Browsing Category
ଦେଶ ବିଦେଶ
କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ୬୨୦୦୦ କୋଟି ଟଙ୍କାରୁ ଅଧିକ ଯୁବ-କୈନ୍ଦ୍ରିକ ପଦକ୍ଷେପର…
ଭାରତ ଜ୍ଞାନ ଏବଂ ଦକ୍ଷତାର ଦେଶ; ଏହି ବୌଦ୍ଧିକ ଶକ୍ତି ଆମର ସର୍ବଶ୍ରେଷ୍ଠ ଶକ୍ତି: ପ୍ରଧାନମନ୍ତ୍ରୀଆଇଟିଆଇଗୁଡ଼ିକ କେବଳ ଶିଳ୍ପ ଶିକ୍ଷାର ପ୍ରମୁଖ ପ୍ରତିଷ୍ଠାନ ନୁହେଁ, ବରଂ ଏକ ଆତ୍ମନିର୍ଭରଶୀଳ ଭାରତର କର୍ମଶାଳା ମଧ୍ୟ : ପ୍ରଧାନମନ୍ତ୍ରୀପିଏମ୍-ସେତୁ ଯୋଜନା ଭାରତର ଯୁବପିଢ଼ିଙ୍କୁ!-->…
Read More...
Read More...
୭-୧୫ ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
• ପ୍ରାୟ ୬ କୋଟି ପିଲାଙ୍କୁ ମିଳିବ ଲାଭ; ଏହି ଶୁଳ୍କ ଛାଡ଼ ୧ ଅକ୍ଟୋବର ୨୦୨୫ରୁ କାର୍ଯ୍ୟକାରୀ; ଗୋଟିଏ ବର୍ଷ ପାଇଁ ରହିବ ବଳବତ୍ତର• ପିଲାମାନଙ୍କୁଶିକ୍ଷା, ଛାତ୍ରବୃତ୍ତି ଏବଂ ଡିବିଟିଯୋଜନାର ଲାଭଦେବା ପାଇଁ ଆଧାରରେ ହେବ ମାଗଣା ବାୟୋମେଟ୍ରିକ୍ ସଂଶୋଧନ
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ!-->!-->!-->…
Read More...
Read More...
୬ ବର୍ଷରେ ପ୍ରାୟ ୧୭ କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
• ୨୦୨୩-୨୪ରେ ଦେଶରେ ନିଯୁକ୍ତି ୬୪.୩୩ କୁ ବୃଦ୍ଧି; ବେକାରୀ ହାର ୩.୨ ପ୍ରତିଶତକୁ ହ୍ରାସ• ଗତ ସାତ ବର୍ଷରେ ୧.୫୬ କୋଟି ମହିଳାଙ୍କୁ ମିଳିଛି ଆନୁଷ୍ଠାନିକ ନିଯୁକ୍ତି
ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ଆର୍ଥିକ ମଞ୍ଚର ଭବିଷ୍ୟତ ନିଯୁକ୍ତି ରିପୋର୍ଟ ୨୦୨୫ ମୁତାବକ ଭାରତ ଏପରି ଦେଶମାନଙ୍କ!-->!-->!-->…
Read More...
Read More...
କୃଷି ଛାତ୍ରଛାତ୍ରୀଙ୍କ ପ୍ରମୁଖ ସମସ୍ୟାର ସମାଧାନ କଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ
"କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ନାତକ ପଦବୀର ୨୦% ଆଇସିଏଆରର ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ପୂରଣ କରାଯିବ" - ଶିବରାଜ ସିଂହ'ଏକ ଦେଶ – ଏକ କୃଷି - ଏକ ଦଳ' ଭାବନା ଅନୁଯାୟୀ, ଯୋଗ୍ୟତା ମାନଦଣ୍ଡ ଏବଂ ବିଷୟକୁ ଛାତ୍ରଛାତ୍ରୀଙ୍କ ପାଇଁ ସମାନ କରାଯାଇଛି"ବାୟୋଲୋଜି,!-->…
Read More...
Read More...
ବିକଶିତ ଭାରତ ବିଲ୍ଡାଥନ୍ ୨୦୨୫ରେ ଅଂଶଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଆହ୍ୱାନ
ନୂଆଦିଲ୍ଲୀ, (ପିଆଇବି) : ଅଟଳ ନବସୃଜନ ମିଶନ ଏବଂ ନୀତି ଆୟୋଗଙ୍କ ସହଯୋଗରେ ଶିକ୍ଷା ମନ୍ତ୍ରଣାଳୟ ବିକଶିତ ଭାରତ ବିଲ୍ଡାଥନ୍ ୨୦୨୫ ଆରମ୍ଭ କରିଛନ୍ତି, ଯାହାକି ୬ ରୁ ୧୨ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଦେଶବ୍ୟାପୀ ନବସୃଜନ ଅଭିଯାନ । ଏହି ଅଭିଯାନ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ!-->…
Read More...
Read More...
ରାଜ୍ୟସ୍ତରୀୟ ନୂତନ ଅପରାଧିକ ଆଇନ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି ଅମିତ ଶାହ
ହରିୟାଣା ସରକାରଙ୍କର ପ୍ରାୟ ୯୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଶୁଭାରମ୍ଭ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀଆମ ସରକାର ହରିୟାଣାର ବିକାଶରେ କୌଣସି ପ୍ରୟାସ ଛାଡ଼ିନାହାନ୍ତି, ଏବଂ ପ୍ରଥମ ଥର ପାଇଁ ହରିୟାଣା ସରକାର ପ୍ରତ୍ୟେକ ଜିଲ୍ଲା ଏବଂ!-->…
Read More...
Read More...
ଝାରସୁଗୁଡ଼ାରେ “କନଭେସନ ଅନ୍ ଜିଏସଟି ରିଫର୍ମ – ୨୦୨୫”ରେ କେନ୍ଦ୍ରମନ୍ତ୍ରୀ : ଜିଏସଟି ସଂସ୍କାର ୨.୦ ଦ୍ୱାରା…
• ପ୍ରେଜେଣ୍ଟେସନ ମାଧ୍ୟମରେ ଟିକସ ପ୍ରକ୍ରିୟା ସରଳୀକରଣ ଦ୍ୱାରା ମୋଦୀ ସରକାରରେ ଆସିଥିବା ଅଭୁତପୂର୍ବ ପରିବର୍ତ୍ତନ ଉପରେ କହିଲେ• ଜିଏସଟି ସଂସ୍କାର ୨.୦ ଦ୍ୱାରା ଲୋକଙ୍କର ଖର୍ଚ୍ଚ କମୁଛି ଓ ସଞ୍ଚୟ ବଢୁଛି• ମୋଦୀ ସରକାରରେ ଭାରତର ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ହୋଇଛି•!-->…
Read More...
Read More...
ନିରାପଦ ଭାରତ, ସୁରକ୍ଷିତ ମହିଳା : ମୋଦୀ ସରକାରଙ୍କ ସମୟରେ ହିଂସାତ୍ମକ ଅପରାଧ ହ୍ରାସ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଭାରତରେ ହିଂସାତ୍ମକ ଅପରାଧ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ମୁତାବକ, ୨୦୦୪ ରୁ ୨୦୧୪ ମଧ୍ୟରେ ହତ୍ୟା, ବଳାତ୍କାର, ଯୌତୁକ ମୃତ୍ୟୁ ଏବଂ ଦଙ୍ଗା ବୃଦ୍ଧି ପାଇଥିଲା, କିନ୍ତୁ ୨୦୧୪!-->…
Read More...
Read More...
ଶବର ଦୁଗ୍ଧ କାରଖାନାର ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, ସମବାୟର ଏକ ଦୃଢ଼ ମୂଳଦୁଆ ସ୍ଥାପିତ ହେଉଛି ଏବଂ ୨୦୨୯ ସୁଦ୍ଧା ଦେଶର ପ୍ରତ୍ୟେକ ପଞ୍ଚାୟତରେ ଏକ ସମବାୟ ସମାଜ ରହିବଶବର ଡାଏରୀ ହରିୟାଣାର ଦୁଗ୍ଧ ଉତ୍ପାଦନକାରୀ କୃଷକମାନଙ୍କ କଲ୍ୟାଣ ପାଇଁ ୩୫୦ କୋଟି ଟଙ୍କା ବ୍ୟୟରେ ଦହି, କ୍ଷୀର ଏବଂ ମିଠା ଉତ୍ପାଦନ ପାଇଁ!-->…
Read More...
Read More...
ଜିଏସଟି ହ୍ରାସ ଯୋଗୁ ଗତ ୧୦ ବର୍ଷ ମଧ୍ୟରେ ନବରାତ୍ରୀରେ ସର୍ବାଧିକ ବିକ୍ରି ରେକର୍ଡ
ନୂଆଦିଲ୍ଲୀ, (ପିଆଇବି) : କିଛି ଦିନ ପୂର୍ବରୁ ମୋଦୀ ସରକାର ଜିଏସଟି ଟିକସ ଦର ହ୍ରାସ କରିବା ସହ ବିଭିନ୍ନ ଉତ୍ପାଦକୁ ସୁଲଭ କରିଥିବା କାରଣରୁ ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଉପଭୋକ୍ତା ଅର୍ଥବ୍ୟବସ୍ଥାରେ ସର୍ବାଧିକ ବିକ୍ରିର ରେକର୍ଡ ପ୍ରତିଷ୍ଠା ହୋଇଛି । ଏହି ପଦକ୍ଷେପ କେବଳ ଦରଦାମ ହ୍ରାସ!-->…
Read More...
Read More...