Daily Archives

ଟିଟିଲାଗଡ ରେଳ ଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ଟ୍ରେନକୁ ଡେଇଁ ଆତ୍ମହତ୍ୟା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ସକାଳ ପ୍ରାୟ ୭.୪୦ମିନିଟ୍ ସମୟରେ ଟିଟିଲାଗଡ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ ରେ ଗୋଟିଏ ଅଜଣା ବ୍ୟକ୍ତି ବୟସ ପ୍ରାୟ ପାଖାପାଖି ୩୦ ରୁ ୩୫ ବର୍ଷ ହେବ ଗୋଟିଏ ମାଲବାହୀ ଟ୍ରେନ ଆସୁଥିବା ସମୟରେ ଟ୍ରେନ ଲାଇନ୍ ମଝିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।
Read More...

ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳରେ ପ୍ରଥମ ଥର ପାଇଁ ଏକ ୟୁକେ କରିକୁଲୁମ୍ ପ୍ଲେ ସ୍କୁଲ ଉଦଘାଟିତ ହୋଇଯାଇଛି । ଯାହାର ନାମ ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ରଖାଯାଇଛି । ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋପପୁର ମହିମା
Read More...

ଟ୍ରେନ ସମ୍ମୁଖରେ ଯୁବକଙ୍କ ମୃତ୍ୟୁ : ଲାଠୋର ଫାଟକ ଘଟଣାରେ ଚାଞ୍ଚଲ୍ୟ, ଜିଆରପି ନଆସିବାରୁ ପ୍ରଶ୍ନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଲାଠୋର ମୁଖ୍ୟ ରାସ୍ତାରେ ଥିବା ରେଲୱେ ଫାଟକ ନିକଟରେ ଜଣେ ଯୁବକ ଟ୍ରେନ ସମ୍ମୁଖରେ ପଡ଼ି ମୃତ୍ୟୁବରଣ କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୮.୩୦ଟା ସମୟରେ ଫାଟକ ନିକଟରେ କିଛି
Read More...