ତେଲ ଅଭିଭ୍ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରୀ ଗସ୍ତରେ ଇସ୍ରାଏଲରେ ପହଞ୍ଚିଛନ୍ତି । ତେଲ ଅଭିଭ୍ ବିମାନବନ୍ଦରରେ ପହଞ୍ଚିବା ପରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସାରା ନେତାନ୍ୟାହୁ ତାଙ୍କୁ ସ୍ୱାଗତ କରିଥିଲେ । ଆଗମନ!-->…
Read More...
Read More...