Browsing Category
ଦେଶ ବିଦେଶ
ନ୍ୟାସନାଲ୍ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍ ୨୦୨୪ ଡ୍ରାଫ୍ଟ ଉପରେ ଅଂଶୀଦାରଙ୍କ ପରାମର୍ଶ ବୈଠକରେ ଅଧ୍ୟକ୍ଷତା କରିଛନ୍ତି…
ଡ୍ରାଫ୍ଟ ବିଲ୍ ଭାରତରେ ସୁଦୃଢ଼ ଏବଂ ସ୍ୱଚ୍ଛ କ୍ରୀଡ଼ା ଶାସନ ଢାଞ୍ଚା ଦିଗରେ ପରିବର୍ତ୍ତନମୂଳକ ପଦକ୍ଷେପର ପ୍ରତିନିଧିତ୍ୱ କରୁଛି : ଡ. ମାଣ୍ଡଭିୟ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ବିଲ୍ର ଡ୍ରାଫ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ :!-->…
Read More...
Read More...
ଭାରତରେ ଶ୍ରମଶକ୍ତିର ସଶକ୍ତିକରଣ : ଯୁବବର୍ଗଙ୍କ ନିଯୁକ୍ତିକୁ ପ୍ରୋତ୍ସାହିତ କରୁଛି ପିଏମ୍ ଇଣ୍ଟର୍ଣ୍ଣସିପ୍ ଯୋଜନା
ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱର ଅନ୍ୟତମ ଯୁବ ଏବଂ ସକ୍ରିୟ ଜନସଂଖ୍ୟା ଦ୍ୱାରା ପରିଚାଳିତ ଭାରତ ଏକ ଯୁଗାନ୍ତକାରୀ ଯାତ୍ରାର ଦ୍ୱାରଦେଶରେ ଅଛି । ବିଶ୍ୱ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବିକଶିତ ହେଉଥିବାରୁ ଦକ୍ଷ କର୍ମଚାରୀଙ୍କ ଚାହିଦା ଖୁବ୍ ଦ୍ରୁତ ବେଗରେ ବୃଦ୍ଧି ପାଉଛି । ଏହାକୁ ସ୍ୱୀକାର!-->…
Read More...
Read More...
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ଫିଲିପାଇନ୍ସର…
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପର୍ଯ୍ୟୟ ବିପଦ ହ୍ରାସ (ଡିଆର୍ଆର୍) ରଣନୀତି ଅନୁଯାୟୀ ବିପର୍ଯ୍ୟୟର ପ୍ରଭାବକୁ ହ୍ରାସ କରିବା ପାଇଁ ସକ୍ରିୟ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧଭାରତର ଏକ ପଦକ୍ଷେପ କୋଏଲିସନ୍ ଫର ଡିଜାଷ୍ଟର ରେସିଲିଏଣ୍ଟ!-->…
Read More...
Read More...
କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଏବଂ ପେନ୍ସନ୍ଭୋଗୀଙ୍କୁ ମହଙ୍ଗା ସହାୟତାରେ ଅତିରିକ୍ତ ତିନି ପ୍ରତିଶତ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନ୍ସନ୍ଭୋଗୀମାନଙ୍କୁ ମହଙ୍ଗା ସହାୟତା (ଡିଆର)ରେ ଅତିରିକ୍ତ କିସ୍ତି ବୃଦ୍ଧିକୁ ଅନୁମୋଦନ କରାଯାଇଛି ।!-->…
Read More...
Read More...
କୁକି-ଜୋ-ହମାର, ମୈତେଇ ଏବଂ ନାଗା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରି ମଣିପୁର ବିଧାନସଭାର ନିର୍ବାଚିତ ସଦସ୍ୟମାନେ…
ନୂଆଦିଲ୍ଲୀ, (ପିଆଇବି) : ମଣିପୁର ବିଧାନସଭାର ନିର୍ବାଚିତ କୁକି-ଜୋ-ହମାର, ମୈତେଇ ଏବଂ ନାଗା ସମ୍ପ୍ରଦାୟର ସଦସ୍ୟ ମାନେ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ଏହି ବୈଠକରେ ସର୍ବସମ୍ମତିକ୍ରମେ ପାରିତ ନିଷ୍ପତ୍ତିରେ ରାଜ୍ୟର ସମସ୍ତ!-->…
Read More...
Read More...
ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ- ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଭାରତ ପ୍ରତି ଦୃଢ଼ ଦୃଷ୍ଟିକୋଣ ଏବଂ ସୁଧାର, ନବାଚାର ଓ ସହଯୋଗ ଦିଗରେ ସରକାରଙ୍କ ସମର୍ଥନକୁ ଉଦ୍ୟୋଗ ଜଗତର ପ୍ରଶଂସାଡିଜିଟାଲ ପ୍ରଶାସନ କ୍ଷେତ୍ରରେ ବୈଶ୍ୱିକ ଢାଞ୍ଚାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ମତକୁ ଉଦ୍ୟୋଗ ମୁଖ୍ୟଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ,!-->!-->!-->…
Read More...
Read More...
ଆମ ଯୁବପିଢ଼ିଙ୍କୁ ନିଶା ଦ୍ରବ୍ୟ କବଳରୁ ରକ୍ଷା କରି ନିଶାମୁକ୍ତ ଭାରତ ଗଠନ ପାଇଁ ନରେନ୍ଦ୍ର ମୋଦୀ ସରକାର…
ଡ୍ରଗ୍ସ ଓ ନାର୍କୋ ବ୍ୟବସାୟ ବିପକ୍ଷରେ ଅଭିଯାନ କୌଣସି ଶିଥିଳତା ବିନା ଜାରି ରହିବଗୁଜରାଟ ପୋଲିସ ୫,୦୦୦ କୋଟି ଟଙ୍କାର କୋକେନ୍ ଜବତ କରିବା ସହ ଦିଲ୍ଲୀ ପୋଲିସ୍ ୧୩,୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିବାରେ ସଫଳ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଏଥିପାଇଁ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
!-->!-->…
Read More...
Read More...
ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା କଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲ ନୂଆଦିଲ୍ଲୀର ଶ୍ରମ ଶକ୍ତି ଭବନ ଠାରେ ୫ମ ଜାତୀୟ ଜଳ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଛନ୍ତି ।
ନୂଆଦିଲ୍ଲୀ, (ପିଆଇବି) : ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ!-->!-->!-->…
Read More...
Read More...
ଅକ୍ଟୋବର ୧୫, ୨୦୨୪ରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ୩ଟି ଏଆଇ – ଉତ୍କର୍ଷ କେନ୍ଦ୍ର ଘୋଷଣା…
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୧୫, ୨୦୨୪ରେ ନୂଆଦିଲ୍ଲୀ ଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ୩ଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ଘୋଷଣା କରିବେ । 'ବିକଶିତ ଭାରତ'ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ୩ଟି!-->…
Read More...
Read More...
ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ…
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଏବଂ ହ୍ରାସ କରିବା ଲାଗି ନିଆଯାଉଥିବା ସ୍ୱଳ୍ପକାଳୀନ ଏବଂ ଦୀର୍ଘମିଆଦୀ ପଦକ୍ଷେପର କଲେ ସମୀକ୍ଷାଦିଲ୍ଲୀରେ ଅଳିଆ ଗଦା ସ୍ଥାନକୁ ଖାଲି କରିବାରେ ମନ୍ଥର ଗତି ଏବଂ ଏମ୍ସିଡି ଦ୍ୱାରା ବର୍ଜ୍ୟବସ୍ତୁରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ଯୋଜନା କାର୍ଯ୍ୟକାରୀ!-->…
Read More...
Read More...