Monthly Archives

February 2026

ଓଏସ୍‌ଏପି ଅଷ୍ଟମ ବାଟାଲିୟନର ୧୨ତମ ବାର୍ଷିକ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ଓଏସ୍‌ଏପି ଅଷ୍ଟମ ବାଟାଲିୟନର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ଓପେନ ଜିମ ଓ ଶିଶୁ ଉଦ୍ୟାନ
Read More...

ଉତ୍କଳ ପ୍ରାଦେଶିକ ମାରୱାଡ଼ି ମହିଳା ସମ୍ମେଳନ ବଲାଙ୍ଗିରର ନୂତନ ନେତୃତ୍ୱ

ସନ୍ତୋଷ ଲାଲ ଅଧ୍ୟକ୍ଷା, ସୁନୀତା ସମ୍ପାଦିକା ଭାବେ ମନୋନୀତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ପ୍ରାଦେଶିକ ମାରୱାଡ଼ି ମହିଳା ସମ୍ମେଳନର ବଲାଙ୍ଗିର ଶାଖାରେ ନୂତନ ନେତୃତ୍ୱ ନିର୍ବାଚନ ସହିତ ମହିଳା ସଶକ୍ତିକରଣ ଦିଗରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି । ୨୦୨୬ରୁ ୨୦୨୮ ବର୍ଷ ପାଇଁ
Read More...

ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଶୁକ୍ରବାର ରାତି ପ୍ରାୟ ୭ଟା ସମୟରେ ଜଣେ ୧୮ ବର୍ଷୀୟ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ ହୋଇଛି । ଯୁବତୀ ଜଣକ ତାଙ୍କ ଘର ପଛପଟେ ଚୁଲିକୁ ନିଆଁ ଆଣିବା ପାଇଁ ଯାଇଥିବା ବେଳେ ସେହି ସମୟରେ କଣେ ଅଜଣା ବ୍ୟକ୍ତି
Read More...

ଭାରତୀ ବିଦ୍ୟାପୀଠ ବାର୍ଷିକ ଉତ୍ସବ ସହ କନିଷ୍ଠ କିରାଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ପରିସରରେ ବାର୍ଷିକ ଉତ୍ସବ ସ୍କୁଲ୍ ଡି.ଡି.ଓ ସୁଚିତ୍ରା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବୁଧବାର ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଶନ୍ନ କୁମାର ବେହେରା,
Read More...

ପିତାମହୁଲ ଗାଁରେ ଅଷ୍ଟପ୍ରହରୀ ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପିତାମହୁଲ ଗାଁରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଗୁରୁବାର ଦିନ ସନ୍ଧ୍ୟାରେ କଳସ ଯାତ୍ରା କରାଯାଇଥିଲା ଓ ଶୁକ୍ରବାର ଦିନ ସକାଳ ୭ ଘଣ୍ଟା ୫୨ ମିନିଟରେ ନାମଯଜ୍ଞ ଆରମ୍ଭ
Read More...

ମୋଟେର ଜୟପାଟଣା ମୁଖ୍ୟ ରାସ୍ତାରେ ଜଳିଗଲା ପିଚୁ ବୋଝେଇ ହାଇୱା

ଜୟପାଟଣା, (ଶେଷଦେବ ବେହେରା) : ମୋଟେର ଜୟପାଟଣା ମୁଖ୍ୟ ରାସ୍ତାରେ ଏକ ପିଚୁ ବୋଝେଇ ହାଇୱା ଜୟପାଟଣା ପଟକୁ ଆସୁଥିବା ବେଳେ ବିଜମରା ପାଖରେ ଗାଡ଼ିର ଚକ ଫାଟି ଯିବାରୁ ଗାଡ଼ିରେ ନିଆଁ ଲାଗିଗଲା । ଘଟଣା ସ୍ଥଳରୁ କିଛି ଲୋକ ଜୟପାଟଣା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ତତକ୍ଷଣାତ ଘଟଣା ସ୍ଥଳରେ
Read More...

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

• ଶ୍ରମିକ କଲ୍ୟାଣ ଏକ ‘ବୈଚାରିକ ଆନ୍ଦୋଳନ’ - ଧର୍ମେନ୍ଦ୍ର ପ୍ରଧାନ• ସାମାଜିକ ଜୀବନର ପ୍ରାରମ୍ଭରେ ମଜଦୁର ସଂଘର ଜଣେ କାର୍ଯ୍ୟକର୍ତ୍ତା ହେବା, ମୋ ପାଇଁ ସୌଭାଗ୍ୟର ବିଷୟ• ଦେଶର ଶ୍ରମିକଙ୍କ ପରିଶ୍ରମ ଓ ଦକ୍ଷତା ବଦଳରେ ଭାରତର ଅର୍ଥନୀତି ମଜଭୂତ୍ ହୋଇଛି• ମଧ୍ୟାହ୍ନ ଭୋଜନର ସହାୟିକା,
Read More...

ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗସ୍ତରେ ଥିବା ତାମିଲନାଡୁ ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର, (ପିଆଇବି) : ଚେନ୍ନାଇର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଏକ ୧୫ ଜଣିଆ ତାମିଲ ଗଣମାଧ୍ୟମ ପ୍ରତିନିଧି ଦଳ ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଅଛନ୍ତି । ଗସ୍ତ ଅବସରରେ ଆଜି ଏହି ପ୍ରତିନିଧି ଦଳ ଭୁବନେଶ୍ୱର ଲୋକଭବନ ଠାରେ ରାଜ୍ୟପାଳ ଡକ୍ଟର ହରିବାବୁ
Read More...

ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍-ଜି ସେବାର ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୟୂରଭଞ୍ଜ, (ପିଆଇବି) : ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ୍ ଅନ୍ତର୍ଗତ ସିମିଳିପାଳ ଅଞ୍ଚଳର ଗୁଡୁଗୁଡିଆ, ବରସିଆ ଓ ଅସ୍ତକୁଅଁର ଗ୍ରାମରେ ଭାରତ ସଞ୍ଚାର ନିଗମ୍ ଲିମିଟେଡ୍ (ବିଏସଏନଏଲ) ପକ୍ଷରୁ ଫୋର୍‌-ଜି ମୋବାଇଲ୍ ସେବାର ଉଦ୍‌ଘାଟନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମ୍ପନ୍ନ
Read More...

ମାଲେସିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ନିମନ୍ତ୍ରଣରେ ମୁଁ ଆଜି ମାଲେସିଆକୁ ଏକ ସରକାରୀ ଗସ୍ତରେ ଯାଉଛି । ଭାରତ ଏବଂ ମାଲେସିଆ ମଧ୍ୟରେ ଐତିହାସିକ ସମ୍ପର୍କ ଗତ କିଛି ବର୍ଷ ମଧ୍ୟରେ ଦୃଢ଼ ପ୍ରଗତି ହାସଲ କରିଛି । ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ସହ
Read More...