ଅଜଣା ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବରଗଡ଼ର ସଂକଳ୍ପ ପରିବାର
ବରଗଡ, (ମୁନ୍ନା ସାହୁ) : ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବରଗଡ଼ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସଂକଳ୍ପ ପରିବାର’ । ଜଣେ ଅଚିହ୍ନା ବୃଦ୍ଧଙ୍କ ବାରିସ ହୀନ ଶବକୁ ପୂର୍ଣ୍ଣ ମର୍ଯ୍ୟଦାର ସହ ସତ୍କାର କରି ସଂଗଠନ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।!-->…
Read More...
Read More...