ଆପୋଲୋ ହସ୍ପିଟାଲ ପକ୍ଷରୁ କିଡନୀ ସଚେତନତା କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ କିଡନୀ ଦିବସରେ ଆପୋଲୋ ହସ୍ପିଟାଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନର ୱାକାଥନ ମାଧ୍ୟମରେ ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ସଚେତନତା ଶୋଭାଯାତ୍ରା ହସ୍ପିଟାଲ ପରିସରରୁ ବାହାରି ଆମ୍ବାଗାନ ଛକ!-->…
Read More...
Read More...