ଜିଲ୍ଲାସ୍ତରୀୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : "ଭାରତର ଲୌହ ପୁରୁଷ” ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ସାରା ରାଜ୍ୟରେ ସର୍ଦ୍ଦାର ଅ ୧୫୦ ଉତ୍ସବ ଭାବେ ଆୟୋଜନ କରିବେ । ବଲାଙ୍ଗିର ଜିଲ୍ଲାରେ ମହାଆଡମ୍ବର ସହକାରେ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ
Read More...

ଟଳିଗଲା ବାତ୍ୟା : ପ୍ରସ୍ତୁତି ଅନେକ, ପ୍ରଭାବ ଶୂନ୍

ଜୟପାଟଣା, (ଶେଷଦେବ ବେହେରା) : ଆସନ୍ନ ବାତ୍ୟାକୁ ନଜରରେ ରଖି ପ୍ରଶାସନିକ ବ୍ୟବସ୍ଥାକୁ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ସମସ୍ତଙ୍କୁ ସଜାଗ କରି ଦିଆଯାଇଥିଲା । ପୂର୍ବରୁ ବନ୍ୟା ବିପତ୍ତି ଆଣୁଥିବା ନଦୀକୂଳିଆ ଗାଁମାନଙ୍କରେ ଲୋକଙ୍କୁ ସତର୍କ କରାଇବା ସହିତ ଅସ୍ଥାୟୀ ଶିବିରମାନ ଆୟୋଜିତ
Read More...

ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ଫସଲ

ମୁନିଗୁଡ଼ା, (ରମାକାନ୍ତ ପଡାଲ) : ମୁନିଗୁଡା ରେଞ୍ଜର ବିଭିନ୍ନ ଗାଁମାନଙ୍କରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଜଙ୍ଗଲ ଛାଡ଼ି ଏବେ ଜନବସତି ମୁହାଁ ହେଉଛନ୍ତି ହାତୀ । ମୁନିଗୁଡା ରେଞ୍ଜ ଅମ୍ବାଦଳା ସେକ୍ସନର ପିଡେଲପଦର, ଉମ୍ୱେର, ଖଲିଆଗୁଡ଼ା, କିଞ୍ଜିଲୁଆ, ନାନିବୁଟି, ଟିକରପଡା ଆଦି
Read More...

ବାଲିଗୁଡା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହା ବିଦ୍ୟାଳୟର ପରିସରରେ ବାଲିଗୁଡା ପୋଲିସ ବିଭାଗ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ତଥା ମହା ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସ ପାଳନ ଅବସରରେ ରଚନା ଓ ବକ୍‌କ୍ତକ୍ତୃତା ପ୍ରତିଯୋଗିତା
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ଉପସଭାପତି ଅଜୟ କୁମାର ପ୍ରଧାନଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର
Read More...

ଆମ ପୁଲିସର ସାଇବର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଇନ୍ସପେକ୍ଟର ଦେଜାଲିନ୍ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ମୁଖ୍ୟ ଡ. ସୁମନ ଦତ୍ତ ସ୍ୱାଗତ ଭାଷଣ ସହ ସାଇବର
Read More...

ରୋଟାରୀ କ୍ଲବର ପଥ ପଦର୍ଶକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ ଓ କ୍ୟାରିୟର ମ୍ୟାପ୍‌ର ମିଳିତ ଆନୁକୂଲ୍ୟରେ ପଥ ପଦର୍ଶକ (ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ଛାତ୍ର ଛାତ୍ରୀଙ୍କ ଭାବ ବିନିମୟ) କାର୍ଯ୍ୟକ୍ରମ ସେକ୍ଟର ୧୮ ସ୍ଥିତ ଉପହାର ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

“ମାଛ ତେଲ” ନାଁରେ ଚାଲିଛି ଠକେଇ, ସ୍ୱାସ୍ଥ୍ୟ ବିଭାଗ ନୀରବ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଅଞ୍ଚଳର ନିରୀହ ଜନସାଧାରଣଙ୍କୁ ଲକ୍ଷ୍ୟ କରି “ମାଛ ତେଲ” ନାଁରେ କିଛି ପଶ୍ଚିମବଙ୍ଗର ବେପାରୀ ବେପରୁଆ ଠକେଇ କରୁଥିବା ନଜରକୁ ଆସିଛି । ଆୟୁର୍ବେଦିକ ଔଷଧ ବୋଲି ଦାବି କରୁଥିବା ଏହି ଲୋକମାନେ ନିଜକୁ ଲାଇସେନ୍ସଧାରୀ ବୋଲି ପରିଚୟ ଦେଇ ଲୋକଙ୍କୁ
Read More...

ଅଣ କୁଶଳୀ ସୁପରଭାଇଜରଙ୍କ ଅବହେଳାରେ ଲକ୍ଷ୍ମୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ୪୭ ଜଣ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବାରମ୍ବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକ୍ଷ୍ମୀ ବସ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି । ସୁପରଭାଇଜର କହୁଛନ୍ତି ଆଡଜେଷ୍ଟ କର, ଚାଲିବ, ଚଳେଇ ଦେଇଥାଅ, ବସରେ ଷ୍ଟେପିନ ଟାୟାର ଥାଉ ବା ନ ଥାଉ, ବସରେ ବ୍ରେକ ଥାଉ ବା ନ ଥାଉ, ଆବଶ୍ୟକ ଅନୁଯାୟୀ
Read More...

ବାତ୍ୟା ମୋନ୍ଥାର ଲଗାଣ ବର୍ଷା ପ୍ରଭାବରେ ଭୁଷୁଡିଲା ଘର : ଅଳ୍ପକେ ବର୍ତ୍ତିଲେ ଆଠଜଣ ପ୍ରାଣୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୁଣ୍ଡୁରୀଗୁଡା ଗ୍ରାମରେ ବାତ୍ୟା ମୋନ୍ଥାର ଲଗାଣ ବର୍ଷା ଓ ତୁହାକୁ ତୁହା ପବନର ପ୍ରଭାବରେ ଭୁଷୁଡିଲା ଘର । ଅଳ୍ପକେ ବର୍ତ୍ତିଲେ ଆଠଜଣ ପ୍ରାଣୀ । ସେ ଆଠଜଣ ହେଲେ ହିକକା ନାରୀ, ଲାକି, ପୁଅ ସୀତାରାମ,
Read More...