ଆର୍ମେନିଆ-ଅଜର୍ବେଇଜାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୫ ହଜାର ଲୋକଙ୍କ ପ୍ରାଣ ଗଲାଣି : ବ୍ଲାଦିମିର୍ ପୁତିନ୍
ମସ୍କୋ : ରୁଷ୍ର ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍ କହିଛନ୍ତି ଯେ, ଆର୍ମେନିଆ-ଅଜର୍ବେଇଜାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ନାଗୋର୍ନୋ-କାରାବାଖ ଅଂଚଳରେ ପାଖାପାଖି ୫ ହଜାର ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି । ଗତକାଲି ଶ୍ରୀ ପୁତିନ୍ ଏକ ବୈଠକରେ କହିଛନ୍ତି ଦୁଇ ପକ୍ଷରୁ ଦୁଇ ହଜାରରୁ!-->…
Read More...
Read More...