Daily Archives

ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁସକେଲା ଗ୍ରାମ ପଞ୍ଚାୟତର ଲୁଧିପଡ଼ା ସ୍କୁଲରୁ ଗତ ରାତିରେ ନଳକୂପ ଚୋରି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ସରକାର ଲୋକଙ୍କ ପାଇଁ ଯେତେ ଯୋଜନା କରୁଛନ୍ତି ତାହାବି ଚୋର ଛାଡ଼ୁ ନାହାନ୍ତି । ଏପରି ଏକ ଘଟଣା ଘଟିଛି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଲୁଧିପଡ଼ା ସ୍କୁଲରେ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ନଳକୂପକୁ ଗତ କାଲି ରାତିରେ କେହି
Read More...

ଛତ୍ରପୁର ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ଶିକ୍ଷକ ଦିଗଦର୍ଶନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ଗୁରୁବାର ଶିକ୍ଷକ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ଛତ୍ରପୁର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା
Read More...

ଯୁକ୍ତରାଷ୍ଟ୍ର ଆମେରିକାର ବିଶେଷଜ୍ଞ ପ୍ରତିନିଧି ମଣ୍ଡଳୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିନିଧିମଣ୍ଡଳୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାର ଚିଙ୍ଗୁଡ଼ି ଯାଆଁଳ ଉତ୍ପାଦନ କେନ୍ଦ୍ର ଓ ଖାରିଜଳ ଚାଷରେ ଅନୁସରିତ ମାନଦଣ୍ଡର ୟୁଏସଏଫଡିଏ ଟିମ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରତିନିଧି ମଣ୍ଡଳୀ ପ୍ରଥମେ
Read More...

ଜିଲ୍ଲା ସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ : ଯୋଗ ଦେଲେ ମନ୍ତ୍ରୀ ରବି ନାଏକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଚନ୍ଦ୍ରମା ହୋଟେଲ ସ୍ଥିତ ସଭାଗୃହ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ
Read More...

ଭାରତ – ଇସ୍ରାଏଲ ମିଳିତ ବିବୃତି

ଶାନ୍ତି, ନବସୃଜନ ଏବଂ ସମୃଦ୍ଧି ପାଇଁ ଏକ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀଭାରତ ଏବଂ ଇସ୍ରାଏଲ ମଧ୍ୟରେ ସ୍ନେହ, ସଦ୍ଭାବନା ଏବଂ ଗଭୀର ରଣନୀତିକ ଭାଗିଦାରୀକୁ ସ୍ୱୀକୃତି ଦେଇ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ଶ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
Read More...

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍ମାନଙ୍କ ନୂତନ ପ୍ରୟାସ

ନୂଆଦିଲ୍ଲୀ, (ପିଆଇବି) : ଭାରତ ମଣ୍ଡପମ୍‌ରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଏକ ଉତ୍ସାହଭରା ଦିନରେ ଦର୍ଶକମାନେ ବିଭିନ୍ନ କକ୍ଷରେ ପହଞ୍ଚି ଆଲୋଚନାରେ ଭାଗନେବା ସହ ବିଭିନ୍ନ ଷ୍ଟଲରେ ଥିବା ଉଦ୍ଭାବନଗୁଡ଼ିକୁ ଦେଖିଥିଲେ । ଏହି ଅବସରରେ ଅନୁଷ୍ଠିତ ଲାଇଭ୍ ପ୍ରଦର୍ଶନୀ ମାଧ୍ୟମରେ ଗୋଟିଏ
Read More...

ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଫେବୃଆରୀ ୨୬,୨୦୨୬) ଝାଡ଼ଖଣ୍ଡର ଜାମସେଦପୁର ଠାରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଜାମସେଦପୁରର ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଦାତବ୍ୟ କେନ୍ଦ୍ର ଟ୍ରଷ୍ଟ ଦ୍ୱାରା
Read More...