ସ୍କୁଟି ଉପରକୁ ମାଡ଼ିଗଲା କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ଗେଟ ସମ୍ମୁଖ ରାସ୍ତାକଡରେ ଥିବା ଏକ ମଟର ସାଇକେଲ ଗ୍ୟାରେଜ ଦୋକାନ ଭିତର ଆଡ଼କୁ ମାଡ଼ି ଆସିଲା ଏକ କାର୍‌ । କାର ଚାଳକ ଭାରସାମ୍ୟ ହରାଇ ଏକ ସ୍କୁଟି ଉପରକୁ କାର୍ ଚଢ଼ାଇ ଦେଇଥିବା ଦେଖିବାକୁ ମିଳିଛି । ଗ୍ୟାରେଜରେ
Read More...

ବ୍ରିଜ୍ ତଳୁ ମୃତ ନବଜାତ ଶିଶୁ କନ୍ୟା ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳେ ବଲାଙ୍ଗିର ପୁଡାପାଲି ନିବୃତ୍ତି ଯୋର ବ୍ରିଜ୍ ତଳୁ ଏକ ମୃତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତକକୁ କେହି ଏଠାରେ ଫିଙ୍ଗି ଦେଇଥିବା ନେଇ ଅନୁମାନ କରାଯାଉଛି । ତେବେ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଗାଁ ଲୋକେ
Read More...

୨୦୨୭ ଜନଗଣନା ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ୨୦୨୭ ମସିହା ଜନଗଣନା ସମ୍ପର୍କିତ ଏକ ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା ଅତିରିକ୍ତ ଜ଼ିଲ୍ଲାପାଳ ତଥା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ କୁମାର କେର୍କେଟାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଋଷିକୂଲ୍ୟା
Read More...

ଛତ୍ରପୁରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଅବସ୍ଥାପିତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜନଶିକ୍ଷଣ ସଂସ୍ଥାନ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ମନୋଜ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଆନୁଷ୍ଠାନିକ ସଭାରେ
Read More...

ବିଶ୍ୱ ଗଣତାନ୍ତ୍ରିକ ସମ୍ପର୍କକୁ ଶକ୍ତି; ୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

ଆନ୍ତଃସଂସଦୀୟ ସମ୍ପର୍କରେ ବିଶ୍ୱବ୍ୟାପୀ ପହଞ୍ଚ; ଲୋକସଭା ବାଚସ୍ପତିଙ୍କ ଦୂରଦର୍ଶୀ ପ୍ରୟାସସମସ୍ତ ଦଳର ସହଭାଗରେ ସଂସଦୀୟ ପହଞ୍ଚ; ଭାରତୀୟ ଗଣତନ୍ତ୍ରର ସମାବେଶୀ ଶକ୍ତିବିଭିନ୍ନ ଦଳର ନେତାମାନଙ୍କୁ ବନ୍ଧୁତ୍ୱ ଗୋଷ୍ଠୀରେ ସାମିଲ; ବିଶ୍ୱ ମଞ୍ଚରେ ଭାରତୀୟ ଗଣତନ୍ତ୍ରର ବହୁମୁଖୀ ଚିନ୍ତାଧାରାର
Read More...

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

ପରିବର୍ତ୍ତିତ ପରିଦୃଶ୍ୟରେ ପ୍ରଶାସନିକ କ୍ଷେତ୍ରରେ ସୂଚନା ପରିଚାଳନାର ଗୁରୁତ୍ୱ ବୃଦ୍ଧି ପାଇଛି : ପିଆଇବି ଏଡିଜି ଅଖିଳ ମିଶ୍ର ଭୁବନେଶ୍ୱର, (ପିଆଇବି) : ଛଅ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ୍
Read More...

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

‘ସମବାୟ’ର ଅର୍ଥ ଶ୍ରମିକଙ୍କୁ ମଧ୍ୟ ଲାଭର ଏକ ଅଂଶ ଦେବା‘ଭାରତ ଟ୍ୟାକ୍ସି’ କେବଳ ଏକ ଯୋଜନା ନୁହେଁ; ଚାଳକମାନଙ୍କୁ ସମ୍ମାନିତ ‘ସାରଥି’ ଭାବେ ସ୍ଥାପିତ କରିବାର ଏକ ସଶକ୍ତ ପଦକ୍ଷେପ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଭାରତ
Read More...

ରେଳ ସୁରକ୍ଷାକୁ ସୁଦୃଢ କରୁଛନ୍ତି କବଚ ଓ ଏଆଇ

କବଚ ହେଉଛି ଏକ ସ୍ୱଦେଶୀ ଭାବରେ ବିକଶିତ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ । ଏହା ଟ୍ରେନ୍ ଗୁଡ଼ିକୁ ଉଭୟ ସୁରକ୍ଷା ଏବଂ ଦୁର୍ଘଟଣା ନିବାରଣ କ୍ଷମତା ପ୍ରଦାନ କରେକବଚକୁ ୨୨୦୦ ରୁଟ୍ କିଲୋମିଟରରୁ ଅଧିକ ରେଳ ଟ୍ରାକରେ କାର୍ଯ୍ୟକାରୀ କରାଯାଇଛିକବଚ ୪.୦ ବର୍ତ୍ତମାନ ପାଞ୍ଚଟି ଭାରତୀୟ ରେଳ
Read More...

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍ (ଏନଏମପି) ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

• ଏନଏମପି ୨.୦କୁ ବିକଶିତ ଭାରତର ଭିତ୍ତିଭୂମି ବିକାଶ ଯୋଜନା ଅନୁରୂପ ପରିକଳ୍ପନା କରାଯାଇଛି: କେନ୍ଦ୍ର ଅର୍ଥ ମନ୍ତ୍ରୀ• ୧୬.୭୨ ଲକ୍ଷ କୋଟି ଟଙ୍କାର ମୁଦ୍ରୀକରଣ ସମ୍ଭାବନାର ଆକଳନ କଲା ଏନଏମପି ୨.୦ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା
Read More...

ମାତୃଭାଷାର ଗରିମା ରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଶପଥ ପାଠ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମାତୃଭାଷାର ସୁରକ୍ଷା, ନିର୍ଭୁଲ ଉପଯୋଗ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯିବା ସହ ଏହାର ପ୍ରସାର ନିମନ୍ତେ ଶପଥ ପାଠ ଆଦି କାର୍ଯ୍ୟକ୍ରମ
Read More...