Browsing Category

ଦେଶ ବିଦେଶ

କେବୁଲ ଟେଲିଭିଜନ ନେଟ ୱାର୍କ ଆଇନ ୧୯୯୪ରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ସଂଶୋଧନ

• ଏମ୍‌ଏସ୍‌ଓ ରେଜିଷ୍ଟ୍ରେସନ ବା ନବୀକରଣର ମିଆଦ ୧୦ବର୍ଷ ପାଇଁ ହେବ; ପରିବର୍ଦ୍ଧିତ ଇଣ୍ଟରନେଟ ଆକ୍‌ସେସ ପାଇଁ ଇନ୍‌ଫ୍ରାଷ୍ଟକଚର ସେୟାରିଂ ବ୍ୟବସ୍ଥା• ଏମ୍‌ଏସ୍‌ଓମାନଙ୍କ ପାଇଁ ସେବା ଅବ୍ୟାହତ ରଖିବାକୁ ଠିକ୍ ସମୟରେ ନବୀକରଣ କରିବାକୁ ପଡିବ ଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ
Read More...

ସେପ୍ଟେମ୍ବର ୩୦ ରେ ଆକାଂକ୍ଷୀ ବ୍ଲକଗୁଡିକ ପାଇଁ ‘ସଂକଳ୍ପ ସପ୍ତାହ’ ନାମକ ଏକ ଅନନ୍ୟ ସପ୍ତାହବ୍ୟାପୀ…

ଦେଶର ୩୨୯ ଟି ଜିଲ୍ଲାର ସମସ୍ତ ୫୦୦ ଆକାଂକ୍ଷୀ ବ୍ଲକରେ 'ସଂକଳ୍ପ ସପ୍ତାହ' ପାଳନ କରାଯିବ'ସଂକଳ୍ପ ସପ୍ତାହ'ରେ ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ବିକାଶ ବିଷୟବସ୍ତୁକୁ ସମର୍ପିତ କରାଯାଇଛି ଯାହା ଉପରେ ସମସ୍ତ ଆକାଂକ୍ଷୀ ବ୍ଲକକାର୍ଯ୍ୟ କରିବେ ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ
Read More...

ନିର୍ମାଣ କ୍ଷେତ୍ରରେ ପ୍ରଦୂଷଣମୁକ୍ତ ପଦକ୍ଷେପ

୨୦୭୦ ସୁଦ୍ଧା ଦେଶକୁ ଅଙ୍ଗାର ନିର୍ଗମନରୁ ମୁକ୍ତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ନିର୍ମାଣ କ୍ଷେତ୍ରରେ ମଧ୍ୟ ସବୁଜ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନୀତିନ ଗଡ଼କରୀସ୍ୱଚ୍ଛତା ହିଁ ସେବା ଅଭିଯାନରେ ଜାତୀୟ ରାଜପଥ ଓ ଏହାର ପାଶ୍ୱର୍ବର୍ତ୍ତୀ ଢାବା, ଟୋଲ୍ ପ୍ଲାଜା
Read More...

“ଏକାଠି ଏକ ତାରିଖ ଏକ ଘଣ୍ଟା” ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ

ଅକ୍ଟୋବର ୧, ୨୦୨୩ ସକାଳ ୧୦ଟାରେ ସ୍ୱଚ୍ଛତା ପାଇଁ ୧ ଘଣ୍ଟା ଶ୍ରମଦାନ କରିବା ଲାଗି ନାଗରିକଙ୍କୁ ଜାତୀୟ ଆହ୍ୱାନ ଦିଲ୍ଲୀ, (ପିଆଇବି) : ୯ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ସ୍ୱଚ୍ଛତା ପାଇଁ ଆହ୍ୱାନ ଦେଇଥିଲେ । ସ୍ୱଚ୍ଛ ଭାରତର ବାର୍ତ୍ତା ନେଇ ସବୁ ବର୍ଗର
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍”

ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି : ପ୍ରଧାନମନ୍ତ୍ରୀ ଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ର ଆଉ ଏକ ଅଧ୍ୟାୟରେ ଦେଶର ସଫଳତା, ଦେଶବାସୀଙ୍କ ସଫଳତା, ସେମାନଙ୍କ ପ୍ରେରଣାଦାୟୀ
Read More...

ପ୍ରମୁଖ ସ୍ୱଚ୍ଛତା ମାଇଲଖୁଣ୍ଟ ହାସଲ କଲା ଭାରତ : ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଅଧୀନରେ ଦେଶର ୭୫% ଗାଁକୁ ଓଡିଏଫ…

• ୨୦୨୫ ସୁଦ୍ଧା ଏସବିଏମ୍-ଜି ଦ୍ୱିତୀୟ ପର୍ଯ୍ୟାୟ ଲକ୍ଷ୍ୟ ହାସଲ ଦିଗରେ ୪.୪ ଲକ୍ଷରୁ ଅଧିକ ଗାଁ ନିଜକୁ ଓଡିଏଫ୍ ପ୍ଲସ୍ ଘୋଷଣା କରିଛନ୍ତି: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ• ସ୍ୱଚ୍ଛତା ହିଁ ସେବା ଅଭିଯାନରେ ୫ କୋଟି ଲୋକ ଅଂଶଗ୍ରହଣ କରିଥିବା ବେଳେ ୨.୦୫ କୋଟିରୁ ଅଧିକ
Read More...

ଉତ୍ତରପ୍ରଦେଶର ବାରଣାସୀରେ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଏହି ଅବସରରେ ଅନେକ ମହାନ କ୍ରିକେଟ୍ ଖେଳାଳି ଯୋଗ ଦେଇଥିଲେ"ଶିବ ଶକ୍ତିର ଗୋଟିଏ ସ୍ଥାନ ଚନ୍ଦ୍ରରେ ଥିବା ବେଳେ ଅନ୍ୟଟି କାଶୀରେ ଅଛି"‘‘କାଶୀରେ ଆନ୍ତର୍ଜାତୀୟ ଷ୍ଟାଡିୟମର ଡିଜାଇନ ଭଗବାନ ମହାଦେବଙ୍କୁ ସମର୍ପିତ’’‘‘କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ହେଲେ ଏହା କେବଳ ଯୁବ କ୍ରୀଡ଼ା ପ୍ରତିଭାଙ୍କୁ
Read More...

ଦେଶରେ ଏକକାଳୀନ ନିର୍ବାଚନ ଆୟୋଜନ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ

ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ୨୦୨୩ ସେପ୍ଟେମ୍ବର ୨ ତାରିଖର ବିଜ୍ଞପ୍ତି ମାଧ୍ୟମରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ
Read More...

ନୂଆଦିଲ୍ଲୀ ଠାରେ ‘ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀ ୨୦୨୩’କୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

‘‘ବର୍ଷ ବର୍ଷ ଧରି ନ୍ୟାୟପାଳିକା ଓ ବାର୍ ଭାରତର ନ୍ୟାୟିକ ବ୍ୟବସ୍ଥାର ରକ୍ଷକ ହୋଇ ଆସିଛନ୍ତି’’‘‘ଆଇନ ବୃତ୍ତିର ଅଭିଜ୍ଞତା ସ୍ୱାଧୀନ ଭାରତର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କାମ କରିଛି ଏବଂ ଆଜିର ନିରପେକ୍ଷ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ଭାରତ ପ୍ରତି ବିଶ୍ୱର ବିଶ୍ୱାସକୁ ସୁଦୃଢ଼ କରିବାରେ
Read More...

ସେପ୍ଟେମ୍ବର ୨୪ରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଏହି ୯ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ୧୧ ରାଜ୍ୟରେ ଗମନାଗମନ ସୁବିଧା ପ୍ରଦାନ କରିବପୁରୀ, ମଦୁରାଇ ଓ ତିରୁପତି ଭଳି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳକୁ ମିଳିବ ବନ୍ଦେ ଭାରତ ସଂଯୋଗଏହି ଟ୍ରେନ୍ ଗୁଡ଼ିକ ସେମାନଙ୍କ ଚଳାଚଳ ମାର୍ଗରେ ଦ୍ରୁତତମ ହେବ ଏବଂ ଯାତ୍ରୀ ମାନଙ୍କର ଯଥେଷ୍ଟ ସମୟ ସଞ୍ଚୟ
Read More...