Browsing Category

ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ମିଳିତ ଭାବେ ଗୁଜରାଟର ଭଦୋଦରା ଠାରେ…

ଭଦୋଦରାସ୍ଥିତ ସି- ୨୯୫ ଏୟାରକ୍ରାଫ୍ଟ କାରଖାନା ବିଶ୍ୱ ଏରୋସ୍ପେସ୍ ଉତ୍ପାଦନରେ ବିଶ୍ୱସ୍ତ ଅଂଶୀଦାର ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରୁଛି : ପ୍ରଧାନମନ୍ତ୍ରୀମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ : ପ୍ରଧାନମନ୍ତ୍ରୀସି - ୨୯୫ ବିମାନ କାରଖାନା ଏକ ନୂତନ ଭାରତର ନୂତନ କାର୍ଯ୍ୟ
Read More...

ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ରେ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ…

ଶ୍ରୀନଗର ଜିତିଲା ଅଣମୋଟର ପରିବହନ ବ୍ୟବସ୍ଥା ଥିବା ସହର ପୁରସ୍କାରକେନ୍ଦ୍ରମନ୍ତ୍ରୀ ମନୋହର ଲାଲ ହରିୟାଣାର ଗୁରୁଗ୍ରାମକୁ ଅଷ୍ଟାଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୫ର ଆୟୋଜନ ସ୍ଥଳୀ ଭାବେ ଘୋଷଣା କରିଛନ୍ତିପ୍ରଧାନମନ୍ତ୍ରୀଙ୍କ ‘ଏକ ରାଷ୍ଟ୍ର ଏକ
Read More...

୨୦୦୬-୦୭ ଆର୍ଥିକ ବର୍ଷରୁ ୨୦୧୩-୧୪ ଆର୍ଥିକ ବର୍ଷ ମଧ୍ୟରେ ମୋଟ ବ୍ୟକ୍ତି ଦିବସ ୧୬୬୦ କୋଟି ଥିବା ବେଳେ ୨୦୧୪-୧୫ ଆର୍ଥିକ…

୧୩.୧୦ କୋଟି ସକ୍ରିୟ କର୍ମୀଙ୍କ ପାଇଁ ଆଧାର ସିଡିଂ କରାଯାଇଛି, ଯାହା କି ମୋଟ ସକ୍ରିୟ ଶ୍ରମିକ (୧୩.୧୮ କୋଟି)ର ୯୯.୩% ଅଟେଏବିପିଏସ୍ ଅଧୀନରେ ବିଫଳ କାରବାରର ପୁନରୁଦ୍ଧାର ପାଇଁ ଏନ୍‌ଆର୍‌ଇଜିଏସ୍‌ଫ୍ଟରେ ଏକ ବିକଳ୍ପ ସମାଧାନ ପୂର୍ବରୁ ବିଦ୍ୟମାନ ଅଛି୨୦୧୩-୧୪ ଆର୍ଥିକ ବର୍ଷରେ ବଜେଟ୍ ଆବଣ୍ଟନ
Read More...

ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଝାଡ଼ଖଣ୍ଡର ଚିତ୍ରକଳା ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ

ସୋହରାଇ: ଏକ କାଳଜୟୀ ପାରମ୍ପରିକ ଚିତ୍ରକଳା ନୂଆଦିଲ୍ଲୀ, (ପିଆଇବି) : ଝାଡଖଣ୍ଡ ଏହାର ସମୃଦ୍ଧ ଆଦିବାସୀ କଳା ପାଇଁ ବେଶ୍ ଜଣାଶୁଣା । ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାର ସୋହରାଇ ଚିତ୍ର ଏହି ଅଞ୍ଚଳର ସ୍ୱଦେଶୀ କଳା ପରମ୍ପରାର ପ୍ରତିନିଧିତ୍ୱ କରିଥାଏ । ସୋହରାଇ ଚିତ୍ରକଳାକୁ ଓଡିଓପି (ଏକ
Read More...

ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପଞ୍ଜାବର ରାଚେଲ ଗୁପ୍ତା

ନୂଆଦିଲ୍ଲୀ : ଭାରତ ପାଇଁ ଇତିହାସ ରଚିଛନ୍ତି ପଞ୍ଜାବ ଜଳନ୍ଧରର ରାଚେଲ ଗୁପ୍ତା । ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଆୟୋଜିତ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍‌ (ଏମ୍‌ଜିଆଇ)- ୨୦୨୪ ପ୍ରତିଯୋଗିତାର ଟାଇଟଲ ଜିତି ରାଚେଲ ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏମ୍‌ଜିଆଇ ହଲ୍‌ରେ ଫିନାଲେ ସମୟରେ ପେରୁର
Read More...

ଗ୍ରାମୀଣ ଭାରତର ୯୫% ଜମିଜମା ରେକର୍ଡ ଡିଜିଟାଇଜ୍ ହୋଇଛି

ନୂଆଦିଲ୍ଲୀ, (ପିଆଇବି) : ଜମି ରେକର୍ଡର ଡିଜିଟାଇଜେସନ୍, ଜମି ମାଲିକାନା ପରିଚାଳନାର ଆଧୁନିକୀକରଣ ସହିତ ଗ୍ରାମୀଣ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି । ଏହି ପଦକ୍ଷେପ ଭୂମି ପ୍ରଶାସନରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି କରିଛି ଏବଂ ଲକ୍ଷ ଲକ୍ଷ ଗ୍ରାମୀଣ ପରିବାରକୁ
Read More...

ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବାର ପରିଚାଳନା ପ୍ରସଙ୍ଗରେ ମନ୍ତ୍ରୀସ୍ତରୀୟ ଆନ୍ତଃମନ୍ତ୍ରଣାଳୟ ବୈଠକ ଅନୁଷ୍ଠିତ

ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶ ରାଜ୍ୟର ସମସ୍ତ ଅଂଶୀଦାର ଏବଂ କୃଷକଙ୍କ ସହଯୋଗ ଯୋଗୁଁ ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବା ମାମଲାରେ ଯଥେଷ୍ଟ ହ୍ରାସ ଘଟିଛିକୃଷି ଓ କୃଷକ କଲ୍ୟାଣ ବିଭାଗର ଶସ୍ୟ ଅବଶିଷ୍ଟାଂଶ ପରିଚାଳନା ଯୋଜନା ଅଧୀନରେ ପୂର୍ବରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ୩ ଲକ୍ଷରୁ
Read More...

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ମିଥ୍ୟା ବୋମା ଧମକକୁ ରୋକିବା ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର

● ଠିକ୍ ସମୟରେ ମିଥ୍ୟା ଧମକକୁ ଅପସାରଣ କରିବା, ଧମକ ସମ୍ପର୍କରେ ରିପୋର୍ଟ କରିବା ଏବଂ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଦିଆଗଲା ନିର୍ଦ୍ଦେଶ● ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ ଏବଂ ଆଇଟି ନିୟମ, ୨୦୨୧ ଅଧୀନରେ ମଧ୍ୟସ୍ଥମାନଙ୍କ ଦ୍ୱାରା ଉପଯୁକ୍ତ ତଦାରଖକୁ କଡ଼ାକଡ଼ି ଭାବେ ପାଳନ
Read More...

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ୱାଇ) ଅଧୀନରେ ଋଣ ସୀମା ବର୍ତ୍ତମାନର ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ବଜେଟ୍‌ ୨୦୨୪-୨୫ରେ ଅର୍ଥମନ୍ତ୍ରୀ ୨୩ ଜୁଲାଇ ୨୦୨୪ରେ କରିଥିବା ଘୋଷଣା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ୱାଇ) ଅଧୀନରେ ମୁଦ୍ରା ଋଣର ସୀମା ବର୍ତ୍ତମାନର ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆଇଗଟ୍ ଲ୍ୟାବ ପ୍ରତିଷ୍ଠା ଏକ ପ୍ରଶଂସନୀୟ ପଦକ୍ଷେପ : ଡ. ଏଲ୍. ମୁରୁଗନ୍

ଆକାଂକ୍ଷୀ ଭାରତ ପାଇଁ କୃତ୍ରିମ ବୁଦ୍ଧିମତା : ଡ. ଏଲ୍. ମୁରୁଗନ୍ ଉତ୍ପାଦନ ବୃଦ୍ଧି ତଥା ଶାସନକୁ ଉନ୍ନତ କରିବାକୁ ଏଆଇ ଉପକରଣ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଶିକ୍ଷା ସପ୍ତାହ ୨୦୨୪ ପୁରସ୍କାର ବିତରଣ ସମାରୋହ ଏବଂ ଆଇଗଟ୍ ଲ୍ୟାବ୍ ଏବଂ ଶିକ୍ଷଣ
Read More...