Browsing Category

ଅପରାଧ

ଚାରିଶହ ବୋତଲ କଫ୍ ସିରପ୍ ଜବତ : ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ଖପ୍ରଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପୋଲିସ ବାହାରକୁ ଚାଲାଣ ହେଉଥିବା ଚାରିଶହ ବୋତଲ କଫ୍ ସିରପ୍ ଏବଂ ବାଇକ୍କୁ ମସିଣା ଛକରୁ ଜବତ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ବୋଡ଼େନର ଗଙ୍ଗାଧର ନାଗ ଏବଂ କୋମନାର ଟୁନା
Read More...

ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବ ଅଭିଯୋଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ଦିନକୁ ଦିନ ବଢୁଥିବା ଅପରାଧକୁ ନେଇ ଚାଞ୍ଚଲ୍ୟ ସୃ‌ଷ୍ଟି ହୋଇଛି । ଆଜି ଜଣେ ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ଆସିଛି । ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଯୋଜନାବଦ୍ଧ ଭାବରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ବି
Read More...

ଘରେ ପଶି ଚୋରି କରିଥିବା ୩ ଅଭିଯୁକ୍ତ ଧରାପଡ଼ିଲେ ପୋଲିସ ହାତରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବାଟ ଭାଂଗି ଘର ପଶି ଚୋରି କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଆଦାର୍ଶ ଟାଉନ୍‌ ଥାନା ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ଥାନ ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଦିଆଯାଇଥିବା ସୂଚନା ଅନୁସାରେ ଗତ ଅଗଷ୍ଟ ମାସ ୬ ତାରିଖ ଦିନ
Read More...

ବଲାଙ୍ଗିର ଟାଉନ୍‌ ପୋଲିସ ହାତରେ ଧରାପଡ଼ିଲେ ୨ ମୋଟର ସାଇକେଲ ଚୋର : ଉଦ୍ଧାର ହେଲା ଚୋରି ମୋଟର ସାଇକେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ପୋଲିସ ହାତରେ ୨ ଜଣ ମୋଟର ସାଇକେଲ ଚୋର ଧରା ପଡ଼ିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଟାଉନ୍‌ ଥାନା ଆଇଆଇସି ସଂଗାମ କେଶରୀ ପଟ୍ଟନାୟକ । ସୂଚନାରେ କୁହାଯାଇଛି ଯେ, ସ୍ଥାନୀୟ କନ୍ଧପାଲିପଡ଼ା ନିବାସୀ ପୃଥ୍ୱୀ‌ଶ୍ୱର ନାଗ ଗତ ୨୧ ତାରିଖ ଦିନ
Read More...

ବିଭତ୍ସ ଅ‌ନ୍ଧବି‌ଶ୍ୱାସ : ନୃଶଂସ ହତ୍ୟାକା‌ଣ୍ଡ

କୋରାପୁଟ : ବିଭତ୍ସ ଅନ୍ଧବିଶ୍ୱାସ ଯୋଗୁଁ ନୃଶଂସ ହତ୍ୟାକା‌ଣ୍ଡ ଘଟିଛି । ଗୁଣିଗାରେଡି ସନ୍ଦେହରେ ଗଳାକାଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଦେଲେ ଓ ଶରୀରକୁ ନଦୀ କୂଳରେ ପୋତିଦେଲେ ହତ୍ୟାକାରୀ ବୋଲି ଖବର ମିଳିଛି। ମାଲକାନଗିରି ପଡିଆ ଅଂଚଳରେ ଏଭଳି ଅଭବାନୀୟ ଘଟଣା
Read More...

ସମ୍ବଲପୁର ସହରରେ ପୁଣି ଏକ ହତ୍ୟାକାଣ୍ଡ

ସ‌ମ୍ବଲପୁର, (ପ୍ରଶା‌ନ୍ତ ମାଝୀ) : ସହରର ଟାଉନ ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ଼ କଲୋନୀ ସମ୍ମୁଖରେ ଗତକାଲି ସନ୍ଧ୍ୟା ୮ ଟାରେ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଭୀମସେନ ଗୁରୁ । ହତ୍ୟାକାରୀଙ୍କୁ ଶୀଘ୍ର ଧରାଯିବା ସହ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ : ଆନୁମାନିକ ମୂଲ୍ୟ ହେବ ୭୦ ଲକ୍ଷ

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । କୋରାପୁଟ ଜିଲାରେ ଚୋରା ଚାଲାଣ ସମୟରେ ୭୧୭ କେଜି ୬ଶହ ଗ୍ରାମ ଗଞ୍ଜେଇ ସହ ୩ଟି ଗାଡ଼ି ଜବତ ହୋଇଥିବା ଶନିବାର ଜଣାପଡ଼ିଛି । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ପ୍ରାୟ ୭୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସୂଚନା
Read More...

ମହୁଲପାଟଣା ଘାଟିରେ ମାରଣାସ୍ତ୍ର ଦେଖାଇ ଗୋରୁ ବେପାରୀ ଠୁ ୫ ଲକ୍ଷ ୨୨ହଜାର ଟଙ୍କା ଲୁଟ ଅଭିଯୋଗ

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ମହୁଲପାଟଣା ସାତ ନମ୍ବର ଘାଟି ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟ ହୋଇଥିବା ଜଣାପଡିଛି । ରାୟଗଡା ଜିଲ୍ଲାର ଜଣେ ଗୋରୁ ବେପାରୀଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟ୍‌ କରି ଦୁବୃତ୍‌ର୍ତ ମାନେ ଫେରାର
Read More...

ଦୁଇ ଜଣ ପ୍ରେମିକାର ଅଶ୍ଲିଳ ଫଟୋ ଫେସବୁକରେ ଭାଇରାଲ କରି ମହମ୍ମଦ ଅରମାନ ନାମକ ଯୁବକ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତରପ୍ରଦେଶ ରାଜ୍ୟର କସଗଂଜ ଥାନା ଅଂଚଳର ଏହି ଯୁବକ ପଦ୍ମପୁର ଥାନା ଓ ବରଗଡ ଟାଉନ ଥାନା ଅଂଚଳର ଦୁଇଜଣ ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା ଯୋଡିଥିଲା । ଜିସାନ ଖାନ ନାମରେ ଏକ ଫେକ ଫେସବୁକ ଖୋଲି ଏହି ଦୁଇ ଯୁବତୀଙ୍କ ଅଶ୍ଲିଳ ଫଟୋ ଭାଇରାଲ କରିଥିଲା । ଏ
Read More...

ବାମରାରେ ନକଲି ନୋଟ କାରଖାନା ଠାବ : ୩ ଗିରଫ, ୯୬ ହଜାର ୩ ଶହ ନକଲି ଟଙ୍କା ଜବତ

ଝାରସୁଗୁଡା : ବାମରାରେ ନକଲି ନୋଟ କାରଖାନା ଠାବ ହୋଇଥିବା ବେଳେ ୯୬ ହଜାର ୩ ଶହ ନକଲି ଟଙ୍କା ଜବତ କରିଛି ଝାରସୁଗୁଡା ଜିଲ୍ଲା ବନହରପାଲି ପୋଲିସ ବୋଲି ସୂଚନା ମିଳିଛି । ସମ୍ବଲପୁର ବାମରାରେ ଏକ ନକଲି ନୋଟ କାରଖାନା ଠାବ ହୋଇଥିବା ବେଳେ ଏହି ମାମଲାରେ ୩ ଜଣ ଗିରଫ ହୋଇଛ‌ନ୍ତି । ଗିରଫ
Read More...