୍ତ୍ରଣାଳୟ ବୈଠକ!-->…
Read More...
Read More...