Daily Archives

ରେଳ ମନ୍ତ୍ରଣାଳୟ ୩୯୮.୩୬ କୋଟି ଟଙ୍କାର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

ଡିଜିଟାଲ ସଂଯୋଗୀକରଣ ବୃଦ୍ଧି ଏବଂ 'କବଚ ’ କାର୍ଯ୍ୟାନ୍ୱୟନକୁ ସହାୟତା ପାଇଁ ପ୍ରକଳ୍ପପଶ୍ଚିମ ରେଳବାଇରେ ଯୋଗାଯୋଗ ସୁଦୃଢ଼ ପାଇଁ ୧୯୨୯ ଆରକେଏମ ଅପ୍ଟିକାଲ ଫାଇବର ନେଟୱାର୍କ ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ ପଶ୍ଚିମ ରେଳବାଇରେ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି
Read More...

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

୪୬,୬୫୦ ମେଟ୍ରିକ ଟନ୍ ଏଲପିଜି ବହନ କରି ହର୍ମୁଜ୍ ପ୍ରଣାଳୀ ପାର କଲା ଜାହାଜ ଗ୍ରୀନ୍ ସାନଭିଏପର୍ଯ୍ୟନ୍ତ ସ୍ୱଦେଶ ଫେରିଛନ୍ତି ୧,୩୨୦ ରୁ ଅଧିକ ଭାରତୀୟ ନାବିକଭାରତୀୟ ମିଶନଗୁଡ଼ିକ ୨୪x୭ ହେଲ୍ପଲାଇନ୍ ପରିଚାଳନା କରୁଛନ୍ତି ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ପ୍ରମୁଖ
Read More...

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରୀସେବା ଯୋଗାଇଦେବା ରେଳବାଇର ପ୍ରାଥମିକତା : ଅଶ୍ୱିନୀ ବୈଷ୍ଣବ

ଦୁର୍ଘଟଣା ହ୍ରାସ ଓ ରେକର୍ଡ ମାଲପରିବହନ ପାଇଁ ରେଳ ପରିବାରକୁ ରେଳମନ୍ତ୍ରୀଙ୍କ ଅଭିନନ୍ଦନରେଳଷ୍ଟେସନ ରେଳବାଇର ମୁଖଶାଳା ସ୍ୱଚ୍ଛତା ପାଇଁ ସମର୍ପିତ ପ୍ରୟାସ ନିମନ୍ତେ ରେଳମନ୍ତ୍ରୀ ଦେଲେ ନିର୍ଦ୍ଦେଶ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ
Read More...

ବଲାଙ୍ଗିର ପୌରପରିଷଦ ତରଫରୁ ଜିଲ୍ଲାପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଏକ ମଡେଲ ଜଳଛତ୍ର ଖୋଲାଗଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ ତରଫରୁ ଜିଲ୍ଲାପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଏକ ମଡେଲ ଜଳଛତ୍ର ହରଗୌରୀ ଏସଏଚଜି ୱାର୍ଡ ନମ୍ୱର ୧୯ ଦ୍ଵାରା ପରିଚାଳିତ ହେବ । ଆଜି ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ କର କମଳରେ ଉଦ୍‌ଘାଟନ ହୋଇଯାଇଛି । ଏହି ଜଳ ଛତ୍ରରେ ଲେମ୍ଭୁ ପାଣି,
Read More...

ଛୋଟ ପିଲାଙ୍କ ବଡ଼ ସ୍ୱପ୍ନ : ଖପ୍ରାଖୋଲରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନୂତନ ଶିକ୍ଷାବର୍ଷ ଅବସରରେ ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଉତ୍ସାହର ସହିତ ପାଳିତ ହୋଇଥିଲା । ନୂତନ ଶିଶୁମାନଙ୍କୁ ଚନ୍ଦନ ଟିକା ସହ ସ୍ୱାଗତ କରାଯାଇ, ତାଙ୍କ ହାତରେ ଖଡ଼ି ଧରାଇ ପ୍ରଥମ ଅକ୍ଷର ଲେଖାଇ ଶିକ୍ଷା
Read More...

ନୂଆପଡାରେ ବୃହତ ଉଠା ଜଳସେଚନ ବିଭାଗର ବୈଠକ ଅନୁଷ୍ଠିତ : ଚାଷୀ ସମ୍ପର୍କ ସଂସ୍ଥା ଗଠନ ପାଇଁ କୃଷି ବିଜ୍ଞାନ କେନ୍ଦ୍ରକୁ…

ନୂଆପଡା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲାରେ ବୃହତ ଉଠା ଜଳସେଚନ ବିଭାଗର ଜିଲ୍ଲା ସ୍ତରୀୟ କାର୍ଯ୍ୟନ୍ୱୟନ ସମିତି (ଡିଏଲଆଇସି) ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାଇକ୍ରୋ କମାଣ୍ଡ ଏରିଆ ଡେଭଲପମେଣ୍ଟ
Read More...

ନୂଆପଡାରେ ଓଡ଼ିଆ ପକ୍ଷ –୨୦୨୬ ପାଳନ ଅବସରରେ ଓଡ଼ିଆ ନାମଫଳକ ଅଭିଯାନ ସଚେତନତା ପଦଯାତ୍ରା ଅନୁଷ୍ଠିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : “ଓଡ଼ିଆ ପକ୍ଷ–୨୦୨୬” ପାଳନ ଅବସରରେ ନୂଆପଡ଼ାରେ “ଓଡ଼ିଆ ନାମଫଳକ ଅଭିଯାନ” ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ଯସ୍ମିନ ସାହୁ ଜିଲ୍ଲାପାଳ କାର୍ଯ୍ୟାଳୟରୁ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ଏକତା
Read More...

ରାଣୀକଟା ଠାରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଣୀକଟା ଆମ୍ବେଦକର ନଗରବାସୀ ଦ୍ୱାରା ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ମହାସମାରୋହରେ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବଲାଙ୍ଗିର ତରଣି ସୁନା ଓ ପିପିର୍ଡା ସରପଂଚ ରୁବି ବାବୁ ଉନ୍ମୋଚନ କରିଥିଲେ ।
Read More...

ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ଉତ୍ସାହର ସହ ପାଳିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ସଦର ମହକୁମା ସ୍ଥିତ ପି.ଏମ୍ ଶ୍ରୀ ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଦାତା ଶ୍ରୀ ଗଣେଶ
Read More...

ନୂଆପଡ଼ାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଅନାଥ ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ପ୍ରସ୍ତୁତର ସ୍ଥିତି
Read More...