Daily Archives

କ୍ଷୀରୋଦ୍ର ଗଡ଼ତ୍ୟାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିଂହାଟୀମାଲ ଗାଁର ଗୌନ୍ତିଆ କ୍ଷୀରୋଦ୍ର ଗଡ଼ତ୍ୟା (୯୧)ଙ୍କ ଶୁକ୍ରବାର ପ୍ରାତଃ ୫ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କ ଶେଷ ସମୟରେ ପତ୍ନୀଙ୍କ ସହ ପରିବାର ବର୍ଗ ଉପସ୍ଥିତ ଥିଲେ । ସକାଳ ସାଢେ଼ ୯ଟା ସମୟରେ ଗାଁ ମଶାଣିରେ ଶେଷକୃତ୍ୟ
Read More...

ସିନାପାଲି ବ୍ଲକ କାର୍ଯ୍ୟାଳୟରେ ନିରନ୍ତର ବିକାଶ ଲକ୍ଷ -୨୦୩୦ ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ପଞ୍ଚାୟତ ସମିତି ସଭା ଗୃହରେ ନିରନ୍ତର ବିକାଶ ଲକ୍ଷ-୨୦୩୦ର ଏକ ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ମୁଖ୍ୟ ପରିକଳ୍ପନା ଓ ଜୀବିକା ବିକାଶ ବିଶେଷଜ୍ଞ ଡଃ କୁମୁଦିନୀ ମିଶ୍ର, ଏସ. ଇ. ଆଇ. ସିନିପୁର
Read More...

ଆସନ୍ତା କାଲିଠୁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆସନ୍ତା କାଲିଠାରୁ ଦୁଇଦିନ ଆରମ୍ଭ ହେବାକୁ ଯାଉଛି ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ । ପ୍ରଥମେ ସକାଳ ୭.୩୦ରେ ସୁରେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ଜିଲ୍ଲା କ୍ରୀଡ଼ା ସଙ୍ଘ ଓ ଖେଳାଳୀଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ ।
Read More...

ବାରିପଦା ରୋଟାରୀ କ୍ଲବର ମାତୃ ଓ ଶିଶୁ ଯତ୍ନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

-ପୋଷଣ ସାମଗ୍ରୀ ବଣ୍ଟନ ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ରୋଟାରୀ କ୍ଲବର ମାତୃ ଓ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସଭାପତି ଭବାନୀ ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ବାରିପଦାର ଦାରୋଗଡାହିସ୍ଥ ୱାର୍ଡ ନଂ ୧୯ ଓ ତକତପୁର ୱାର୍ଡ ନଂ ୨୩ ଏବଂ ୨୭ ଠାରେ ଅବସ୍ଥିତ
Read More...

ଖୋର୍ଦ୍ଧା-ବଲାଙ୍ଗିର ରେଳପଥର 226 କିମି ସେକ୍ସନରେ ଟ୍ରେନ୍ ଚଳାଚଳ ଜାରି ରହିଛି : ରେଳ ମନ୍ତ୍ରୀ

• 150 କିମି ତାଳଚେର-ବିମଳାଗଡ଼ ନୂତନ ରେଳପଥର 34 କିମି ସେକ୍ସନ କାର୍ଯ୍ୟକ୍ଷମ ନୂଆଦିଲ୍ଲୀ, (ପିଆଇବି) : ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ମୋଟ୍ ଦୂରତା 301 କିଲୋମିଟର ହୋଇଥିବା ବେଳେ ନଭେମ୍ବର 2025 ସୁଦ୍ଧା ଏଥିମଧ୍ୟରୁ 226 କିଲୋମିଟର ରେଳ ଲାଇନରେ ଟ୍ରେନ ଚଳାଚଳ ଆରମ୍ଭ କରିଛି । ଆଜି
Read More...

ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 59ଟି ଷ୍ଟେସନର ପୁନର୍ବିକାଶ ଜାରି : ବର୍ତ୍ତମାନ ସୁଦ୍ଧା 5ଟି ଷ୍ଟେସନ କାମ…

ନୂଆଦିଲ୍ଲୀ, (ପିଆଇବି) : ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଓଡ଼ିଶାରେ 59ଟି ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ହାତକୁ ନିଆଯାଇଥିବା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରେ ଷ୍ଟେସନଗୁଡ଼ିକର ପୁନର୍ବିକାଶ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ସଭାରେ କେନ୍ଦ୍ର
Read More...

ଓଡ଼ିଶାକୁ ରେଳ ବଜେଟ୍ ଆବଣ୍ଟନ 13ଗୁଣ ବୃଦ୍ଧି ପାଇଛି : ଅଶ୍ୱିନୀ ବୈଷ୍ଣବ

• ବାର୍ଷିକ ହାରାହାରୀ ନୂଆ ରେଳ ଟ୍ରାକ୍ ନିର୍ମାଣ ସାଢ଼େ 3 ଗୁଣ ବୃଦ୍ଧି ପାଇଛି• ଓଡ଼ିଶାରେ 49ଟି ରେଳ ପ୍ରକଳ୍ପ ମଞ୍ଜୁର; 76ଟି ପ୍ରକଳ୍ପ ଲାଗି ସର୍ଭେକୁ ଅନୁମୋଦନ• ଓଡ଼ିଶାର ସବୁ ବ୍ରଡ ଗଜ୍ ନେଟୱର୍କକୁ ବିଦ୍ୟୁତିକରଣ କରାଯାଇଛି• ରାଜ୍ୟର 10ଟି ସ୍ଥାନରେ ଗତି ଶକ୍ତି କାର୍ଗୋ ଟର୍ମିନାଲ
Read More...

ଜେସିଆଇ ଟିଟିଲାଗଡ଼ ସିଟିର ୧୮ ତମ ପ୍ରତିଷ୍ଠା ଓ ପୁରସ୍କାର ସମାରୋହ

-ନୂତନ ସଭାପତି ହେଲେ ଶୈଳେଶ ଗୋଏଲ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଡି ଏନ ରିସର୍ଟ ଠାରେ ଜେସିଆଇ ଟିଟିଲାଗଡ଼ ସିଟିର ୧୮ ତମ ପ୍ରତିଷ୍ଠା ଦିବସ ଓ ପୁରସ୍କାର ବିତରଣ ସମାରୋହ ସଭାପତି ବିକାଶ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ
Read More...

ରେଳ ନିରାପତ୍ତାରେ ଉଲ୍ଲେଖନୀୟ ଉନ୍ନତି: ୨୦୦୪-୧୪ରେ ରେଳ ଦୁର୍ଘଟଣା ସଂଖ୍ୟା ୧୭୧ ଥିବାବେଳେ ୨୦୨୫-୨୬ରେ ୧୧କୁ ହ୍ରାସ…

ରେଳ ନିରାପତ୍ତା ବଜେଟ ୨୦୧୩-୧୪ରେ ୩୯,୪୬୩ କୋଟିରୁ ବୃଦ୍ଧି ପାଇ ୨୦୨୫-୨୬ରେ ୧,୧୬,୪୭୦ କୋଟିରେ ପହଞ୍ଚିଛିକୁହୁଡ଼ି ସୁରକ୍ଷା ଉପକରଣ ୨୮୮ ଗୁଣ ବୃଦ୍ଧି ପାଇଛି - ୨୦୧୪ ରେ ଏହା ୯୦ ରୁ ୨୦୨୫ ରେ ୨୫,୯୩୯କୁ ବୃଦ୍ଧି ପାଇଛି: ଅଶ୍ୱିନୀ ବୈଷ୍ଣବଗତ ଚାରି ମାସରେ ୨୧ଟି ଷ୍ଟେସନରେ କେନ୍ଦ୍ରୀୟ
Read More...

କୋଲସେତୁ ୱିଣ୍ଡୋକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ବିବିଧ ଶିଳ୍ପ ବ୍ୟବହାର ଏବଂ ରପ୍ତାନି ପାଇଁ କୋଇଲା ଲିଙ୍କେଜର ନିଲାମ, ନିରପେକ୍ଷ ଉପଲବ୍ଧତା ଏବଂ ସର୍ବୋତ୍ତମ ସମ୍ବଳ ବ୍ୟବହାର ସୁନିଶ୍ଚିତ କରିବ କୋଲସେତୁ ୱିଣ୍ଡୋ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆର୍ଥିକ
Read More...