ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଦ୍ୱାରା ଜଳାଭିଷେକ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରଭାକର ମିଶ୍ର, ସାଧାରଣ ସମ୍ପାଦକ କପିଳେଶ୍ୱର ଖମାରୀ, ସଂଗଠନ ସଂପାଦକ ବିନୟ କୁମାର ମିଶ୍ର, ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ ତଥା ସମସ୍ତ ସଭ୍ୟମାନଙ୍କ ଦ୍ୱାରା ସ୍ଥାନୀୟ ଖୁଜେନପାଲି ଶିବ ମନ୍ଦିରରେ
Read More...

ଚୁଲିଫୁଙ୍କାରେ ୧୭ତମ ମହାଲକ୍ଷ୍ମୀ ପୂଜା ପାଇ କଳସ ଯାତ୍ରା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଲିଫୁଙ୍କା ଗାଁରେ ୧୭ତମ ମହାଲକ୍ଷ୍ମୀ ପୂଜା ପାଇ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶିବ ମନ୍ଦିର ଦେବବନ୍ଧ ପୋଖରୀରୁ କଳସ ଆଣି ପୂଜାସ୍ଥଳରେ ସ୍ଥାପନ କରିଥିଲେ । ଏଥିରେ ପୂଜାକର୍ତ୍ତା
Read More...

ବିନିକା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୯ତମ ବାର୍ଷିକ କ୍ରୀଡା ଉତ୍ସବ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିନିକାର ୧୯ତମ ବାର୍ଷିକ କ୍ରୀଡା ଗତ ତା ୦୧/୧୨/୨୫ ଓ ୦୨/୧୨/୨୫ ରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବିଶିଷ୍ଟ ଫୁଟବଲ ଖେଳ ପରିଚାଳକ ଜିତେନ୍ଦ୍ରିୟ ଥନାପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ
Read More...

ୟୁନିଟ ମାର୍ଚ୍ଚରେ ପୁରୀ ଜିଲ୍ଲାରୁ ପ୍ରତ୍ୟୁଷ ନିଶଙ୍କ ଏବଂ ଶୁଭେନ୍ଦୁ ଖଟେଇ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପି ଏକତା ଦୌଡ଼ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ପୁରୀ ଜିଲ୍ଲାରୁ ଦୁଇ ଜଣ ମନୋନୀତ ହୋଇ ଅଂଶଗ୍ରହଣ
Read More...

ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମଙ୍ଗଳବାର ସକାଳୁ ସକାଳୁ ଛତ୍ରପୁର କଲେଜ୍ ଛକ ନିକଟରେ ବାଇକ୍ ଦୁର୍ଘଟଣା ଘଟିଛି । ଜଣେ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ ହୋଇଥିବା ଜଣାଯାଇଛି । ସୂଚନା ଯୋଗ୍ୟ ଯେ, ବାଇକ୍ ଯୋଗେ ଦୁଇଜଣ ଯୁବକ ବେଙ୍ଗଲୁରୁ ସିଟିରୁ ବାଲେଶ୍ଵର ଅଭିମୁଖେ ଯାତ୍ରା
Read More...

ଭିନ୍ନକ୍ଷମଙ୍କ କଥା ବୁଝିଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭିନ୍ନକ୍ଷମଙ୍କ ନାମରେ ଆଧାରକାର୍ଡ ନଥିବା ହେତୁ ଭତ୍ତା ପାଇବାରେ ବଞ୍ଚିତ ହୋଇଥିବା ଜଣେ ଭିନ୍ନକ୍ଷମ ଯୁବକଙ୍କ ଏକ ବିଡମ୍ବନାର ବିଷୟକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଦୃଷ୍ଟି-ଆକର୍ଷଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଖଲ୍ଲିକୋଟ ସହରର
Read More...

ରାଜସ୍ୱ ମନ୍ତ୍ରୀଙ୍କ ଆରଏସପି ସଂପ୍ରସାରଣକୁ ନେଇ ସମୀକ୍ଷା ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ଦିନ ରାଉରକେଲା ଗସ୍ତରେ ଆସି ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ଓ ବିସ୍ଥାପିତଙ୍କ ଥଇଥାନ, କ୍ଷତିପୂରଣ ସଂପର୍କରେ ପ୍ରଶାସନ ଓ ଆରଏସପି ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ
Read More...

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ

ସମ୍ମିଳିତ ଉଦ୍ୟମ ଦ୍ୱାରା 'ନିରାପଦ କାର୍ଯ୍ୟସ୍ଥଳ ଓ ସବୁଜ ଭବିଷ୍ୟତ' ଉଦ୍ୟମ ସଫଳ ହେବ ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଦୂଷଣ ନିରାକରଣ ପୃଥିବୀ ପାଇଁ ଏକ ବିରାଟ ଆହ୍ଵାନ ବୋଲି ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳନ ଅବସରରେ ବିଶିଷ୍ଟ ପରିବେଶ ବିଜ୍ଞାନୀମାନେ ମତପ୍ରକାଶ କରିଛନ୍ତି ।
Read More...

ଗୁଡଭେଲା ବ୍ଲକ୍ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସକାରାତ୍ମକ ପରିବେଶ ସମସ୍ତଙ୍କ ଦାୟିତ୍ଵ ଗୁଡଭେଲା/ତୁଷୁରା, (କେପିଏନ୍‌ଏସ୍‌) : ସମଗ୍ର ଶିକ୍ଷା ବଲାଙ୍ଗିର ଓ ଗୁଡଭେଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ଗୁଡଭେଲା ଉଚ୍ଚ ବିଦ୍ୟାଳୟ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ
Read More...

ଓଡ଼ିଆପାଲିରେ ଅଭାବନୀୟ ଘଟଣା : କୁକୁଡ଼ା ଫାର୍ମର କେମିକାଲ ମିଶ୍ରିତ ମଦ ପିଇ ଜଣେ ମୃତ, ଦୁଇଜଣ ସଙ୍କଟରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଓଡ଼ିଆପାଲି ଗାଁରେ ଆଜି ଅପରାହ୍ନ ସମୟରେ ଘଟିଥିବା ଏକ ଭୟାବହ ଘଟଣା ଅଞ୍ଚଳସାରା ଚର୍ଚ୍ଚାରେ ରହିଛି । ସ୍ଥାନୀୟ ସୂତ୍ର ଅନୁସାରେ, କୁକୁଡ଼ା ଫାର୍ମ ସମ୍ମୁଖରେ ଗ୍ରାମର ଚନ୍ଦନ ମାଝୀ ଚରୁ ଭୋଜି ଦେଇଥିଲେ।
Read More...