କେସିଙ୍ଗାରେ ସାମୁହିକ “ବନ୍ଦେ ମାତରମ୍” ଗାନ ସହିତ ଆରମ୍ଭ ହେଲା ସହଯୋଗ : ଭ୍ରାମ୍ୟମାଣ ସହାୟତା କେନ୍ଦ୍ର
କେସିଙ୍ଗା, (ପ୍ରୀତେଶ ପଟେଲ) : "ବନ୍ଦେ ମାତରମ୍ "ଗାନର ସହେ ପଚାଶ ବାର୍ଷିକ ବର୍ଷ ପୂର୍ତ୍ତି ଅବସରରେ ଆଜି କେସିଙ୍ଗା ପିଏମ୍ ଶ୍ରୀ ସ୍କୁଲ୍ ପଡିଆ ଠାରେ କେସିଙ୍ଗା ଏନ୍ଏସି ଆୟୋଜିତ ସାମୁହିକ ବନ୍ଦେ ମାତରମ୍ ଗାନ କାର୍ଯ୍ୟକ୍ରମ କରାଗଲା । ଏହି ଅବସରେ କେସିଙ୍ଗାର ସମସ୍ତ ସ୍କୁଲ ଓ କଲେଜ,!-->…
Read More...
Read More...