Daily Archives

ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା ୭ମ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ

ମୋଦି ସରକାରଙ୍କ ନୂତନ ଶ୍ରମ କୋର୍ଡ ଶ୍ରମିକ ଶ୍ରେଣୀକୁ ଗୋଲାମୀ ମଧ୍ୟକୁ ଠେଲିଦେବ - ବିଷ୍ଣୁ ମହାନ୍ତି ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଟ୍ରେଡ ୟୁନିୟନ କେନ୍ଦ୍ର (ସିଆଇଟିୟୁ)ର ୭ମ ସୁନ୍ଦରଗଡ଼ ଜିଲ୍ଲା ସାଂଗଠନିକ ସମ୍ମିଳନୀ ସ୍ଥାନୀୟ ଶ୍ରମିକ ଭବନ ସେକ୍ଟର -୧୬ ଠାରେ ଅନୁଷ୍ଠିତ
Read More...

ଛତ୍ରପୁର ସହରାଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପୂର୍ବକ ବରିଷ୍ଠ ନାଗରିକ ନେତ୍ତୃବର୍ଗ ତିନୋଟି ଦଫା ସମ୍ବଳିତ ବିଷୟ ଉପରେ ଆପୋଷ ଆଲୋଚନା କରିଛନ୍ତି । ଛତ୍ରପୁରର ବରିଷ୍ଠ ନାଗରିକ ତଥା ପୂର୍ବତନ
Read More...

ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରବିବାର ଦିବା ୧୦ ଘଟିକା ସମୟରେ ବଣିବକ୍ରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗ୍ରାମ୍ୟ ରମ୍ୟର ସମ୍ପାଦିକା ଲକ୍ଷ୍ମୀ ପ୍ରିୟା ଦାଶଙ୍କ ଆୟୋଜନରେ ପଞ୍ଚମ ବାର୍ଷିକ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା
Read More...