ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ସ୍ଵାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆରଏମସି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ସ୍ଥାନୀୟ ମଧୁସୂଦନ ମାର୍ଗ ଠାରୁ ଆରଏମସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ
Read More...

କେସିଙ୍ଗା ଏନ୍ ଏ ସି ତରଫରୁ ସ୍ଵାୟତ ଶାସନ ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି ନିଜକୁ ନିଜେ ଶାସନ କରିବା ଦିବସ ଅର୍ଥାତ ସ୍ଵାୟତ୍ତ ଶାସନ ଦିବସ ଏହି ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରସ୍ଥିତ ଏନ୍‌ଏସିରେ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ରବିବାର ସ୍ଥାନୀୟ କଲ୍ୟାଣ ମଣ୍ଡପରେ ପାଳନ
Read More...

ବନ ବିଭାଗ ଦ୍ଵାରା ଜଙ୍ଗଲି କୁଟୁରା ଉଦ୍ଧାର

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରା ବନ ବିଭାଗ ଉଦ୍ଧାର କରିଛି । କୁଟୁରାଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି । ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା ପ୍ରମୁଖ କୁଟୁରାକୁ ଯତ୍ନ ନେଉଛନ୍ତି
Read More...

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବେଲପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ମୁଣ୍ଡ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବାରୁ
Read More...

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ ସହ ଘର ଭଙ୍ଗାରୁଜା କଲା ଦୁର୍ବୃତ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପୂର୍ବ ଶତ୍ରୁତାରୁ ରାଗ ରଖି ନିଶାଶକ୍ତ ଅବସ୍ଥାରେ ଗାଁ ମନ୍ଦିରରେ ପୂଜା କରୁଥିବା ପୂଜକଙ୍କ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ଘର ଭଙ୍ଗାରୁଜା କଲା ସ୍ଥାନୀୟ ଜଣେ ଯୁବକ । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖପ୍ରାଖୋଲ ଥାନା ଦର୍ଲିପାଲି
Read More...

ଆଶୁତୋଷ ଠାକୁର ଏବଂ ରାଜେଶ ଶର୍ମାଙ୍କୁ ଯୁବ ସାହିତ୍ୟ ସମ୍ମାନ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ପୁରୀର ସଂସ୍କୃତି ଭବନ ଠାରେ ସୋନପୁରର ଅଗ୍ରଣୀ ଅନୁଷ୍ଠାନ ରୁମକୁଝୁମାନା ପକ୍ଷରୁ ଶ୍ରୀକ୍ଷେତ୍ରେ ନୁଆଁଖାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ପରିବେଶରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରଭାସ ସିଂହ ଯୋଗ ଦେଇଥିବାବେଳେ
Read More...

କେସିଙ୍ଗାରେ ୧୨୫ତମ ” ମନ କି ବାତ “କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : "ମନ କି ବାତ "ପ୍ରୋଗ୍ରାମ ଏକ କାର୍ଯ୍ୟକ୍ରମ ନୂହେଁ , ଲୋକଙ୍କର ବିଶ୍ବାସ ବୋଲି କହିଲେ କଳହାଣ୍ଡି ଜିଲ୍ଲାର ସାଂସଦ ମାଳବିକା ଦେବୀ । ଆଜି ୧୨୫ ତମ "ମନ କି ବାତ " କାର୍ଯ୍ୟକ୍ରମ କେସିଙ୍ଗା ବ୍ଲକ କନଫୋରେନସ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ନିଶୁଳ୍କ ସିକଲିନ ଓ ଥାଲାସେମିଆ ସଚେତନତା ଓ ଡାକ୍ତର ପରାମର୍ଶ ଶିବିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ନୀଳଚକ୍ର ନଗର ସ୍ଥିତ ସତ୍ୟ ସାଇ ମନ୍ଦିର ଠାରେ ରବିବାର ଦିନ ସକାଳ ୧୦ ଟାରୁ ମଧ୍ୟାହ୍ନ ୨.୩୦ ପର୍ଯ୍ୟନ୍ତ ଏକ ନିଶୁଳ୍କ ସିକ ଲିନ ଓ ଥାଲାସେମିଆ ସଚେତନତା ଓ ଡାକ୍ତର ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୁବନେଶ୍ୱର
Read More...

ସର୍ବଭାରତୀୟ ସ୍ତରରେ ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ସାମିଲ ହେଲା ପ୍ରାୟ ୨ ହଜାର ଇ-ସରକାରୀ ସେବା

• ଡିଜିଟାଲ ଇଣ୍ଡିଆ ଦିଗରେ ଆଉ ଏକ ମାଇଲଖୁଣ୍ଟ : ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ ଦ୍ୱାରା ଏସବୁ ସେବା ସାମିଲ• ସମସ୍ତ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନାଗରିକମାନେ ଏବେ ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରେ ବିଭିନ୍ନ ପ୍ରମାଣପତ୍ର, କଲ୍ୟାଣ ଯୋଜନା, ଉପଯୋଗୀତା ଦେୟ ଏବଂ ଅଧିକ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପବିତ୍ର ନୃସିଂହନାଥ ପୀଠରେ ଥିବା ସସ୍କୃତି ମଣ୍ଡପ ଠାରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗାୟତ୍ରୀ ବାହିନୀ
Read More...