Browsing Category
ଦେଶ ବିଦେଶ
ନିଜ ବାସଭନରେ ଜନ୍ମିତ ବାଛୁରୀର ନାମ ‘ଦୀପଜ୍ୟୋତି’ ରଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ନବ ଜନ୍ମିତ ବାଛୁରୀକୁ ‘ଦୀପଜ୍ୟୋତି’ ଭାବେ ନାମକରଣ କରିଛନ୍ତି । ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି : 'ଆମ ଶାସ୍ତ୍ରରେ କୁହାଯାଇଛି- ଗାବଃ ସର୍ବ ସୁଖପ୍ରଦାଃ’ । ଲୋକ କଲ୍ୟାଣ!-->…
Read More...
Read More...
କୃଷି ଓ କୃଷକ କଲ୍ୟାଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ କୃଷକ ମାନଙ୍କର…
ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ୦%ରୁ ୨୦%କୁ ବୃଦ୍ଧି କରିବାକୁ ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି : ଶ୍ରୀ ଚୌହାନବାସମତୀ ଚାଉଳ ଉପରେ ସର୍ବନିମ୍ନ ରପ୍ତାନି ଶୁଳ୍କ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି : ଶ୍ରୀ ଚୌହାନରିଫାଇନ୍ ତେଲ ଉପରେ ମୂଳ ଶୁଳ୍କ ୩୨.୫%କୁ ବୃଦ୍ଧି କରିବାକୁ ସରକାର!-->…
Read More...
Read More...
କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଦୁଇ ଦିନିଆ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ -୨୦୨୪କୁ…
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଦୁଇ ଦିନିଆ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ-୨୦୨୪କୁ ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କର୍ତ୍ତବ୍ୟରେ ସର୍ବୋଚ୍ଚ!-->…
Read More...
Read More...
ମିଶନ ମୌସମର ଶୁଭାରମ୍ଭ : ୨୦୨୬ ସୁଦ୍ଧା ଭାରତର ପାଣିପାଗ ଓ ଜଳବାୟୁ ପୂର୍ବାନୁମାନକୁ ସୁଦୃଢ଼ କରିବା ପାଇଁ ୨୦୦୦ କୋଟିର…
ଭୂ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ଏମ୍ଓଇଏସ୍ ସଚିବଙ୍କ ଅଧ୍ୟକ୍ଷତାରେ 'ମିଶନ ମୌସମ' ଶୀର୍ଷକ ଜାତୀୟସ୍ତରୀୟ ଗଣମାଧ୍ୟମ ଆଲୋଚନାଚକ୍ର ଅନୁଷ୍ଠିତ
ନୂଆଦିଲ୍ଲୀ, (ପିଆଇବି) : ଭୂ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ପୃଥିବୀ ଭବନ ଠାରେ ମିଶନ ମୌସମ ଉପରେ ଏକ ଜାତୀୟ ସ୍ତରୀୟ ଗଣମାଧ୍ୟମ!-->!-->!-->…
Read More...
Read More...
ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗର ପୂର୍ବାଞ୍ଚଳ ରାଜ୍ୟ ଅଧିକାରୀମାନଙ୍କ ସହ ପ୍ରମୁଖ ବିଭାଗୀୟ ଯୋଜନା ଉପରେ ସମୀକ୍ଷା…
ଲାଭ ତଥା ଔଦ୍ୟୋଗିକତା ବୃଦ୍ଧି କରିବା ପାଇଁ ହିତାଧିକାରୀଙ୍କ ମଧ୍ୟରେ ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଯୋଜନାକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରନ୍ତୁ : ଶ୍ରୀମତି ଉପାଧ୍ୟାୟ
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ (ଏଏଚ୍ଡି) ସଚିବ ଶ୍ରୀମତୀ!-->!-->!-->…
Read More...
Read More...
ଭୁବନେଶ୍ୱର ସ୍ଥିତ ଆଇସିଏଆର୍-ସିଫାଠାରେ ‘ଅମୃତ ଭାକୁର’ ମାଛକୁ ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ…
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଆଜି ଆଇସିଏଆର୍-କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର (ଆଇସିଏଆର୍-ସିଫା), ଭୁବନେଶ୍ୱରରେ ଭାକୁର (ଲାବିଓ କାଟଲା)ର ଆନୁବଂଶିକ ଉନ୍ନତ ପ୍ରଜାତି 'ଅମୃତ!-->…
Read More...
Read More...
ଜଳ ବିଦ୍ୟୁତ ପ୍ରକଳ୍ପ ଲାଗି ସକ୍ଷମ ଭିତ୍ତିଭୂମି ଖର୍ଚ୍ଚ ପାଇଁ ବଜେଟ୍ ସହାୟତା ଯୋଜନାରେ ସଂଶୋଧନକୁ କ୍ୟାବିନେଟର…
୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ୧୨୪୬୧ କୋଟି ଟଙ୍କାର ବ୍ୟୟବରାଦ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମୋଟ ୧୨୪୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ଜଳ ବିଦ୍ୟୁତ!-->!-->!-->…
Read More...
Read More...
ସାର୍ବଜନୀନ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇ-ବସ୍ କ୍ରୟ ଏବଂ ପରିଚାଳନା ପାଇଁ ପିଏମ-ଇବସ୍ ସେବା-ପେମେଣ୍ଟ…
୩,୪୩୫ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ୩୮,୦୦୦ରୁ ଅଧିକ ଇ-ବସ୍ ଚଳାଚଳ ଆରମ୍ଭମେଡ୍ ଇନ୍ ଇଣ୍ଡିଆ ଇ-ବସ୍ ସେବା ପେମେଣ୍ଟ ସିକ୍ୟୁରିଟି ମେକାନିଜିମ୍ - ଆତ୍ମନିର୍ଭର ଭାରତର ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପପ୍ରଦୂଷଣ ହ୍ରାସ ଏବଂ ପରିବେଶ ସୁରକ୍ଷା!-->…
Read More...
Read More...
ଦୁଇ ବର୍ଷ ମଧ୍ୟରେ ୨,୦୦୦ କୋଟି ଟଙ୍କା ବ୍ୟୟରେ ପାଣିପାଗ ପାଇଁ ଅଧିକ ପ୍ରସ୍ତୁତ ଏବଂ ଜଳବାୟୁ-ସ୍ମାର୍ଟ ଭାରତ ଗଠନ ପାଇଁ…
ଅତ୍ୟଧିକ ଖରାପ ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା କରିବାରେ ଅତିରିକ୍ତ ସହାୟତା ମିଳିବଅତ୍ୟାଧୁନିକ ସେନ୍ସର ଏବଂ ହାଇ ପରଫର୍ମାନ୍ସ ସୁପର କମ୍ପ୍ୟୁଟର ସହିତ ପରବର୍ତ୍ତୀ ପିଢ଼ିର ରାଡାର ଏବଂ ସାଟେଲାଇଟ୍ ସିଷ୍ଟମ୍ ସାମିଲ ହେବ
ନୂଆଦିଲ୍ଲୀ, (ପିଆଇବି) :!-->!-->!-->…
Read More...
Read More...
୨୦୨୪-୨୫ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ (ପିଏମ୍ଜିଏସୱାଇ-୪) କାର୍ଯ୍ୟକାରୀ…
ଏହି ଯୋଜନାର ସମୁଦାୟ ବ୍ୟୟ ଅଟକଳ ୭୦,୧୨୫ କୋଟି ଟଙ୍କା୨୫,୦୦୦ ସଂଯୋଗ ବିହୀନ ଜନବସତି ଏବଂ ନୂତନ ଯୋଗାଯୋଗ ରାସ୍ତାରେ ପୋଲ ନିର୍ମାଣ/ଉନ୍ନତିକରଣ କରାଯିବ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗ୍ରାମ୍ୟ!-->!-->!-->…
Read More...
Read More...