Browsing Category

ଦେଶ ବିଦେଶ

ବିଦ୍ୟାଳୟ ଶିକ୍ଷାରେ ମାନସିକ ସ୍ୱାସ୍ଥ୍ୟ ଓ ଭାରତୀୟ ଜ୍ଞାନ ପରମ୍ପରାର ପ୍ରସାର ଉପରେ ପରାମର୍ଶ କର୍ମଶାଳା

ଭୁବନେଶ୍ୱର, (ପିଆଇବି) : ଜାତୀୟ ଶିକ୍ଷାନୀତି (ଏନ୍‌ଇପି)-୨୦୨୦ କେବଳ ଜ୍ଞାନମୂଳକ ବିକାଶରେ ସୀମିତ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କର ଚରିତ୍ର ନିର୍ମାଣ, ବ୍ୟକ୍ତିତ୍ୱ ବିକାଶ ସହ ମାନସିକ ସୁସ୍ଥତା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ଶିକ୍ଷା ମନ୍ତ୍ରଣାଳୟ
Read More...

ଭାରତ ଉର୍ଜ୍ଜା ସପ୍ତାହ ୨୦୨୬ : ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ

ବର୍ଷର ପ୍ରଥମ ବିଶ୍ବ ଉର୍ଜ୍ଜା ସମ୍ମିଳନୀଭାବେ, ଆଇଇଡବ୍ଲୁ ୨୦୨୬ ନିର୍ମଳ ଉର୍ଜ୍ଜା କ୍ଷେତ୍ରରେ ଭାରତର ପ୍ରଗତିକୁ ଦର୍ଶାଇବ ନୂଆଦିଲ୍ଲୀ, (ପିଆଇବି) : ପ୍ରଥମ ତିନୋଟି ସଂସ୍କରଣର ସଫଳତା ଓ ଅନ୍ତର୍ଜାତୀୟ ସ୍ବୀକୃତି ପରେ ଭାରତ ଉର୍ଜ୍ଜା ସପ୍ତାହ (ଆଇଇଡବ୍ଲୁ)ର ୪ର୍ଥ ସଂସ୍କରଣ ୨୭ରୁ ୩୦
Read More...

ଜାନୁଆରୀ ୧୭-୧୮ରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜାନୁଆରୀ ୧୭ ରେ ମାଲଦାରେ ୩,୨୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେପ୍ରଧାନମନ୍ତ୍ରୀ ହାଓଡ଼ା ଏବଂ ଗୌହାଟି (କାମାକ୍ଷା) ମଧ୍ୟରେ ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ
Read More...

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଆସାମ ଗସ୍ତ

ପ୍ରଧାନମନ୍ତ୍ରୀ ଜାନୁଆରୀ ୧୭ ତାରିଖରେ ବୋଡୋ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରୁଥିବା ଏକ ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ “ବାଗୁରୁମ୍ବା ଦୋଉ ୨୦୨୬”ରେ ଯୋଗ ଦେବେବୋଡୋ ସମ୍ପ୍ରଦାୟର ୧୦,୦୦୦ରୁ ଅଧିକ କଳାକାର ବାଗୁରୁମ୍ବା ନୃତ୍ୟ ପ୍ରଦର୍ଶନ କରିବେପ୍ରଧାନମନ୍ତ୍ରୀ କାଳିଆବୋରରେ
Read More...

ଷ୍ଟାର୍ଟଅପ୍ ଇଣ୍ଡିଆର ଦଶ ବର୍ଷ ପୂର୍ତ୍ତି ପାଳନ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ…

● ଭାରତର ଯୁବପିଢ଼ି ପ୍ରକୃତ ସମସ୍ୟା ସମାଧାନ ଉପରେ ଧ୍ୟାନ ଦେଉଛନ୍ତି: ପ୍ରଧାନମନ୍ତ୍ରୀ● ମାତ୍ର 10 ବର୍ଷ ମଧ୍ୟରେ, ଷ୍ଟାର୍ଟଅପ୍ ଇଣ୍ଡିଆ ମିଶନ ଏକ ବିପ୍ଳବ ପାଲଟିଛି; ଭାରତ ଆଜି ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ: ପ୍ରଧାନମନ୍ତ୍ରୀ● ସାହସିକ ପଦକ୍ଷେପ ନେବା ଆଜି ମୁଖ୍ୟଧାରାରେ
Read More...

ନୂତନ ବିହନ ଆଇନ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ

ନକଲି ବିହନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ; ପାରମ୍ପରିକ ବିହନ ପ୍ରଣାଳୀ ସୁରକ୍ଷିତ ରହିବ : ଶ୍ରୀ ଚୌହାନକୃଷକଙ୍କ ସହାୟତା ପାଇଁ ନକଲି ବିହନ ବିପଦର ସମ୍ପୂର୍ଣ୍ଣ ସମାଧାନ କରାଯିବ : କେନ୍ଦ୍ର କୃଷିମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ
Read More...

ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧିତ କରିଛନ୍ତି ଅମିତ ଶାହ

ଦେଶର ବିଭିନ୍ନ ପ୍ରଜାତିର ବାଉଁଶରେ ସଜ୍ଜିତ ଦିଲ୍ଲୀର ବନସେରା ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ସାଜିଛିସ୍ୱାଧୀନତା ଆନ୍ଦୋଳନ ସମୟରେ ଉତ୍ତରାୟଣ ଦିନ “ସାଇମନ୍ ଗୋ ବ୍ୟାକ୍” ଗୁଡ଼ି ଉଡ଼ାଇ ସାଇମନ୍ କମିଶନଙ୍କ ବିରୋଧ କରାଯାଇଥିଲା ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ
Read More...

ଓଡ଼ିଶାରେ ନୂତନ ପାଠ୍ୟପୁସ୍ତକ ଏବଂ ଶିକ୍ଷକ ପ୍ରଶିକ୍ଷଣ ଉପରେ ମାଷ୍ଟ୍ରର ଟ୍ରେନରଙ୍କ ସହ ଆଲୋଚନା

• ମାତୃଭାଷା ଆଧାରିତ ଶିକ୍ଷାକୁ ସୁଦୃଢ଼ କରିବା ସହ ଶିଶୁମାନଙ୍କର ପୋଷଣକୁ ଧ୍ୟାନ ଦେବା - ଧର୍ମେନ୍ଦ୍ର ପ୍ରଧାନ• ଏନସିଇଆରଟି, କେନ୍ଦ୍ର ଓ ରାଜ୍ୟ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସଂଗଠନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜିଲ୍ଲା ଶିକ୍ଷା
Read More...

ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଦୁଇଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଘୋଷଣା

ଶିକ୍ଷାବର୍ଷ 2026-27 ପାଇଁ ସିୟୁଇଟି-ପିଜି ପ୍ରବେଶିକା ପରୀକ୍ଷା ମାଧ୍ୟମରେ ହେବ ନାମଲେଖା ଢେଙ୍କାନାଳ, (ପିଆଇବି) : ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଆସନ୍ତା ଶିକ୍ଷାବର୍ଷରୁ ଦୁଇଟି ନୂତନ ସ୍ନାତକୋତ୍ତର ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ସେଗୁଡ଼ିକ ହେଲା କର୍ପୋରେଟ୍ ଯୋଗାଯୋଗ
Read More...

ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା ପଖୱାଡା 2026 ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ
Read More...