କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଦ୍ଵାରା ଉଦଘାଟିତ ହେଲା କେସିଙ୍ଗା ଥାନାର ନୂତନ ଗୃହ
କେସିଙ୍ଗା, (ପ୍ରୀତେଶ ପଟେଲ) : କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାର ୧୭୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଭିଡିଓ କନଫରେନ୍ସ ମାଧ୍ୟମରେ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ଆଦର୍ଶ ଥାନାରେ ନୂତନ ଗୃହ ମଧ୍ୟ ଉଦଘାଟନ କରିଛନ୍ତି । କେସିଙ୍ଗା ଆଦର୍ଶ ଥାନା ପରିସରରେ ଆୟୋଜିତ!-->…
Read More...
Read More...