Monthly Archives

February 2026

ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆଜିଠୁ ଆରମ୍ଭ : ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସଦର ମହକୁମା ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ ନ ହେଉଣୁ ଗତକାଲି ସକାଳୁ ସକାଳୁ ଏକ ନୂଆ ବିବାଦ ଦେଖାଯାଇଥିଲା । ବସଷ୍ଟାଣ୍ଡ ନିର୍ମାଣ ପାଇଁ ସେହି ପୁରୁଣା ଜାଗାରେ ବ୍ୟାରିଗେଟ୍ କରିଥିଲା ନିର୍ମାଣକାରୀ ଠିକା ସଂସ୍ଥା । ସକାଳୁ
Read More...

ନୂଆପଡ଼ାର ନିଖୋଜ ଦାଦନ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର

ଘଟଣାର ୩ ମାସ ପରେ ଜେଲଗଲା ଦାଦନ ସର୍ଦ୍ଦାର ପ୍ରଶାନ୍ତ ଚନ୍ଦନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପେଟପାଟଣା ପାଇଁ ଗତ ସେପ୍ଟେମ୍ବର ମାସରେ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିବା ଭଳି ପୁଣି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା । ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା
Read More...

ବଲାଙ୍ଗିର ପୋଲିସ ହାତରେ ୟୁଏସ୍‌ ନିର୍ମିତ ମାଉଜର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ହାତରେ ୟୁଏସ୍‌ ନିର୍ମିତ ମାଉଜର । ବଲାଙ୍ଗିର ଟାଉନ ଥାନା ପୋଲିସ ଗତକାଲି ଏକ ଡକାୟତି ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି । ସହରର ରାଜୀବ ନଗର ଠାରେ ଏହି ଡକାୟତି ଗ୍ୟାଙ୍ଗ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ମାଡ଼ି ବସି
Read More...

ଫଟାମୁଣ୍ଡା ୟୁପି ସ୍କୁଲ ପ୍ରଧାନଶିକ୍ଷକଙ୍କ ଦାଦାଗିରି ଓ ବ୍ୟାପକ ଅନିୟମିତତା ଅଭିଯୋଗ : ସ୍କୁଲରେ ତାଲା ପକାଇ ତୀବ୍ର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଫଟାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚତୁର ବାଗ ବହୁ ବର୍ଷ ଧରି ଏହି ସ୍କୁଲରେ ହିଁ ରହି ଦାଦାଗିରି କରୁଥିବା ତଥା ତାଙ୍କ ଇଙ୍ଗିତରେ ସ୍କୁଲରେ ବ୍ୟାପକ ଅନିୟମିତତା
Read More...

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ନିକଟବର୍ତ୍ତୀ ପତ୍ରାପାଲି (ଗ) ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
Read More...

ଗଞ୍ଜାମ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ଭାବେ ଭଗବାନ ଗନ୍ତାୟତ ଏବଂ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠତା ଭିତ୍ତିରେ ଦୁଇଜଣଙ୍କ ନାମ ଘୋଷିତ ହୋଇଛି । ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ଭଗବାନ ଗନ୍ତାୟତ ଏବଂ ସୋରଡାର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କୁ କାର୍ଯ୍ୟକାରୀ ସଭାପତି
Read More...

ଚଳିତ ବର୍ଷର ସମ୍ମାନ ଜନକ ସ୍ୱର୍ଗତ ରମେଶ ପ୍ରଧାନ ସ୍ମୃତି ସମ୍ମାନ ପାଇଲେ କୋଶଳି ଗବେଷକ ସୁଶୀଳ କୁମାର ଗୁରୁ

ତୁଷୁରା, (କେପିଏନ୍‌ଏସ୍‌) : ପଞ୍ଚମ ତୋଷାଳୀ ମହୋତ୍ସବ ଉପଲକ୍ଷେ ନିଷାନ ସାହିତ୍ୟ, କଳା ଓ ସଂସ୍କୃତି ଏକାଡେମୀ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବହୁଭାଷୀ କବିତା ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ବିଶିଷ୍ଟ
Read More...

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର, (ପିଆଇବି) : ପିଆଇବି ତତ୍ତ୍ୱାବଧାନରେ ତେଲଙ୍ଗାନାରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଭୁବନେଶ୍ୱରସ୍ଥିତ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର)- ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିଦର୍ଶନ
Read More...

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

ସମାବେଶୀ ବିକାଶ, ନୂତନ ଉଦ୍ଭାବନ ଏବଂ ସାମାଜିକ ପରିବର୍ତ୍ତନର ମାଧ୍ୟମ ରୂପେ କାର୍ଯ୍ୟ କରିବାର ଗୁରୁଦାୟିତ୍ୱ ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେ ରହିଛି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ, (ପିଆଇବି) : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 3 ଫେବୃଆରୀ, 2026 ବାଲେଶ୍ୱରଠାରେ ଫକୀର
Read More...

ଦେବମୋଗ୍ରା, କୋଏମ୍ବାଟୁର, ରାୟପୁର, ଗୌହାଟୀ ଏବଂ ଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗରେ ଏକ୍ସାମ୍ ୱାରିୟର୍ସଙ୍କ ସହ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ଫେବୃଆରୀ ୬ ତାରିଖରେ ସ୍ୱତନ୍ତ୍ର ‘ପରୀକ୍ଷା ପେ ଚର୍ଚ୍ଚା’ ଏପିସୋଡର ଆକର୍ଷଣୀୟ ବାର୍ତ୍ତାଳାପ ଏବଂ ଭାରତର ଯୁବକମାନଙ୍କ ସାମୂହିକ ଉତ୍ସାହର ସାକ୍ଷୀ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି । ପରୀକ୍ଷା ଋତୁ ପାଖେଇ
Read More...