ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଆଜି ପଞ୍ଚାୟତ ସମିତି ବୈଠକ ଗୃହ, ପାଟଣାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ବ୍ଲକର ବିଭିନ୍ନ ଅଞ୍ଚଳରୁ
Read More...

ଦ୍ୱିଦିବସୀୟ ଓଡିଶୀ ସଂଗୀତ ମହୋତ୍ସବ ୨୦୨୬ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଜୟଦେବ କଳା ବିକାଶ କେନ୍ଦ୍ର ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସହଯୋଗରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଦୁଇଦିନିଆ ଓଡ଼ିଶୀ ସଙ୍ଗୀତ ମହୋତ୍ସବ ଉଦଯାପିତ
Read More...

ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠଗାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଛେଣ୍ଡସ୍ଥିତ ପାଠାଗାର ପରିସରରେ ଅନୁଷ୍ଠିତ ହେଇଯାଇଛି । ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱ ଓ ବିଜୟ କୁମାର ବରାଳଙ୍କ ସଂଯୋଜନରେ ଆୟୋଜିତ ଏହି
Read More...

ବଡ଼ଗାଁ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ବଡ଼ଗାଁ ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତ ପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର
Read More...

ସଚେତନ ନାଗରିକ ମଞ୍ଚର ୧୩ତମ ପ୍ରତିଷ୍ଠା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକ ମଞ୍ଚ ରାଉରକେଲାର ୧୩ ତମ ପ୍ରତିଷ୍ଠା ଦିବସ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଟା ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଇଂ ବିମଳ କୁମାର ବିଶି, ସାଧାରଣ ସମ୍ପାଦକ
Read More...

ଗୁଡଭେଲା ବ୍ଲକରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକର ୮୧ଟି ପରୀକ୍ଷା କେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ନବଭାରତ ସାକ୍ଷରତା ଅଭିଯାନ 'ଉଲ୍ଲାସ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୪୮୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଆଜି ଦ୍ୱିତୀୟ ପର୍ୟ୍ୟାୟରେ ସମୁଦାୟ ୮୧୯ ଜଣ
Read More...

ଟିଟିଲାଗଡ଼ରେ ନୂତନ ସୈନିକ ସ୍କୁଲ ସ୍ଥାପନ ପାଇଁ ରାଜ୍ୟସଭାରେ ଦାବି ଉଠାଇଲେ ସାଂସଦ ନିରଞ୍ଜନ ବିଶି

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ଏକ ନୂତନ ସୈନିକ ସ୍କୁଲ ସ୍ଥାପନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଲୋକହିତ ମୁଦ୍ଦା ଉଠାଇଛନ୍ତି । ସାଂସଦ ଶ୍ରୀ ବିଶି କହିଥିଲେ ଯେ, ବଲାଙ୍ଗିର ଜିଲ୍ଲାରେ ଏକ ନୂତନ ସୈନିକ ସ୍କୁଲ୍ ସ୍ଥାପନ ଅତ୍ୟନ୍ତ ଆବଶ୍ୟକ ।
Read More...

ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ନ୍ୟାୟ ସଂଗତ ଦରମା ଓ ସୁବିଧା ପ୍ରଦାନ ନ କରିବା ଯୋଗୁଁ କାର୍ଯ୍ୟ ବନ୍ଦ ଡାକରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡିଶାର ବିଭିନ୍ନ ବିଭାଗରେ ଆଉଟ ସୋର୍ସିଙ୍ଗ ଭିତ୍ତିରେ କାମ କରୁଥିବା କର୍ମଚାରୀ ଦୀର୍ଘ ସମୟ ଧରି ଅତ୍ୟନ୍ତ କମ୍ ଦରମାରେ ଓ ଅନିଶ୍ଚିତ ପରିସ୍ଥିତିରେ କାମ କରୁଛନ୍ତି । ସରକାରୀ କାମର ମୁଖ୍ୟ ଭାଗ ସେମାନେ କରୁଥିଲେ ମଧ୍ୟ ଯଥାର୍ଥ ସୁବିଧା ଓ ସୁରକ୍ଷା ପାଇ
Read More...

ଡିଆର୍‌ସିଏସ୍‌ଙ୍କୁ ବହିଷ୍କାର ସହ ନୂତନ ନିଯୁକ୍ତି ରଦ୍ଦ ଦାବୀ

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରିଛି : ଜିଲ୍ଲାପାଳ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୁଗୋଛା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ ସମ୍ପାଦକ ନବୀନ ଦାସଙ୍କ ଚାକିରିରେ ପରିବାରବାଦ ତଥା ଦୀର୍ଘ ଦିନରୁ
Read More...

ବଲାଙ୍ଗିରର ସାମ୍ବାଦିକ ପବନ ଅଗ୍ରୱାଲ ‘ଶିଖର’ ସମ୍ମିଳନୀରେ ସମ୍ମାନିତ

ସମାଜସେବା ଏବଂ ସାମ୍ବାଦିକତା ପାଇଁ ସମ୍ବଲପୁର/ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ଆନୁକୂଲ୍ୟରେ ଆୟୋଜିତ ପ୍ରାଦେଶିକ ଅଧିବେଶନ 'ଶିଖର'ରେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ପବନ ଗୋଏଙ୍କା (ନୂଆଦିଲ୍ଲୀ)ଙ୍କ କରକମଳରେ ବଲାଙ୍ଗିରର ସାମ୍ବାଦିକ ପବନ ଅଗ୍ରୱାଲଙ୍କୁ
Read More...