Browsing Category

ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ଶକ୍ତି ମନ୍ତ୍ରଣାଳୟ ପ୍ରଥମ ୧୦୦ ଦିନରେ ଉଲ୍ଲେଖନୀୟ ମାଇଲଖୁଣ୍ଟ…

କେନ୍ଦ୍ର ଓ ରାଜ୍ୟ ଟ୍ରାନ୍ସମିସନ ସିଷ୍ଟମ ପାଇଁ ଜାତୀୟ ବିଦ୍ୟୁତ ଯୋଜନା ୨୦୨୩ରୁ ୨୦୩୨ ଚୂଡ଼ାନ୍ତ ହୋଇଛିଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଅବସ୍ଥିତ ୮୩୫୯୬ ବିଶେଷ ସମ୍ବେଦନଶୀଳ ଜନଜାତି ଗୋଷ୍ଠୀ (ପିଭିଟିଜି) ପରିବାରକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି୪୯,୫୧୨ କୃଷି ଫିଡର ଯେଉଁଠାରେ କୃଷି ସାନ୍ଦ୍ରତା
Read More...

ସିଇଓଙ୍କ ରାଉଣ୍ଡଟେବୁଲ ବୈଠକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କର ସ୍କୁଲ ଅଫ୍ ଇଞ୍ଜିନିୟରିଂର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍‌ଆଇଟି) ପକ୍ଷରୁ ଆୟୋଜିତ ଏକ ରାଉଣ୍ଡଟେବୁଲ ବୈଠକରେ ଟେକ୍ନୋଲୋଜିର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଆର୍ଟିଫିସିଆଲ
Read More...

ଭାରତକୁ ୨୯୭ଟି ପ୍ରାଚୀନ କଳାକୃତି ଫେରାଇ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକା

ନୂଆଦିଲ୍ଲୀ, (ପିଆଇବି) : ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏବଂ ଅଧିକ ସାଂସ୍କୃତିକ ବୁଝାମଣାକୁ ବୃଦ୍ଧି କରିବା ପାଇଁ, ଆମେରିକାର ଷ୍ଟେଟସ୍ (ବୈଦେଶିକ) ବିଭାଗର ଶିକ୍ଷା ଏବଂ ସାଂସ୍କୃତିକ ବ୍ୟାପାର ବ୍ୟୁରୋ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତ ସରକାରଙ୍କ
Read More...

କ୍ୱାଡ ନେତାମାନଙ୍କର କ୍ୟାନ୍ସର ମୁନ୍‌ଶଟ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି

ନୂଆଦିଲ୍ଲୀ, (ପିଆଇବି) : ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଁ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଏହି ସୁଲଭ, ସୁଗମ ଏଂବ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆମର ଦୃଢ଼ ସହଭାଗିତାକୁ ପ୍ରତିଫଳିତ କରୁଛି । କୋଭିଡ୍ ମହାମାରୀ ସମୟରେ, ଆମେ ଇଣ୍ଡୋ-ପାସିଫିକ୍
Read More...

ଡେଲାୱେରର ୱିଲମିଙ୍ଗଟନରେ ଆମେରିକା ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେଲାୱେରଠାରେ କ୍ୱାଡ୍ ଶିଖର ସମ୍ମିଳନୀ ଅବସରରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାମହିମ ଜୋସେଫ୍ ବାଇଡେନଙ୍କ ସହ ସାକ୍ଷାତ କରିଥିଲେ । ଏକ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ରାଷ୍ଟ୍ରପତି ବାଇଡେନ ୱିଲମିଙ୍ଗଟନରେ ଥିବା ତାଙ୍କ
Read More...

ୱିଲିମଙ୍ଗଟନ୍, ଡେଲାୱେୟାରଠାରେ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ୨୧ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱିଲିମଙ୍ଗଟନ୍, ଡେଲୱେୟାରଠାରେ ଅନୁଷ୍ଠିତ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଧାନମନ୍ତ୍ରୀ ଯୋଶେଫ ଆର୍‌. ବାଇଡେନଙ୍କ ଦ୍ୱାରା ଆହୂତ ଏହି
Read More...

ବନ୍ୟଜନ୍ତୁ ବାସସ୍ଥାନ ସମନ୍ୱିତ ବିକାଶର ୧୦୦ ଦିନର ଲକ୍ଷ୍ୟ ହାସଲ କଲା ମନ୍ତ୍ରଣାଳୟ ପଞ୍ଚଦଶ ଅର୍ଥ ଆୟୋଗ ଅବଧିରେ…

ଯୋଜନାରେ ଥିବା ଗୁରୁତ୍ୱପୂର୍ଣ୍ଣ ଅଂଶ : ପ୍ରୋଜେକ୍ଟ ଟାଇଗର୍, ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ୍ ଏବଂ ଅନ୍ୟ ବନ୍ୟଜନ୍ତୁ ବାସସ୍ଥାନ ବିକାଶ ନୂଆଦିଲ୍ଲୀ, (ପିଆଇବି) : ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପଞ୍ଚଦଶ ଅର୍ଥ ଆୟୋଗ ଅବଧି ପାଇଁ ବନ୍ୟଜନ୍ତୁ ବାସସ୍ଥାନର ସମନ୍ୱିତ ବିକାଶ
Read More...

ନୂଆଦିଲ୍ଲୀରେ ଜୁହାର୍ ନୂଆଁଖାଇ ପରବ୍-୨୦୨୪’ର ରୌପ୍ୟ ଜୟନ୍ତୀ ସମାରୋହ

ନୂଆଁଖାଇ ଦେଶରେ ନୂଆ ପରିଚୟ ତିଆରି କରିଛି- ଧର୍ମେନ୍ଦ୍ର ପ୍ରଧାନଦେଶ ବିଦେଶରେ ଓଡ଼ିଆମାନେ ନୂଆଁଖାଇ ପାଳନ କରିବା ଖୁସିର ବିଷୟରାଷ୍ଟ୍ରୀୟ ରାଜଧାନୀରେ ସମସ୍ତେ ଏକାଠି ହୋଇ ନୂଆଁଖାଇ ପାଳନ କରିବା ଏକ ଅପୂର୍ବ ଅବସରକରିପାରିଥିବାରୁ ଜୁହାର୍ ପରିବାରର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦ ଜଣାଇଲେ
Read More...

ସ୍ୱଚ୍ଛତା ହିଁ ସେବା, ୨୦୨୪ ଅଭିଯାନରେ କୃଷି ଓ କୃଷକ କଲ୍ୟାଣ ବିଭାଗ ବ୍ୟାପକ ଭାବେ ଅଂଶଗ୍ରହଣ କରିଛି

ସ୍ୱଚ୍ଛତା ହିଁ ସେବା, ୨୦୨୪ ଅଭିଯାନ ସମୟରେ ବିଭାଗ ପକ୍ଷରୁ ସମଗ୍ର ଦେଶରେ ଥିବା ଏହାର ଅଧୀନସ୍ଥ/ ସଂଯୁକ୍ତ/ ସ୍ୱୟଂଶାସିତ ସଂସ୍ଥା/ ରାଷ୍ଟ୍ରାୟତ୍ତ ଉଦ୍ୟୋଗ/ କ୍ଷେତ୍ର କାର୍ଯ୍ୟାଳୟ ସହିତ ପ୍ରାୟ ୬୦୦ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ହାତକୁ ନିଆଯିବକୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ
Read More...

ଏନ୍‌ଡିଏମ୍‌ଏ କର୍ମଶାଳାରେ ‘ବିପର୍ଯ୍ୟୟ ବିପତ୍ତି ବୀମା କାହିଁକି ଗୁରୁତ୍ୱପୂର୍ଣ୍ଣ-ପ୍ରମୁଖ ଧାରଣା ଏବଂ ଲାଭ’ ଉପରେ…

ଅଧିକ ନମନୀୟ, ଦକ୍ଷ ଏବଂ ସମାବେଶୀ ବୀମା ସମାଧାନ ଦିଗରେ ବିପର୍ଯ୍ୟୟ ବିପତ୍ତି ବୀମା କ୍ଷେତ୍ରରେ ଅଭିନବ ପ୍ରୟାସ କରିବାର ଭାରତର ସାମର୍ଥ୍ୟ ଉପରେ ଡକ୍ଟର ମିଶ୍ରଙ୍କ ଆଲୋକପାତଡକ୍ଟର ମିଶ୍ର ‘ବିବିଧ ବୀମା ସମାଧାନ’ ପାଇଁ ପରାମର୍ଶ ଦେବା ସହିତ ଏହାର ମୂଳରେ ଦୀର୍ଘସ୍ଥାୟିତ୍ୱକୁ ରଖିବା ଏବଂ
Read More...