ଡୁଙ୍ଗୁରୀ ପାଲି ପ୍ୟାକ୍ସରେ ୬ କେଜି ଧାନ କଟୁଛି

ପ୍ୟାକ୍ସ ସମ୍ପାଦକଙ୍କ ମନମୁଖୀ କାରବାରକୁ ନେଇ ଚାଷୀ ଅସନ୍ତୋଷ, ଜିଲ୍ଲା ପରିଷଦ ସଦସ୍ୟଙ୍କ ଅଭିଯୋଗକୁ ବେଖାତିର କରୁଛି ପ୍ରଶାସନ ସଇଁତଲା, (କେପିଏନ୍‌ଏସ୍‌) : ରାଜ୍ୟରେ ବର୍ତ୍ତମାନ ପ୍ୟାକ୍ସ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଖରିଫ ଧାନ କିଣା ଚାଲୁ ରହିଛି । ମିଲର୍ସ ଏବଂ ପ୍ୟାକ୍ସ
Read More...

ଜାନୁଆରୀ ୮, ୨୦୨୬ ପୃଥିବୀ ଘୂର୍ଣ୍ଣନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ପୃଥିବୀର ଘୂର୍ଣ୍ଣନ ହେଉଛି ଏପରି ଏକ ଘଟଣା ଯାହା ଦିନରାତି ଚକ୍ରକୁ ସହଜ କରିଥାଏ । ଘୂର୍ଣ୍ଣନ କେବଳ ଦିନରାତି ନିର୍ଣ୍ଣୟ କରେ ନାହିଁ ବରଂ ପୃଥିବୀର ଋତୁ ଏବଂ ତାପମାତ୍ରା ପାଇଁ ମଧ୍ୟ ଦାୟୀ ଅଟେ । ଏହା କୋରିଓଲିସ୍ ପ୍ରଭାବ ଯଥା ବାୟୁ ପ୍ରବାହର
Read More...

ଭିସି ଜରିଆରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ –…

ଟିଟିଲାଗଡ, (ସଞ୍ଜୟ ନାୟକ) : ଟିଟିଲାଗଡ ନିକଟସ୍ଥ ସିଲୁଆଁ ଠାରେ ଅବସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଗୋଦାବରିଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ
Read More...

ଗୁଡଭେଲା ବ୍ଲକ୍ ସ୍ତରୀୟ ଏସ୍‌ଆଇଓଏସ୍ ଓ ଏନ୍‌ଆଇଓଏସ୍ ଅନ୍ତର୍ଗତ ମେଗା ଏଡ୍‌ମିସନ୍ କ୍ୟାମ୍ପ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ସ୍ତରୀୟ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‌ଆଇଓଏସ୍) ମେଟ୍ରିକ୍ ଶ୍ରେଣୀ ପାଇଁ ଓ ଜାତୀୟ ମୁକ୍ତ ବିଦ୍ୟାଳୟ (ଏନ୍‌ଆଇଓଏସ୍) ଦ୍ୱାଦଶ ଶ୍ରେଣୀ ପାଇଁ ମେଗା ଏଡମିସନ୍ ଓ ଓରିଏନ୍‌‌ଟେସନ୍ କ୍ୟାମ୍ପ ତୁଷୁରା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଜଗଦୀଶ
Read More...

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ସାଧନକର୍ମୀମାନଙ୍କ ପାଇଁ ପାଞ୍ଚଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଶ୍ରୀବିଜୟପୁରମ୍‌, (ପିଆଇବି) : ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ଓ ଜୀବନ ବ୍ୟାପୀ ଶିକ୍ଷାର ଦୃଢ଼ ଭିତ୍ତି ନିମନ୍ତେ ମୂଳ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣଅଂଶ । ଏହାକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷାନୀତି–୨୦୨୦, ୩ ରୁ ୮ ବର୍ଷ ବୟସର ପିଲାମାନଙ୍କୁ ସ୍କୁଲ ଶିକ୍ଷାର ପ୍ରଥମ ପାଞ୍ଚବର୍ଷ
Read More...

ବ୍ଲକ ସ୍ତରୀୟ ପରିବେଶ ବିଜ୍ଞାନ ମେଳା : ଶ୍ରେଷ୍ଠ ବିବେଚିତ ତିନୋଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ଉତ୍ସବକୁ ଉନ୍ନୀତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସିପାଞ୍ଜିରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ପରିବେଶ ବିଜ୍ଞାନ ମେଳା ପରିପୋଷଣୀୟ ଜୀବନ ଶୈଳୀ ବିଷୟବସ୍ତୁକୁ ଆଧାର କରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪ ଟି ବିଦ୍ୟାଳୟର ୩୩
Read More...

ଜର୍ଜଗଡ଼ ଗ୍ରାମରେ ଘର ଜମି ବଣ୍ଟନକୁ ନେଇ ଅସନ୍ତୋଷ ହୋଇ ସାଂସଦଙ୍କ ପାଖରେ ଫେରାଦ ହେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମ ନିକଟରେ ଥିବା ଜମିକୁ ତହସିଲଦାର ଅନ୍ୟ ଗ୍ରାମର ଲୋକଙ୍କୁ ଘର ପ୍ରଦାନ କରିବା ନେଇ ଖବର ପାଇ ଗ୍ରାମବାସୀମାନେ ତାଙ୍କ ପାଖକୁ କିଛିଦିନ ତଳେ ଯାଇ ସାକ୍ଷାତ କରିଥିଲେ, ଓ ସେହି ସ୍ଥାନରେ ସ୍କୁଲ ଖେଳପଡିଆ ତଥା
Read More...

ଜଳ ହେଉଛି ଜୀବନ : ହରିଶଙ୍କରରେ ପାଣି ପଞ୍ଚାୟତ ସପ୍ତାହର ଜନ ସଚେତନତା ଅଭିଯାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : “ଜଳ ହେଉଛି ଜୀବନ” ଏହି ସନ୍ଦେଶକୁ ନେଇ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କର ଝରଣା କୂଳରେ ପାଣି ପଞ୍ଚାୟତ ସପ୍ତାହ ଉତ୍ସାହ ଓ ସାର୍ଥକତାର ସହ ପାଳିତ ହୋଇଯାଇଛି । ବଲାଙ୍ଗିର କ୍ଷୁଦ୍ର ଜଳସେଚନ
Read More...

କଣ୍ଟାବାଞ୍ଜିରେ ଶଙ୍ଖଫୁଙ୍କା ହୁଳହୁଳି ପ୍ରତିଯୋଗିତା

କଣ୍ଟାବାଞ୍ଜି/ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଜଗନ୍ନାଥ ମନ୍ଦିର ପରିସରରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉପଲକ୍ଷେ କଣ୍ଟାବାଞ୍ଜି ପ୍ରଗତି ଓ ଅଲେଖ ମହିମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଶଙ୍ଖଫୁଙ୍କା ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ
Read More...

ଶିଶୁ କନ୍ୟାକୁ ଧର୍ଷଣ ସହ ହତ୍ୟା କରିଥିବା ଅଭିଯୁକ୍ତକୁ ବରଗଡ ପସ୍କୋ କୋର୍ଟରେ ମାଜିଷ୍ଟ୍ରେଟଙ୍କ ଫାସିଦଣ୍ଡ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ ସୋଢା ଗ୍ରାମରେ ୬ ବର୍ଷର ଶିଶୁ କନ୍ୟାକୁ ଧର୍ଷଣ ସହ ପଥରରେ ମୁଣ୍ତକୁ ଛେଚି ହତ୍ୟା କରିଥିବା ଅଭିଯୁକ୍ତ ପ୍ରଶାନ୍ତ ବରିହାକୁ ବରଗଡ ପସ୍କୋ କୋର୍ଟରେ ମଙ୍ଗଳବାର ମାଜିଷ୍ଟ୍ରେଟ ଫାସିଦଣ୍ଡ ଦେବାପାଇଁରାୟ
Read More...