Browsing Category

ଦେଶ ବିଦେଶ

ନୂଆଦିଲ୍ଲୀଠାରେ ପିଏଚ୍‌ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ୧୧୯ତମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ…

ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ପରେ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଗତ ୨୩ ବର୍ଷ ଧରି ଗଣତାନ୍ତ୍ରିକ ଉପାୟରେ ଲୋକଙ୍କ ବିଶ୍ୱାସ ଜିତି ଆସୁଛନ୍ତିପ୍ରଧାନମନ୍ତ୍ରୀ ମୋଦୀ ଦୂରଦୃଷ୍ଟି, ଅଭିଜ୍ଞତା ଏବଂ ପ୍ରତିବଦ୍ଧତାର ଏକ ବିରଳ ମିଶ୍ରଣପିଏଚ୍‌ଡି ଚାମ୍ବର ଅଫ୍
Read More...

ଲାଓସର ଭିଏନ୍‌ଶେଠାରେ ୨୧ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ଘାଟନୀ ଅଭିଭାଷଣ

ନୂଆଦଲ୍ଲୀ, (ପିଆଇବି) : ମହାମହିମ, ପ୍ରଧାନମନ୍ତ୍ରୀ ସୋନସାୟ ସିପାନଦୋନ,ମହାରାଜଗଣମହାମହିମ,ନମସ୍କାର ।ଆଜି ଆସିଆନ ପରିବାର ସହିତ ଏକାଦଶ ଥର ପାଇଁ ଏହି ବୈଠକରେ ଅଂଶଗ୍ରହଣ କରି ମୁଁ ଗୌରବାନ୍ୱିତ ଅନୁଭବ କରୁଛି । ୧୦ ବର୍ଷ ତଳେ ମୁଁ ଭାରତର ‘ଆକ୍ଟ ଇଷ୍ଟ’ ନୀତି ଘୋଷଣା କରିଥିଲେ । ଗତ ଏକ
Read More...

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅଧୀନରେ ମାଗଣା ଭିଟାମିନ୍‌ଯୁକ୍ତ ଚାଉଳ…

୭୫ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଅନୁଯାୟୀ, ଭିଟାମିନଯୁକ୍ତ ଚାଉଳ ଅଭିଯାନ ଜାରି ରଖିବା ଭାରତ ସରକାରଙ୍କ ରକ୍ତହୀନତା ମୁକ୍ତ ଭାରତ ରଣନୀତି ଅଧୀନରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସହଯୋଗ କରିବପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ ପୋଷଣ ନିରାପତ୍ତା ଦିଗରେ ବଡ଼
Read More...

ଏକ ଭାରତ ଶ୍ରେଷ୍ଠ ଭାରତ : ଏକତାର ପ୍ରତୀକ ଭାରତୀୟ ଚଳଚ୍ଚିତ୍ର

ନୂଆଦିଲ୍ଲୀ, (ପିଆଇବି) : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ୍ ରାୟଙ୍କ ଉକ୍ତିରେ, ‘ଚଳଚ୍ଚିତ୍ର ଏକ ସାର୍ବଜନୀନ ଭାଷା କହିଥାଏ । ଏକତା ବଜାୟ ରଖିବାରେ ଚଳଚ୍ଚିତ୍ରର ଅଭିନବ ଶକ୍ତିକୁ ଚିହ୍ନି ସେ ଏହି ମତବ୍ୟକ୍ତ କରିଥିଲେ । ଭାରତୀୟ ଚଳଚ୍ଚିତ୍ର ଜଗତ ନିଜର ଭାଷାଗତ ଓ ସାଂସ୍କୃତିକ
Read More...

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

ଭାରତୀୟ ସିନେମାରେ ଜୀବନବ୍ୟାପୀ ସାଧନା ପାଇଁ ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ଦାଦା ସାହେବ ଫାଲକେ ପୁରସ୍କାରରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ, ସମାଜକୁ ବଦଳାଇବା ପାଇଁ ଚଳଚ୍ଚିତ୍ର ଓ ସାମାଜିକ ଗଣମାଧ୍ୟମ ସବୁଠାରୁ ଶକ୍ତିଶାଳୀ ମାଧ୍ୟମଖୁବଶୀଘ୍ର ମୁମ୍ବାଇରେ ଭାରତର ପ୍ରଥମ ଇଣ୍ଡିଆନ୍
Read More...

ସାର୍ବଜନୀନ ଆର୍ଥିକ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ପାଇଁ ସବୁ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ…

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି)ଙ୍କ ପକ୍ଷରୁ ନୂଆଦିଲ୍ଲୀରେ ଆଜି (ଅକ୍ଟୋବର ୮, ୨୦୨୪ରେ) ପ୍ରଥମ ଥର ଲାଗି ରାଜ୍ୟ ଅର୍ଥ ସଚିବ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଭାରତର ସିଏଜିଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସଚିବ
Read More...

ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ, (ପିଆଇବି) : ୧. ଭାରତ-ମାଳଦ୍ୱୀପ : ବ୍ୟାପକ ଆର୍ଥିକ ଏବଂ ସାମୁଦ୍ରିକ ନିରାପତ୍ତା ଭାଗିଦାରୀ ପାଇଁ ଏକ ଦୃଷ୍ଟିକୋଣ ଉପରେ ସହମତି୨. ଭାରତ ସରକାରଙ୍କ ଦ୍ୱାରା ମାଳଦ୍ୱୀପ ତଟରକ୍ଷୀ ଜାହାଜ ହୁରାଭୀର ନିଃଶୁଳ୍କ ପୁନଃନିର୍ମାଣଶୁଭାରମ୍ଭ/ଉଦ୍‌ଘାଟନ/ ହସ୍ତାନ୍ତର :୧. ମାଳଦ୍ୱୀପରେ ରୂପେ
Read More...

ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ମହମ୍ମଦ ମୁଇଜୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ୍ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ମହାମହିମ, ରାଷ୍ଟ୍ରପତି ମୁଇଜୁ, ଉଭୟ ଦେଶର ପ୍ରତିନିଧି, ଗଣମାଧ୍ୟମର ସାଥୀଗଣ, ସମସ୍ତଙ୍କୁ ନମସ୍କାରସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ମୁଇଜ୍ଜୁ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ମଣ୍ଡଳକୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଭାରତ ଓ ମାଳଦ୍ୱୀପ ସମ୍ପର୍କ ଶହ ଶହ ବର୍ଷ
Read More...

ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ (ଏଲ୍‌ଡବ୍ଲୁଇ) ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବୁଆଦିବାସୀ ଅଞ୍ଚଳର ବିକାଶରେ ନକ୍ସଲବାଦ ସବୁଠାରୁ ବଡ ବାଧକ ଏବଂ ସମଗ୍ର ମାନବତାର ଶତୃନକ୍ସଲବାଦ ଯୋଗୁଁ ୮ କୋଟିରୁ ଅଧିକ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି, ଯାହା
Read More...

ଏନସିଇଆର୍‌ଟି ଓ ଆମାଜନ ମଧ୍ୟରେ ସହଭାଗିତା ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କଲେ ଧର୍ମେନ୍ଦ୍ର…

ଆସନ୍ତା ଶିକ୍ଷାବର୍ଷ (୨୦୨୫-୨୬)ରେ ୧୫ କୋଟି ପୁସ୍ତକ ପ୍ରକାଶ କରି ପୁସ୍ତକ ପ୍ରକାଶନକୁ ତିନିଗୁଣ ବଢ଼ାଇବ ଏନ୍‌ସିଇଆର୍‌ଟି : ଧର୍ମେନ୍ଦ୍ର ପ୍ରଧାନସର୍ବନିମ୍ନ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି)ରେ ଦେଶବ୍ୟାପୀ ପ୍ରାୟ ୨୦ ହଜାର ପିନ୍‌ କୋଡ୍‌ରେ ଉପଲବ୍ଧ ହେବ ପୁସ୍ତକଏହି ବୁଝାମଣା ଦ୍ୱାରା ଅଗ୍ରଣୀ
Read More...