Monthly Archives

March 2026

ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ : ଫୁଲଝର ଗ୍ରାମରେ ଶୋକର ଛାୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି । ସ୍ୱର୍ଗତ ହୃଦାନନ୍ଦ ପୁଟେଲଙ୍କ ସାନ ଝିଅ ଅନୁପମା ପୁଟେଲ (୨୩) ଶନିବାର ସନ୍ଧ୍ୟାବେଳେ ଘର ଛାତ ଉପରକୁ କିଛି କାମରେ ଯାଇଥିଲେ । ଛାତରୁ ତଳକୁ ପାହାଚ ଓହ୍ଲାଇବା
Read More...

ଇମ୍ପେରିୟାଲ୍‌ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ

ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀସ୍ୱାସ୍ଥ୍ୟ ହିଁ ସବୁଠାରୁ ବଡ ସଂପଦ - ଅମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁରୁଣା ବସଷ୍ଟେଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡି ବିଲଡିଂ ଏସୋସିଏସନ ବଲାଙ୍ଗିର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬ ଷ୍ଟେଟ ଲେବେଲ
Read More...

ମଲମୁଣ୍ଡା ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଅଷ୍ଟମ ମାସିକ ବୈଠକ ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଏସ୍‌ପିଡ଼ି, ଓସେପା, ଓଡିଶାଙ୍କ ପତ୍ର ସଂଖ୍ୟା- ୨୫୭୪/ତା.୨୩.୦୨.୨୦୨୬, ଟିଇ ଓ ଏସସିଇଆରଟି,
Read More...

ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ, ଦୁଇ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟକୁ କାଠ ଡଙ୍ଗାରେ ମାଛ ଧରିବାକୁ ଯାଇ ପ୍ରବଳ ଢେଉରେ ଡଙ୍ଗା ବୁଡିଯିବା ଫଳରେ ଜଣେ ନିଖୋଜ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଅନ୍ୟଏକ ଡଙ୍ଗା ଯାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ସୁଚନା ମିଳିଛି । ଥୁଆମୂଲ ରାମପୁର ଥାନା
Read More...

ମାଇକ୍ରୋନ ଟେକ୍ନୋଲୋଜିର ସେମିକଣ୍ଡକ୍ଟର ଆସେମ୍ବଲି, ଟେଷ୍ଟ ଆଣ୍ଡ ପ୍ୟାକେଜିଂ ସୁବିଧାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ…

ମାଇକ୍ରୋନର ସେମିକଣ୍ଡକ୍ଟର ସୁବିଧାର ଉଦଘାଟନ ପ୍ରଯୁକ୍ତି ନେତୃତ୍ୱ ଦିଗରେ ଭାରତର ଯାତ୍ରାରେ ଏକ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀସଫ୍ଟୱେୟାର୍ ଶକ୍ତି ପାଇଁ ଦୀର୍ଘ ଦିନରୁ ପରିଚିତ ଭାରତ ଏବେ ହାର୍ଡୱେର୍ କ୍ଷେତ୍ରରେ ମଧ୍ୟ ନିଜର ପରିଚୟ ଦୃଢ଼ତାର ସହ ପ୍ରତିଷ୍ଠା କରୁଛି: ପ୍ରଧାନମନ୍ତ୍ରୀଆଜି ଭାରତ
Read More...

ଆଦିବାସୀ ଉନ୍ନତିକୁ ଗତି: କଳା, ସଂସ୍କୃତି ଓ ଉଦ୍ୟୋଗର ବିକାଶ ପାଇଁ ନୂତନ ପଦକ୍ଷେପ

ଆଗାମୀ କାର୍ଯ୍ୟକ୍ରମ ଗୁଡ଼ିକରେ ଶୁଦ୍ଧ ଆଦିବାସୀ ଉତ୍ପାଦ ଓ ଐତିହ୍ୟର ପ୍ରଦର୍ଶନ : ଜୁଏଲ୍ ଓରାମ ନୂଆଦିଲ୍ଲୀ, (ପିଆଇବି) : ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମାର୍ଚ୍ଚ ୨୦୨୬ରେ ଏକ ଐତିହାସିକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ
Read More...

କର୍ମ କ୍ଷେତ୍ରରେ ଏଆଇ : ଦକ୍ଷତା, ନିଯୁକ୍ତି ଏବଂ ନବସୃଜନକୁ ପ୍ରୋତ୍ସାହନ
ସମାବେଶୀ ବିକାଶ, ନବସୃଜନ ଏବଂ ଦକ୍ଷତା ବୃଦ୍ଧି

ପ୍ରମୁଖ ବିନ୍ଦୁ● ଷ୍ଟାନଫୋର୍ଡ ୟୁନିଭରସିଟିର ୨୦୨୫ ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନରେ ରହିଛି।● ଡାଟା ଭିତ୍ତିଭୂମି, ଔଦ୍ୟୋଗୀକତା ଏବଂ ଜନସଂଖ୍ୟା ହେଉଛି ଏଆଇ ଗ୍ରହଣ କରିବା କ୍ଷେତ୍ରରେ ପ୍ରମୁଖ ସହାୟକ।● ଭାରତରେ ଏଆଇ ଦକ୍ଷତାର ଆପେକ୍ଷିକ ପ୍ରସାର, ସମାନ
Read More...

ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

ରାଜସ୍ଥାନର ଆଜମେରଠାରେ ଦେଶବ୍ୟାପୀ ଏଚପିଭି ଟୀକାକରଣ ଅଭିଯାନ ଏବଂ ୧୭,୦୦୦ କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଆମ ସରକାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀଆଜି, ମୁଁ ଆଜମେରରୁ ଦେଶବ୍ୟାପୀ ଏଚପିଭି
Read More...

ବରଗଡ଼ ମହିଳା ସମିତିରେ ଋଷ ପର୍ଯ୍ୟଟକ

ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱ ପାଇଁ ଶିକ୍ଷା ଓ ଦୀକ୍ଷା ହେବା ଉଚିତ୍ ବରଗଡ଼, (ନିରୋଜ କୁମାର ପାଣୀ) : ଋଷ ଦେଶରୁ ଭାରତ ଭ୍ରମଣରେ ଆସିଥିବା ଜଣେ କର୍ମଜୀବୀ ନିଗିନା ଦାଭଲାତମାମାଦୋଭା ସନ୍ଧ୍ୟାରେ ବରଗଡ଼ ମହିଳା ସମିତି ପରିଦର୍ଶନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଭାରତୀୟ ସଂସ୍କୃତି
Read More...