Daily Archives

୪୪ତମ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଲାଲମାଟି ଟିମ୍ ଚମ୍ପିୟାନ, ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ୍ ରନର୍ସ ଅପ୍ ରାଉରକେଲା, (ସସ୍ମିତା ପ୍ରଧାନ) : ଜଲଦା ପଡ଼ିଆ ଠାରେ ଚାଲିଥିବା ୪୪ତମ ନକଆଉଟ ଫୁଟବଲ ପ୍ରତିଯୋଗିତା ସମାପ୍ତ ହୋଇଯାଇଛି । ଯୁବ ଶକ୍ତି କ୍ଲବର ସଭାପତି ଏଡୱର୍ଡ କନଭେଙ୍କ ସଭାପତିତ୍ୱ ଓ ସାମ୍ପାଦକ ରବିନ୍ଦ୍ର
Read More...

ଅନ୍ନପୂର୍ଣ୍ଣା ଓ ଚିତ୍ତବ୍ରତଙ୍କ ସ୍ମୃତି ଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଶିଷ୍ଟ ସାହିତ୍ୟିକ ରଘୁବର ଧଳଙ୍କ ସହଧର୍ମିଣୀ ଅନ୍ନପୂର୍ଣ୍ଣା ଓ ମଧ୍ୟମ ପୁତ୍ର ଚିତ୍ତବ୍ରତ ଧଳଙ୍କ ସ୍ମୃତି ଚାରଣ ସଭା କୋଏଲ ନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଉରକେଲା ବିଧାୟକ
Read More...

ଶୀତ ଓ ଗୀତ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖା ତରଫରୁ ଫର୍ଟିଲାଇଜର ଚିନ୍ମୟ ଏକାଡେମୀ ଠାରେ ଶୀତ ଓ ଗୀତ ସମ୍ପର୍କିତ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସଂଗଠନ ସମ୍ପାଦକ କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ଅନୁଷ୍ଠାନର
Read More...

ବଡଗାଁ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ବଡଗାଁ ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର
Read More...

ଶିଶୁ ଶ୍ରମ ଉଚ୍ଛେଦ ଅଭିଯାନର ଜିଲ୍ଲା ଓ ଜୋନାଲ ସ୍ତରୀୟ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ଶ୍ରମ ଉଚ୍ଛେଦ ଅଭିଯାନ ଓଡିଶା ତରଫରୁ ବଲାଙ୍ଗିର ପଂଚାୟତ ସାଧନ କେନ୍ଦ୍ର ଠାରେ ଏକ ଜିଲ୍ଲା ଓ ଜୋନାଲ ସ୍ତରୀୟ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ରାଜ୍ୟ ଆବାହକ ଉମେଶ ଚନ୍ଦ୍ର ପୁରୋହିତ ଅଧ୍ୟକ୍ଷତା କରିଥିଲେ ଏବଂ ରାଜ୍ୟ
Read More...

ଜେସିଆଇ ବଲାଙ୍ଗିର ସିଟିର ୧୮ତମ ଶପଥ ଗ୍ରହଣ ସମାରୋହ : ୨୫ ନୂତନ ସଦସ୍ୟ ନେଲେ ସଦସ୍ୟତା ଶପଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ବିଦ୍ୟା ହେଭେନ୍ସ ଠାରେ ଜେସିଆଇ ବଲାଙ୍ଗିର ସିଟିର ୧୮ତମ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୫ଜଣ ନୂତନ ସଦସ୍ୟ ଏହି ପ୍ରତିଷ୍ଠିତ ସଂଗଠନରେ ଯୋଗଦେବାପାଇଁ ସଦସ୍ୟତା ଶପଥ ଗ୍ରହଣ କରିଥିଲେ । ୨୦୨୫ ବର୍ଷର ସଭାପତି ଜେସି
Read More...

ଜାତୀୟ ସ୍ତରୀୟ ମହାରାଜା ସେଭେନ୍ସ ରଗବୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଫାଉଣ୍ଡେସନ, ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଓ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ତଥା ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଜାତୀୟ ସ୍ତରୀୟ ମହାରାଜା ସେଭେନସ ରଗବୀ ଟୁର୍ଣ୍ଣାମେଣ୍ଟ ବାରିପଦା ଷ୍ଟାଡିୟମ
Read More...

ମନ୍ତ୍ରୀଙ୍କ ଦ୍ୱାରା ନୂତନ ରାସନ କାର୍ଡ ପ୍ରଦାନର ଶୁଭାରମ୍ଭ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦା ପୌରପାଳିକା କାର୍ଯ୍ୟାଳୟ ପରିସରରେ ବାରିପଦା ସହରାଞ୍ଚଳ ଅନ୍ତର୍ଗତ ୨୮ଟି ୱାର୍ଡରେ ଆଦ୍ୟାବଧି ଚିହ୍ନିତ ହୋଇଥିବା ନୂତନ ଯୋଗ୍ୟ ବିବେଚିତ ହିତାଧିକାରୀମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ରାଜଶ୍ରୀ ଧର୍ମଶାଳାକୁ ଐତିହ୍ୟ ଗୃହ ଭାବରେ ଘୋଷଣା କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ଠାରେ ଅଭିଭାବକ ମଂଚ ଏବଂ ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନର ମିଳିତ ଉଦ୍ୟମରେ ‘ରାଜଶ୍ରୀ ମହୋତ୍ସବ ୨୦୨୫’ ପାଳନ କରାଯାଇଥିଲା । ପ୍ରବୁଦ୍ଧ ପାଠକ ସଂସଦ ସଭାପତି ଗିରିଜା ଶଙ୍କର ରଥଙ୍କ ସଭାପତିତ୍ୱରେ
Read More...

ପ୍ରାକ୍‌ ବଡଦିନ ଓ ଶିଶୁ ମହୋତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ମନହିରା ପଂଚାୟତ ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମରେ ‘ହୋପ’ ଅନୁଷ୍ଠାନ ପକ୍ଷରୁ ପ୍ରାକ୍‌ ବଡଦିନ ଓ ଶିଶୁ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଅଛି । ଏହି ଅନୁଷ୍ଠାନ ଅଂଚଳର ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନିରବଚ୍ଛିନ୍ନ ଭାବରେ
Read More...