Monthly Archives

February 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ପଞ୍ଜୀକରଣ ସଂଖ୍ୟା ୩୫,୦୦୦ ଟପିଲା

ଯୋଗ ଦେବେ ୧୦୦ରୁ ଅଧିକ ଦେଶ, ୫୦୦ରୁ ଅଧିକ ଷ୍ଟାର୍ଟଅପ୍ଶିଖର ସମ୍ମିଳନୀ ପାଇଁ ଗଣମାଧ୍ୟମ ପଞ୍ଜୀକରଣ ଖୋଲା ଅଛି, ୮ ଫେବ୍ରୁଆରୀ ଆବେଦନର ଶେଷ ତାରିଖ ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀରେ ୧୬ରୁ ୨୦ ଫେବ୍ରୁଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍
Read More...

କେନ୍ଦ୍ରୀୟ ବଜେଟରେ ଓଡ଼ିଶାର ରେଳ ବିକାଶ ପାଇଁ ୧୦,୯୨୮ କୋଟିର ଐତିହାସିକ ଅନୁଦାନ : ‘ପୂର୍ବୋଦୟ ମିଶନ’ରେ…

• ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ• ‘ଡେଡିକେଟେଡ୍ ଇଷ୍ଟ-ୱେଷ୍ଟ ଫ୍ରେଟ୍ କରିଡର’ ଓଡ଼ିଶାର ଅର୍ଥନୀତି ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ• ରାଜ୍ୟରେ ପ୍ରାୟ ୯୦,୬୫୯ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ• 'ଅମୃତ ଷ୍ଟେସନ
Read More...

ପାରାଦୀପରେ ସିଆଇଏସଏଫ୍ ‘ବନ୍ଦେ ମାତରମ୍’ କୋଷ୍ଟାଲ୍ ସାଇକ୍ଲୋଥନ୍-୨୦୨୬କୁ ଉଚ୍ଛ୍ୱସିତ ସ୍ବାଗତ

ପାରାଦୀର, (ପିଆଇବି) : ଉପକୂଳ ସୁରକ୍ଷା, ପରିବେଶ ସଚେତନତା ଓ ଜାତୀୟ ଏକତା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ସିଆଇଏସଏଫ୍ ବନ୍ଦେ ମାତରମ୍ କୋଷ୍ଟାଲ୍ ସାଇକ୍ଲୋଥନ–୨୦୨୬କୁ ଫେବ୍ରୁଆରୀ ୧ ତାରିଖ ପାରାଦୀପଠାରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବନ୍ଦେ
Read More...

ରାଜ୍ୟକାର୍ଯ୍ୟାଳୟ ଭୁବନେଶ୍ଵର ଦ୍ବାରା ରାଜଧାନୀ ଭୁବନେଶ୍ବରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

• ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର ଭୁବନେଶ୍ୱରରେ ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କରିଥିଲେ ।• ଭୁବନେଶ୍ୱର ଗସ୍ତ ସମୟରେ, ସେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ ର ଏକ ଆଞ୍ଚଳିକ ସ୍ତରୀୟ ଖଦି ପ୍ରଦର୍ଶନୀ ମଧ୍ୟ ଉଦଘାଟନ କରିଥିଲେ ।• ଉଦଘାଟନୀ
Read More...

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର, (ପିଆଇବି) : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ଜାନୁଆରୀ-୨୦୨୬ ଶିକ୍ଷା ସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଅବଧିକୁ ଚଳିତ ଫେବୃଆରୀ ମାସ ୧୫ ତାରିଖ
Read More...

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ

ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ ଭୁବନେଶ୍ୱର, (ପିଆଇବି) : ତେଲଙ୍ଗାନା ହାଇଦ୍ରାବାଦରୁ ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଛି । ଆଜି ଏହି ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିଦର୍ଶନ କରିଛି । ସେଠାରେ ପ୍ରତିନିଧି ଦଳର
Read More...

କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ଅନୁଦାନ କ୍ରମାଗତ ଭାବେ ବଢ଼ୁଛି

● 2026-27 ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ଟିକସ ଭାଗ ଆକାରରେ 67,460 କୋଟି ଟଙ୍କା ବ୍ୟୟବରାଦ● 30 ଜୁନ୍ 2025 ସୁଦ୍ଧା ଓଡ଼ିଶାରେ 5,897 କିଲୋମିଟର ଜାତୀୟ ରାଜପଥ ନିର୍ମାଣ● ରେଳ ଟ୍ରାକ୍ ନିର୍ମାଣ ତିନି ଗୁଣ ଏବଂ ବିଦ୍ୟୁତିକରଣରେ ପାଞ୍ଚଗୁଣ ବୃଦ୍ଧି; ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ
Read More...

ତୃତୀୟ ସୁକତେଲ ମହୋତ୍ସବ ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର ସଦରବ୍ଲକ, (ରାଜେଶ ଦଣ୍ଡସେନା) : ତୃତୀୟ ସୁକତେଲ ମହୋତ୍ସବ ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ନେସନାଲ ସର୍ଭିସ ଫାଉଣ୍ଡେସନ ତଥା ମହୋତ୍ସବ କମିଟିର ଚେୟାରମେନ ବିଧୁଭୂଷଣ ସିଂହଦେଓ ଏଥିରେ ସଭାପତିତ୍ୱ
Read More...

ପୁଞ୍ଜିପଥରରେ ଟିଟିଲାଗଡ ଶାଖା ଜୀବନ ବୀମା ଅଭିକର୍ତ୍ତା ସଂଘର ୨୯ତମ ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ

ନୂତନ କର୍ମକର୍ତ୍ତା ନିର୍ବାଚିତବୁଲବୁଲ୍ ମେହେର ସଭାପତି, ଅସୀମ କୁଣ୍ଡୁ ସମ୍ପାଦକ, କ୍ଷୀରୋଦ ସାହୁ କୋଷାଧ୍ୟକ୍ଷ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ(ଲିଆଫି) ଟିଟିଲାଗଡ ଶାଖାର ୨୯ତମ ସାଧାରଣ ବାର୍ଷିକ ସଭା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା
Read More...

ଉଦ୍‌ଘାଟିତ ହେଲା ପାଟଣେଶ୍ୱରୀ ମହୋତ୍ସବ

ଚଣ୍ଡିପାଠ ଓ ହୋମଯଜ୍ଞ ଆରମ୍ଭ ହେଲା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ଦେବୀଙ୍କର ପୀଠକୁ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଗତ ୧ ଫେବୃୟାରୀରୁ କଳସ ଶୋଭାଯାତ୍ରା ଓ ଶୁଭ କଳସ ସ୍ଥାପନ ହୋଇଥିଲା । ସହର ପରିକ୍ରମା କରି କରଙ୍ଗାକଟାରୁ ଜଳ
Read More...