ବଲାଙ୍ଗିର ଜେଲ୍‌ ଭିତରୁ ନିଶା ଦ୍ରବ୍ୟ ଜବତ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁକ୍ରବାର ସକାଳୁ ବଲାଙ୍ଗିର ଜିଲ୍ଲା କାରାଗାରରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରଯାଇଥିବା ବେଳେ ଜେଲ୍‌ ଭିତରେ ବନ୍ଦୀମାନେ ଗ୍ୟାଙ୍ଗବାର କରୁଥିବା ଓ ବିଭିନ୍ନ ଅପରାଧ ପାଇଁ ଯୋଜନା କରୁଥିବା ଖବର ପ୍ରସାରିତ ହେବା ପରେ ଶୁକ୍ରବାର ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ଜେଲ୍‌ ଭିତରେ ବଡ଼ ଧରଣର ଚଢ଼ାଉ କରାଯାଇଛି ।

Leave A Reply

Your email address will not be published.

error: Content is protected !!