ଆନ୍ତର୍ଜାତୀୟ ମହିଳା ଦିବସରେ ଖଲ୍ଲିକୋଟ ସଂଗଠନର ଅଂଶଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜଧାନୀ ଭୁବନେଶ୍ୱରର ଅଗ୍ରଣୀ ସଂଗଠନ ସଙ୍ଗିନୀ ଫାଉନଣ୍ଡେସନ୍ ପକ୍ଷରୁ ଜୟଦେବ ଭବନଠାରେ ଗତ ଗୁରୁବାର ସନ୍ଧ୍ୟାରେ ଏକ ମନୋଜ୍ଞ ସାଂସ୍କୃତିକ ଭରା ବାତାବରଣ ମଧ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ସମାହିତ
Read More...

ନୂଆପଡା ଜିଲ୍ଲାପାଳଙ୍କ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ଓ ବିଦ୍ୟାଳୟ ପରିଦର୍ଶନ

ସ୍ୱଚ୍ଛତା ଅଭିଯାନ ଓ ଶିକ୍ଷା କାର୍ଯ୍ୟକଳାପର ସମୀକ୍ଷା କଲେ ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ସିନାପାଲି ବ୍ଲକର ବିଭିନ୍ନ ସ୍ଥାନ ଓ ବିଦ୍ୟାଳୟ ପରିଦର୍ଶନ କରି ଚାଲୁଥିବା ଉନ୍ନୟନ କାର୍ଯ୍ୟ, ସ୍ୱଚ୍ଛତା ଅଭିଯାନ ଓ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା
Read More...

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

ଭୁବନେଶ୍ୱର, (ପିଆଇବି) : ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପ୍ରତିଷ୍ଠାନ (ଏନସିଇଆରଟି) ପକ୍ଷରୁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଶୈଶବ ଯତ୍ନ ଓ ଶିକ୍ଷା(ଇସିସିଇ) ଉପରେ ଏକ ଦୁଇଦିନିଆ କର୍ମଶାଳା ଶୁକ୍ରବାର (୧୩ ମାର୍ଚ୍ଚ) ଉଦ୍ଯାପିତ ହୋଇଯାଇଛି। ଏଥିରେ ମୂଳଭୂତ ସାକ୍ଷରତା
Read More...

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

● ନାଗରିକମାନଙ୍କୁ ଆତଙ୍କିତ ହୋଇ ଏଲପିଜି ସିଲିଣ୍ଡରର ବୁକିଂ ନ କରିବାକୁ ଅନୁରୋଧ; ଏଲପିଜି ବିତରକ ଏଜେନ୍ସିଗୁଡ଼ିକରେ ଭିଡ଼ ରୋକିବା ନିମନ୍ତେ ବୁକିଂ ଲାଗି ଡିଜିଟାଲ ମାଧ୍ୟମ ବ୍ୟବହାର କରିବାକୁ ଦିଆଗଲା ପରାମର୍ଶ● ନିରବଚ୍ଛିନ୍ନ ଘରୋଇ ଏଲପିଜି ଯୋଗାଣ ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ
Read More...

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେରେ ପରିବେଶ ଅନୁକୂଳ ବୈଶିଷ୍ଟ୍ୟ ଅନୁଧ୍ୟାନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି…

ଭୁବନେଶ୍ୱର, (ପିଆଇବି) : ପିଆଇବି, ଭୁବନେଶ୍ୱର ଆନୁକୂଲ୍ୟରେ ଉତ୍ତରାଖଣ୍ଡ ଯାଇଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଗସ୍ତର ଶେଷ ପର୍ଯ୍ୟାୟରେ ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସ ୱେ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଆଧୁନିକ ରାଜପଥ ଭିତ୍ତିଭୂମି ବିକାଶ ସମୟରେ କିଭଳି ପରିବେଶଗତ
Read More...

ଆଇ.ଆର୍.ଇ.ଏଲ୍. ସୌଜନ୍ୟରେ ଟିବି ରୋଗୀମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯକ୍ଷ୍ମାରୋଗର ନିରାକରଣ ନିମନ୍ତେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ ସାଂଗକୁ ପ୍ରତିକାର ବ୍ୟବସ୍ଥା ଦିଗରେ ବହୁଳ ପଦକ୍ଷେପ ଗ୍ରହଣ କରାଯାଇ ଆସୁଅଛି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଆଇ.ଆର୍.ଇ.ଏଲ୍.
Read More...

କୋଲକାତାରେ ୧୮,୭୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଏହି ପଦକ୍ଷେପଗୁଡ଼ିକ ସଂଯୋଗୀକରଣ ବୃଦ୍ଧି ସହ ଲୋକଙ୍କ ଜୀବନର ଗୁଣବତ୍ତା ଉନ୍ନତ କରିବ : ପ୍ରଧାନମନ୍ତ୍ରୀସାରା ଦେଶରେ ରେଳ ଆଧୁନିକୀକରଣର ଅଭିଯାନ, ପଶ୍ଚିମବଙ୍ଗରେ ମଧ୍ୟ ଦ୍ରୁତ ଗତିରେ ବଢୁଛି ରେଳ ଭିତ୍ତିଭୂମି : ପ୍ରଧାନମନ୍ତ୍ରୀପୂର୍ବ ଭାରତର ବାଣିଜ୍ୟ କେନ୍ଦ୍ର କୋଲକାତା ଓ ହଳଦିଆ ବନ୍ଦର;
Read More...

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

ସୋନମ ୱାଙ୍ଗଚୁକଙ୍କ ଅଟକ ତୁରନ୍ତ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିଷ୍ପତ୍ତି ନୂଆଦିଲ୍ଲୀ, (ପିଆଇବି) : ଶାନ୍ତିପ୍ରିୟ ଲେହ ସହରରେ ୨୪ ସେପ୍ଟେମ୍ବର ୨୦୨୫ରେ ସୃଷ୍ଟି ହୋଇଥିବା ଆଇନ-ଶୃଙ୍ଖଳା ପରିସ୍ଥିତି ପରେ ଶ୍ରୀ ସୋନମ୍ ଓ୍ବାଙ୍ଗଚୁକଙ୍କୁ ୨୬ ସେପ୍ଟେମ୍ବର ୨୦୨୫ରେ ଜାତୀୟ ସୁରକ୍ଷା ଆଇନ
Read More...

ଜାତୀୟ ସ୍ତରରରେ ଲୋକନୃତ୍ୟ ପରିବେଷଣ କରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସଫଳତା ଆଣିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚେନ୍ନାଇ ସ୍ଥିତ ସତ୍ୟଭାମା ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସସ ଅନୁଷ୍ଠାନ ପକ୍ଷରୁ ଅଖିଳ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ତରଫରୁ ଜାତୀୟ ସ୍ତରୀୟ ଯୁବ-ଉତ୍ସବ ସାହିତ୍ୟ ଓ ସାଂସ୍କୁତିକ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର
Read More...

ଅବସରପ୍ରାପ୍ତ ଶିକ୍ଷକ କୁଞ୍ଜବିହାରୀ କୁଅଁରଙ୍କୁ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଅବସରକାଳୀନ ବିଦାୟ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଜାମପଦର ପ୍ରାଥମିକ ବିଦ୍ୟାଳୟର ଅବସର ଗ୍ରହଣ କରିଥିବା ବରିଷ୍ଠ ଶିକ୍ଷକ କୁଞ୍ଜବିହାରୀ କୁଅଁରଙ୍କୁ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଚଲକି ଉଚ୍ଚ ପ୍ରାଥମିକ
Read More...