କେଡିସିସି କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଲଣ୍ଡାପଥର ଚାମ୍ପିଅନ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡା ଖେଳ ପଡ଼ିଆରେ ଆୟୋଜିତ କେଡିସିସି କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଲଣ୍ଡାପଥର ଓ ସିନ୍ଦୂରବାହାଲ ଦଳ ମଧ୍ୟର ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଲଣ୍ଡାପଥର ଦଳ ବିଜୟୀ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି!-->…
Read More...
Read More...