ନକଲି ଆଧାରକାର୍ଡ ବନାଇ ତିନିକୋଟି ଟଙ୍କାର ଜମି ବିକିଦେଲେ ଦଲାଲ
ଲାଠିକଟା ତହସିଲଦାରଙ୍କ ଭୂମିକା ସନ୍ଦେହ ଘେରରେ - ସରପଞ୍ଚ
ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ କିଛିଦିନ ହେବ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଜମି ମାଫିଆ/ଦଲାଲ ମାନଙ୍କ ଦ୍ୱାରା ନକଲି କାଗଜ ପ୍ରସ୍ତୁତ କରି!-->!-->!-->…
Read More...
Read More...