Browsing Category
ଦେଶ ବିଦେଶ
ମହାରାଷ୍ଟ୍ରର ମୁମ୍ବାଇରେ ୨୯,୪୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ…
ଗୋରେଗାଓଁ ମୁଲୁଣ୍ଡ ଲିଙ୍କ୍ ରୋଡ୍ ପ୍ରକଳ୍ପରେ ଠାଣେ ବୋରିୱଲି ଟ୍ୱିନ୍ ଟନେଲ ପ୍ରକଳ୍ପ ଏବଂ ଟନେଲ କାର୍ଯ୍ୟର ଶିଳାନ୍ୟାସନଭି ମୁମ୍ବାଇରେ କଲ୍ୟାଣ ୟାର୍ଡ ରିମଡେଲିଂ ଏବଂ ଗତି ଶକ୍ତି ମଲ୍ଟିମୋଡାଲ କାର୍ଗୋ ଟର୍ମିନାଲର ଶିଳାନ୍ୟାସଲୋକମାନ୍ୟ ତିଲକ ଟର୍ମିନସରେ ନୂତନ ପ୍ଲାଟଫର୍ମ ଏବଂ ଛତ୍ରପତି!-->…
Read More...
Read More...
ନଭେମ୍ବର ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଗୋଆରେ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜନ କରିବ ଭାରତ
ଇନ୍ପୁଟ୍ ଭାବରେ ୱେଭ୍ସ ଏବଂ ଆଉଟ୍ପୁଟ୍ ଭାବରେ ଆଇଏଫ୍ଏଫ୍ଆଇ ଭାରତରେ ସୃଜନଶୀଳତା ଏବଂ ପ୍ରତିଭାର ଏକ ପ୍ରମୁଖ କେନ୍ଦ୍ର ପ୍ରତିଷ୍ଠା କରିବ : ଶ୍ରୀ ବୈଷ୍ଣବ
ନୂଆଦିଲ୍ଲୀ, (ପିଆଇବି) : ରୋଜଗାର ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଉଚ୍ଚ ଗୁଣବତ୍ତା ବିଷୟବସ୍ତୁକୁ ପ୍ରୋତ୍ସାହିତ!-->!-->!-->…
Read More...
Read More...
ସମ୍ବିଧାନ ହତ୍ୟା ଦିବସ ସେହି ଦିନକୁ ମନେ ପକାଇଦେବ ଯେତେବେଳେ ଭାରତର ସମ୍ବିଧାନକୁ ଦମନ କରି ଦିଆଯାଇଥିଲା :…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଜୁନ୍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରିବା ଭାରତୀୟ ସମ୍ବିଧାନକୁ ଦମନ କରାଯାଇଥିବା ସମୟକୁ ସ୍ମରଣ କରାଇବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଏକ୍ସ ଉପରେ ଏକ ପୋଷ୍ଟକୁ!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିମ୍ସଟେକ୍ ବିଦେଶ ମନ୍ତ୍ରୀଗଣ
ବିଭିନ୍ନ କ୍ଷେତ୍ରରେ ଆଞ୍ଚଳିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାବିମ୍ସଟେକ୍ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀଆଗାମୀ ବିମ୍ସଟେକ୍ ଶିଖର ସମ୍ମିଳନୀ ପାଇଁ ଥାଇଲାଣ୍ଡକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,!-->!-->!-->…
Read More...
Read More...
ସହକାରୀ ସଚିବ ଭାବେ ଅବସ୍ଥାପିତ ୨୦୨୨ ବ୍ୟାଚ୍ର ଆଇଏଏସ୍ ଶିକ୍ଷାନବୀସଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ପରିପୂର୍ଣ୍ଣତା ଆଭିମୁଖ୍ୟ ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି; ଯାହା ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବା ସହିତ ଭେଦଭାବକୁ ରୋକିଥାଏସେବା ଯୋଗାଣରେ ଆପଣମାନେ ସ୍ପିଡ୍ ବ୍ରେକର ହେବେ ନା ସୁପରଫାଷ୍ଟ ହାଇୱେ ହେବେ, ତାହା!-->…
Read More...
Read More...
ଅଗ୍ନିବୀର କ୍ଷତିପୂରଣ ଢାଞ୍ଚା ସମ୍ପର୍କରେ ବିସ୍ତୃତ ସୂଚନା ଦେଲେ ପୂର୍ବତନ ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦୌରିଆ
ବିସ୍ତୃତ ମାର୍ଗଦର୍ଶିକା କାରଣରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ପାଇଁ ସାଧାରଣତଃ ଦୁଇରୁ ତିନି ମାସ ଲାଗିଥାଏ : ଭଦୌରିଆକ୍ଷତିପୂରଣ ପ୍ରକ୍ରିୟା ସମ୍ପର୍କରେ ଅଗ୍ନିବୀର ଯବାନଙ୍କ ପରିବାର ଲୋକଙ୍କୁ ଅନ୍ଧାରରେ ରଖାଯାଇଥିବା ଅଭିଯୋଗକୁ ଭଦୌରିଆଙ୍କ ଖଣ୍ଡନସହିଦ ଅଗ୍ନିବୀର ଅଜୟ କୁମାରଙ୍କ!-->…
Read More...
Read More...
ନୋବେଲ୍ ବିଜେତା ମିଃ ଆଣ୍ଟୋନ ଜେଲିଙ୍ଗରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋବେଲ୍ ବିଜେତା ତଥା ଅଷ୍ଟ୍ରିଆର ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ମିଃ ଆଣ୍ଟୋନ ଜେଲିଙ୍ଗରଙ୍କୁ ସାକ୍ଷାତ କରିଛନ୍ତି । ଜେଲିଙ୍ଗର କ୍ୱାଣ୍ଟମ ମେକାନିକ୍ସ ଉପରେ ତାଙ୍କ କାର୍ଯ୍ୟ ପାଇଁ ପ୍ରସିଦ୍ଧ ଏବଂ ୨୦୨୨ରେ ପଦାର୍ଥ ବିଜ୍ଞାନ ପାଇଁ!-->…
Read More...
Read More...
ଅଷ୍ଟ୍ରୀୟ ଇଣ୍ଡୋଲୋଜିଷ୍ଟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୪ ଜଣ ଅଗ୍ରଣୀ ଅଷ୍ଟ୍ରୀୟ ଇଣ୍ଡୋଲୋଜିଷ୍ଟ (ଭାରତୀୟ ଭାଷା, ସାହିତ୍ୟ ଓ ସଂସ୍କୃତି ଗବେଷକ) ଏବଂ ଭାରତୀୟ ଇତିହାସ ଓ ବିଚାରଧାରାର ବିଦ୍ୱାନଙ୍କୁ ଭେଟିଛନ୍ତି । ସେ ବୌଦ୍ଧ ଦର୍ଶନର ପଣ୍ଡିତ ତଥା ଭାଷାବିତ୍ ଡକ୍ଟର ବିର୍ଗିତ କେଲନର;!-->…
Read More...
Read More...
ପରିବର୍ଦ୍ଧିତ ଭାରତ-ଅଷ୍ଟ୍ରିଆ ଭାଗିଦାରୀ ଉପରେ ମିଳିତ ବିବୃତ୍ତି
ନୂଆଦିଲ୍ଲୀ, (ପିଆଇବି) : ଚାନ୍ସେଲର କାର୍ଲ ନେହମାରଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜୁଲାଇ ୯ରୁ ୧୦ ତାରିଖ ମଧ୍ୟରେ ଅଷ୍ଟ୍ରିଆ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆର ରାଷ୍ଟ୍ରପତି ମହାମହିମ ଆଲେକଜାଣ୍ଡର ଭାନ ଡର ବେଲେନଙ୍କୁ ସାକ୍ଷାତ!-->…
Read More...
Read More...
ଅଷ୍ଟ୍ରିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏନା ଠାରେ ଅଷ୍ଟ୍ରିଆ ରାଷ୍ଟ୍ରପତି ମହାମହିମ ମି. ଆଲେକ୍ଜାଣ୍ଡାର ଭନ୍ ଡର୍ ବେଲେନ୍ଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଭନ୍ ଡର୍ ବେଲେନ୍ ପ୍ରଧାନମନ୍ତ୍ରୀଙ୍କୁ ତୃତୀୟ ଥର ଐତିହାସିକ ଦାୟିତ୍ୱ ଗ୍ରହଣ ପାଇଁ ଶୁଭେଚ୍ଛା!-->…
Read More...
Read More...