ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୧ ଅଗଷ୍ଟ ୨୦୨୫ରେ ତିଆନଜିନ ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ନେତାଙ୍କ ଶିଖର ସମ୍ମିଳନୀ ଅବସରରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ କରିଥିଲେ । ୨୦୨୪ ଅକ୍ଟୋବରରେ ଉଭୟ ନେତା କାଜାନଠାରେ
Read More...

ଅନ୍ଵେଷା ଅନୁଷ୍ଠାନ ପକ୍ଷରୁ ନିଆରା ୧୧୬ତମ ସାମୁହିକ ଜନ୍ମଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷା ଦ ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୬ତମ ସାମୁହିକ ଜନ୍ମଉତ୍ସବ ଆୟୋଜିତ ହୋଇଯାଇଛି । ରାଉରକେଲା ପ୍ରଧାନ ପଲ୍ଲିର ସ୍ପେସିଆଲ ହୋମ୍‌ ବାଲସୁଧାର ଗୃହଠାରେ ୧୧୬ତମ ସାମୁହିକ ଜନ୍ମଦିବସ ପାଳିତ
Read More...

ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ : ଲୋଇସିଂହା ପାଇଲା ଏନ୍‌ଏସି ମାନ୍ୟତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦୀର୍ଘ ଦେଢ଼ ଦଶନ୍ଧି ଧରି ଲୋଇସିଂହାକୁ ଏନ୍ଏସି ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲା । ତେବେ ପ୍ରତୀକ୍ଷାର ଅନ୍ତ ଘଟିବା ସହିତ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଲୋଇସିଂହାକୁ ଏନ୍ଏସି ଘୋଷଣା କରିଛନ୍ତି । ଫଳରେ ସ୍ଥାନୀୟ ମହଲରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି
Read More...

ମିଟର ରିଡର ମାନଙ୍କର ନୂଆଖାଇ ଭେଟଘାଟ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ପାଇକମାଲ ଇଲେକ୍ଟ୍ରିକାଲ ଡିଭିଜନର ସମସ୍ତ ମିଟର ରିଡର ମାନଙ୍କର ନୂଆଖାଇ ଭେଟଘାଟ ସୁପରଭାଇଜର ଅଶ୍ୱିନୀ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ପାଇକମାଲ ସ୍ଥିତ ଗୋପପୁର ମହିମା ଆଶ୍ରମରେ ପାଳିତ ହୋଇଯାଇଛି । ନୂଆଖାଇ ଭେଟ ଘାଟ ସଭାରେ
Read More...

ବଲାଙ୍ଗିରରେ ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ସର୍ବଭାରତୀୟ ପୌରପରିଷଦର ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଆମର ବଲାଙ୍ଗିର ପୌରପରିଷଦ ତରଫରୁ ମଧ୍ୟ ଅଗଷ୍ଟ ୩୧ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ପୌରପରିଷଦଠାରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ
Read More...

ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ସ୍ଵାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆରଏମସି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ସ୍ଥାନୀୟ ମଧୁସୂଦନ ମାର୍ଗ ଠାରୁ ଆରଏମସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ
Read More...

କେସିଙ୍ଗା ଏନ୍ ଏ ସି ତରଫରୁ ସ୍ଵାୟତ ଶାସନ ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି ନିଜକୁ ନିଜେ ଶାସନ କରିବା ଦିବସ ଅର୍ଥାତ ସ୍ଵାୟତ୍ତ ଶାସନ ଦିବସ ଏହି ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରସ୍ଥିତ ଏନ୍‌ଏସିରେ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ରବିବାର ସ୍ଥାନୀୟ କଲ୍ୟାଣ ମଣ୍ଡପରେ ପାଳନ
Read More...

ବନ ବିଭାଗ ଦ୍ଵାରା ଜଙ୍ଗଲି କୁଟୁରା ଉଦ୍ଧାର

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରା ବନ ବିଭାଗ ଉଦ୍ଧାର କରିଛି । କୁଟୁରାଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି । ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା ପ୍ରମୁଖ କୁଟୁରାକୁ ଯତ୍ନ ନେଉଛନ୍ତି
Read More...

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବେଲପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ମୁଣ୍ଡ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବାରୁ
Read More...

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ ସହ ଘର ଭଙ୍ଗାରୁଜା କଲା ଦୁର୍ବୃତ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପୂର୍ବ ଶତ୍ରୁତାରୁ ରାଗ ରଖି ନିଶାଶକ୍ତ ଅବସ୍ଥାରେ ଗାଁ ମନ୍ଦିରରେ ପୂଜା କରୁଥିବା ପୂଜକଙ୍କ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ଘର ଭଙ୍ଗାରୁଜା କଲା ସ୍ଥାନୀୟ ଜଣେ ଯୁବକ । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖପ୍ରାଖୋଲ ଥାନା ଦର୍ଲିପାଲି
Read More...