ପୋଲିସ–ଜନତା ସମ୍ପର୍କ ସୁଦୃଢ଼ କରିବାରେ ଏକ ଅନୁକରଣୀୟ ପଦକ୍ଷେପ :
ଠୂଟିଭଟାରେ ଖପ୍ରାଖୋଲ ପୋଲିସର ଜନସମ୍ପର୍କ ଶିବିର ସଫଳ…
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପୋଲିସର ସୌଜନ୍ୟରେ ଖପ୍ରାଖୋଲ ପୋଲିସ ତରଫରୁ ସୋମବାର ଠୂଟିଭଟା ଗ୍ରାମରେ ଏକ ବୃହତ୍ ଜନସମ୍ପର୍କ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ଅଧ୍ୟକ୍ଷତା କରିଥିବା ବେଳେ,!-->…
Read More...
Read More...