Daily Archives

ଉଲୁଣ୍ଡା ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ୫୧ ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଂଢୋଲ ଗ୍ରାମ କାର୍ଯ୍ୟାଳୟର ବଜାର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଉପ
Read More...

ଭାରତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ବୈଶ୍ବିକ ସମ୍ମିଳନୀ

ପାରମ୍ପରିକ ଔଷଧ ମାଧ୍ୟମରେ ସନ୍ତୁଳନ ଫେରାଇ ଆଣିବାରେ ଭାରତ ବିଶ୍ବରେ ଅଗ୍ରଣୀ : ଶ୍ରୀ ପ୍ରତାପ ରାଓ ଯାଧବଏହି ସମ୍ମିଳନୀ ପାରମ୍ପରିକ ଔଷଧର ବୈଜ୍ଞାନିକ ତଥ୍ୟ-ଆଧାରିତ ସମନ୍ୱୟକୁ ପ୍ରୋତ୍ସାହିତ କରିବ: ଡକ୍ଟର ପୁନମ କ୍ଷେତ୍ରପାଲଆୟୁଷ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମିଳିତ
Read More...

“ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ…

"ବନ୍ଦେ ମାତରମ୍ ଆମ ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ପ୍ରଦାନ କରିଥିଲା: ପ୍ରଧାନମନ୍ତ୍ରୀଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଆମେ "ବନ୍ଦେ ମାତରମ୍"ର ୧୫୦ ବର୍ଷ ପୂର୍ତ୍ତି ପାଳନ କରୁଛେ : ପ୍ରଧାନମନ୍ତ୍ରୀ"ବନ୍ଦେ ମାତରମ୍" ହେଉଛି ସେହି ଶକ୍ତି ଯାହା ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ
Read More...

ତୃତୀୟ ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ସଫଳ

• ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’ ଭାରତରେ କ୍ୟାମ୍ପସ ଖୋଲିବ - ଧର୍ମେନ୍ଦ୍ର ପ୍ରଧାନ• କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା• ଏଆଇଇଏସସି ବୈଠକ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଗବେଷଣା
Read More...

ଶ୍ରୀ ଅରବିନ୍ଦ ନବଚେତନା ପାଠଚକ୍ରର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଇକବାହାଲ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଶ୍ରୀ ଅରବିନ୍ଦ ନବଚେତନା ପାଠଚକ୍ର, ନାରାୟଣପୁରର ୧୬ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ
Read More...

ନୂତନ ଜିଲ୍ଲା ଜଜ୍‌ଙ୍କୁ ଓକିଲସଙ୍ଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନୂତନ ଜିଲ୍ଲା ଜଜ୍ ଅଶାନ୍ତ କୁମାର ଦାସଙ୍କ ଛତ୍ରପୁର ଆଗମନ ହୋଇଛି । ଛତ୍ରପୁର ଠାରେ ଓକିଲସଙ୍ଘ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଛତ୍ରପୁର ଓକିଲ ସଂଘର ସମସ୍ତ ସଦସ୍ୟ ମଣ୍ଡଳୀ, ବରିଷ୍ଠ
Read More...