Daily Archives

ଅନ୍ତର୍ଜାତୀୟ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ

ମହିଳା ବିଭାଗ ପ୍ରି-କ୍ୱାର୍ଟରରେ ଉନ୍ନତି ହୁଡ଼ା, ଅନମୋଲ ଖର୍ବ, ତନଭି ଶର୍ମା ଓ ଅଦିତି ଭଟ୍ଟପୁରୁଷ ପ୍ରି-କ୍ୱାର୍ଟରରେ ଥରୁନ ମାନେପଲ୍ଲୀ, କିରଣ ଜର୍ଜ, ସତୀଶ କୁମାର ଓ ପ୍ରିୟାଂଶୁ ରାଜୱତ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟେଡ଼ିଅମଠାରେ
Read More...

ସାନବାଙ୍କିରେ ଦନ୍ତାହାତୀର ଆକ୍ରମଣ : ଘରୁ ଟାଣି ନେଇ ମହିଳାଙ୍କୁ ଦଳି ମାରିଦେଲା ହାତୀ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବଡ଼ବାଙ୍କି ପଂଚାୟତ ଅଧୀନ ସାନବାଙ୍କି ଗାଁରେ ଦନ୍ତାହାତୀ ଆତଙ୍କ । ପୁଣିଥରେ ଜୀବନ ନେଲା ହାତୀ । ବୁଧବାର ରାତିରେ ଜଣେ ମହିଳା ମନ୍ଦାର ପଟେଲଙ୍କୁ ଘରୁ ବାହାର କରି ହାତୀ ଦଳି ମାରିଦେଇଥିବା ଖବର ମିଳିଛି । ସ୍ୱାମୀ
Read More...

ଡାଃ ମୁରଲିଧର ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନରେ ଭୀମଭୋଇ ଭେଷଜ ମହାବିଦ୍ୟାଳୟ ପରିସରରେ ଥିବା ଔଷଧୀୟ ବୃକ୍ଷ ଉଦ୍ୟାନଠାରେ ମହାବିଦ୍ୟାଳୟର ପୂର୍ବତନ ଫାର୍ମାକୋଲୋଜି ବିଭାଗ ପ୍ରଫେସର ସ୍ୱର୍ଗତ ଡାଃ ମୁରଲିଧର ପାଣିଗ୍ରାହୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହାକୁ
Read More...

ରାଜ୍ୟ ହାଇସ୍କୁଲ ସ୍ତରୀୟ ହକି ଦଳରେ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଛାତ୍ର ପି. ବିଷ୍ଣୁ ସ୍ଥାନ ପାଇଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ରାଜ୍ୟ ହାଇସ୍କୁଲ ସ୍ତରୀୟ ହକି ଦଳରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ ଅଧ୍ୟୟନ କରୁଥିବା ନବମଶ୍ରେଣୀ ଛାତ୍ର ପି. ବିଷ୍ଣୁ ସ୍ଥାନ ପାଇଛନ୍ତି । ସୂଚନାଯୋଗ୍ୟ ଯେ' ଆସନ୍ତା ଡ଼ିସେମ୍ବର ୨୨ ରୁ ୨୭
Read More...

ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଓ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ଥିତ ପଞ୍ଚାୟତ ସାଧନ କେନ୍ଦ୍ର, ବଲାଙ୍ଗିର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସଦର
Read More...

ବନ୍ଧକ ଶ୍ରମିକ ସଙ୍ଗଠନ (ଶ୍ରମ ଵାହନୀ) ଙ୍କ ପକ୍ଷରୁ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳନ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ଅବସରରେ ଶ୍ରମ ଵାହନୀ ମୁକ୍ତ ବନ୍ଧକ ଶ୍ରମିକ ସଂଘ, ଓଡ଼ିଶା ଭବାନୀପାଟଣା, କଳାହାଣ୍ଡିରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଝସକେତନ ବାଗ, ଉପାଧ୍ୟକ୍ଷ ଉପେନ୍ଦ୍ର ବଗର୍ତି ଓ କଳାହାଣ୍ଡି
Read More...

ଡିଏଲଏସଏ ଦ୍ୱାରା ମାନବ ଅଧିକାର ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଂଜାମ ଜିଲ୍ଲା ବ୍ରହ୍ମପୁର ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ (ଡିଏଲ୍‌ଏସ୍‌ଏ) ଆଜି ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟାଧୀଶ, ଜିଲ୍ଲା ମାଜିଷ୍ଟ୍ରେଟ୍, ବ୍ରହ୍ମପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ, ଜିଲ୍ଲା
Read More...

୪୨ ବର୍ଷପରେ ସିବିଆଇ ମାଲଖାନାରୁ ବାହାରିଲେ ଶ୍ରୀ ଗୋପାଳଜୀଙ୍କ ମୂର୍ତ୍ତି

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ ) : ସୋନପୁର ଶ୍ରୀ ଗୋପାଳଜୀ ମନ୍ଦିରରୁ ଚୋରି ହୋଇଥିବା ୧୨ ଗୋଟି ପ୍ରାଚୀନ ମୂର୍ତ୍ତି ଜବତ ହେବା ଘଟଣାକୁ ୪୨ ବର୍ଷ ପରେ ଆଜି ସିବିଆଇ ମାଲଖାନାରୁ ବାହାରିଛନ୍ତି । ଏହି ସବୁ ପ୍ରାଚୀନ ମୂର୍ତ୍ତି ୧୯୯୩ ରେ ଦିଲ୍ଲୀରୁ ସିବିଆଇ ଜବତ କରିଥିଲେ ମଧ୍ୟ
Read More...

ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ ଆଲୋଚନା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଭାରତ-ଇସ୍ରାଏଲ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବାକୁ ଦୁଇ ନେତାଙ୍କ ଆଲୋଚନାଆତଙ୍କବାଦ ପ୍ରସଙ୍ଗରେ ଶୂନ୍ୟ ସହନଶୀଳତା ପାଇଁ ଉଭୟ ନେତା ସହମତପଶ୍ଚିମ ଏସିଆ ଅଞ୍ଚଳରେ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି
Read More...

ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧ : ନିକଟରେ ପ୍ରିଣ୍ଟ ମିଡିଆ ବିଜ୍ଞାପନ ଦର ୨୬% ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ । ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଦ୍ୱାରା ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଏବଂ ସେମାନଙ୍କର ପରିବାର ପାଇଁ ସମଗ୍ର ଦେଶରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଯୋଜନା (ସିଜିଏଚ୍ଏସ୍) ଅଧୀନରେ ସରକାରୀ
Read More...