Browsing Category

ଦେଶ ବିଦେଶ

ଗୁଜରାଟର ଚାନ୍ଦିପୁରା ପ୍ରକୋପ ସମ୍ପର୍କରେ ଅପଡେଟ୍

ଗୁଜୁରାଟରୁ ୧୪୦ ଜଣଙ୍କୁ ମିଶାଇ ୧୪୮ଟି ଏଇଏସ୍ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୫୯ ଜଣଙ୍କ ମୃତ୍ୟୁ ଘଟିଛି । ଚାନ୍ଦିପୁରା ଭାଇରସରେ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି୧୯ ଜୁଲାଇ ୨୦୨୪ ପରଠାରୁ ଦୈନିକ ଏଇଏସ୍‌ର ନୂତନ ମାମଲା ଚିହ୍ନଟ ହ୍ରାସ ପାଇବାରେ ଲାଗିଛିଜନସ୍ୱାସ୍ଥ୍ୟ ପଦକ୍ଷେପ
Read More...

କେରଳର ୱାୟନାଡରେ ଭୂସ୍ଖଳନ ଜନିତ ପରିସ୍ଥିତି ଉପରେ ସଂସଦର ଉଭୟ ଗୃହରେ ବିତର୍କରେ ଅଂଶଗ୍ରହଣ କରିଛନ୍ତି କେନ୍ଦ୍ର ଗୃହ…

ମୋଦୀ ସରକାର ଏହି ସଙ୍କଟ ସମୟରେ କେରଳବାସୀ ଓ କେରଳ ସରକାରଙ୍କ ସହ ଠିଆ ହୋଇଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ୱାୟନାଡରେ ଚାଲିଥିବା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ କ୍ରମାଗତ ଭାବେ ଅପଡେଟ୍ ନେଉଛନ୍ତି୨୦୧୪ ପୂର୍ବରୁ ବିପର୍ଯ୍ୟୟ ମୁକାବିଲା ପାଇଁ ଭାରତର ଏକ ଉଦ୍ଧାର -
Read More...

ଐତିହାସିକ ୪୬ତମ ବିଶ୍ୱ ଐତିହ୍ୟ କମିଟି ବୈଠକ ଆୟୋଜନ କଲା ଭାରତ

ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ଭାରତ ଅଗ୍ରଣୀ : ବିଶ୍ୱ ଐତିହ୍ୟ ସଂରକ୍ଷଣ ପାଇଁ ୟୁନେସ୍କୋକୁ ୧ ନିୟୁତ ଡଲାର ଅନୁଦାନଭାରତର ୪୩ତମ ସ୍ଥଳ ଭାବେ ମୈଦାମକୁ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ମାନ୍ୟତା ମିଳିଛି‘‘ବିରାସତ୍ ପର୍ ଗର୍ବ (ଐତିହ୍ୟକୁ ନେଇ ଗର୍ବ)’’: ଗତ ଦଶନ୍ଧିରେ ୧୩ଟି ବିଶ୍ୱ
Read More...

ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ‘ବିକଶିତ ଭାରତ ଅଭିମୁଖେ ଯାତ୍ରା : କେନ୍ଦ୍ର ବଜେଟ୍ ୨୦୨୪-୨୫…

ଆମ ସରକାର ଯେଭଳି ଦ୍ରୁତଗତିରେ ଭିତ୍ତିଭୂମି ନିର୍ମାଣ କରୁଛନ୍ତି ତାହା ଅଭୂତପୂର୍ବଆଜି ଆମେ ଆଲୋଚନା କରୁଛୁ- ବିକଶିତ ଭାରତ ଅଭିମୁଖେ ଯାତ୍ରା । ଏହା କେବଳ ଭାବନାର ପରିବର୍ତ୍ତନ ନୁହେଁ, ଏହା ଆତ୍ମବିଶ୍ୱାସର ପରିବର୍ତ୍ତନକୁ ପ୍ରତିଫଳିତ କରେଭାରତର ଅଭିବୃଦ୍ଧି ଓ ସ୍ଥିରତା ଏହି ଅନିଶ୍ଚିତ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣଙ୍କୁ ସ୍ୱାଗତ, ଅଭିନନ୍ଦନ । ଏବେ ସମଗ୍ର ବିଶ୍ୱରେ ପ୍ୟାରିସ୍ ଅଲମ୍ପିକ୍ସ ଚର୍ଚ୍ଚାରେ ରହିଛି । ଅଲମ୍ପିକ୍ସ ଆମ ଖେଳାଳିମାନଙ୍କୁ ବିଶ୍ୱସ୍ତରରେ ତ୍ରିରଙ୍ଗା ଉଡ଼ାଇବାର ସୁଯୋଗ ଦେଇଥାଏ, ଦେଶ ପାଇଁ କିଛି କରିବାର ସୁଯୋଗ
Read More...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ପ୍ରୟାସ ବିକଶିତ ଭାରତ - ୨୦୪୭ ସ୍ୱପ୍ନକୁ ସାକାର କରିବ : ପ୍ରଧାନମନ୍ତ୍ରୀବିକଶିତ ରାଜ୍ୟମାନଙ୍କ ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ; ପ୍ରତ୍ୟେକ ରାଜ୍ୟ ଏବଂ ଜିଲ୍ଲା ୨୦୪୭ ପାଇଁ ଏକ ସଂକଳ୍ପ ଧାର୍ଯ୍ୟ କରିବା ଉଚିତ ଯାହା ଦ୍ୱାରା ବିକଶିତ
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ଦୁଇ ବର୍ଷ ପୂରିଲା

କାର୍ଯ୍ୟକାଳର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଜଣେ ବିଦ୍ୟାଳୟ ଶିକ୍ଷକ ଭୂମିକା ଗ୍ରହଣ କଲେ ରାଷ୍ଟ୍ରପତିରାଷ୍ଟ୍ରପତି ଭବନରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ନିଜ କାର୍ଯ୍ୟକାଳର ଦୁଇ
Read More...

‘ଦରବାର ହଲ୍’ ଓ ‘ଅଶୋକ ହଲ୍’ ଯଥାକ୍ରମେ ‘ଗଣତନ୍ତ୍ର ମଣ୍ଡପ’ ଓ ‘ଅଶୋକ…

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଭବନ, ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ବାସଭବନ, ରାଷ୍ଟ୍ରର ପ୍ରତୀକ ଏବଂ ଲୋକମାନଙ୍କର ଅମୂଲ୍ୟ ଐତିହ୍ୟ । ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ରାଷ୍ଟ୍ରପତି ଭବନର ପରିବେଶକୁ ଭାରତୀୟ ସାଂସ୍କୃତିକ
Read More...

ଆଇଆଇଏମ୍‌ସି, ଆଇଜୋଲ ଠାରେ ଭାରତର ୫୦୦ତମ କମ୍ୟୁନିଟି ରେଡିଓ ଷ୍ଟେସନ- ଅପ୍‌ନା ରେଡିଓ ୯୦.୦ ଏଫ୍‌ଏମ୍‌କୁ ଉଦ୍‌ଘାଟନ କଲେ…

ଦଶମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କଲେ ଶ୍ରୀ ବୈଷ୍ଣବଆଇଆଇଏମ୍‌ସିର ଅପ୍‌ନା ରେଡିଓ ଷ୍ଟେସନ, ଭାରତର ଆକ୍ଟ ଇଷ୍ଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ : ଶ୍ରୀ ବୈଷ୍ଣବ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Read More...

ରେଳ ବଜେଟ୍ ସମ୍ପର୍କରେ ସୂଚନା ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାରେ ରେଳ ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ବ୍ୟୟବରାଦ୨୦୦୯ରୁ ୧୪ ତୁଳନାରେ ସାଢ଼େ ୧୨ଗୁଣ ରେଳ ଅନୁଦାନ ମିଳିଛିଓଡ଼ିଶାରେ ଗତ ଦଶ ବର୍ଷ ମଧ୍ୟରେ ତିନିଗୁଣ ଅଧିକ ବେଗରେ ନୂଆ ରେଳ ଲାଇନ୍ ନିର୍ମାଣ ହୋଇଛିପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ରେଳ ବିକାଶ ପ୍ରତି ବିଶେଷ ଗୁରୁତ୍ୱାରୋପ
Read More...